ABCD 3 ର ଷ୍ଟାର୍ କାଷ୍ଟରେ ଆସିବ ବଡ଼ ପରିବର୍ତ୍ତନ , ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ରେମୋ ଡି’ସୁଜା
ବଲିଉଡର ଭେଟେରନ ଡ୍ୟାନ୍ସ କୋରିଓଗ୍ରାଫର ତଥା ଚଳଚ୍ଚିତ୍ର ନିର୍ମାତା ରେମୋ ଡି’ସୁଜା ତାଙ୍କର ଲୋକପ୍ରିୟ ଫିଲ୍ମ ସିରିଜ 'ଏବିସିଡି'ର ତୃତୀୟ ଭାଗରେ କାମ ଆରମ୍ଭ କରିଛନ୍ତି। ସମ୍ପ୍ରତି ରେମୋ ଚଳଚ୍ଚିତ୍ର ସହ ଜଡିତ କିଛି ଆକର୍ଷଣୀୟ ଦିଗ ବିଷୟରେ କଥାବାର୍ତ୍ତା କରିଥିଲେ ଏବଂ ଏହା ସହ ଜଡିତ କିଛି…