Browsing Tag

khabar-latest

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ…

• ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ହସ୍ତକ୍ଷେପ ଲୋଡିଲେ• ଡାଇରିଆର ମୂଳ କାରଣକୁ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ଡାଇରିଆ ନିରାକରଣ ପାଇଁ ବ୍ୟାପକ ‘ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ’ ଆରମ୍ଭ କରିବା ପାଇଁ ଦେଲେ ପରାମର୍ଶ• ଡାଇରିଆ ସଂକ୍ରମଣ

ମା’ ସମଲେଇଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ –…

ଭୁବନେଶ୍ୱର, –  ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯିବା ନେଇ ପାର୍ଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏ ନେଇ ଶ୍ରୀ ପ୍ରଧାନ ମା’

ମଦର୍ସ ପବ୍ଲିକ୍ ସ୍କୁଲ, ପାହାଳର ବାର୍ଷିକ ଉତ୍ସବ “ଫୋକଲୋର ଇନ୍ ମୋସନ୍‌’ରେ ଭାରତର ବିବିଧ ସଙ୍ଗୀତ ଓ ନୃତ୍ୟ…

ଭୁବନେଶ୍ୱର: ପାହାଳସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ପ୍ରଥମ ବାର୍ଷିକ “ଫୋକଲୋର ଇନ୍ ମୋସନ୍‌' ଅନୁଷ୍ଠିତ ହୋଇଯାଇଛି, ଯାହା ଭାରତର ସମୃଦ୍ଧ ଇତିହାସ ଏବଂ ବିବିଧ ସଙ୍ଗୀତ ଏବଂ ନୃତ୍ୟର ଏକ ଉତ୍ସବ ଥିଲା । ବଙ୍ଗଳାର ମଧୁର ଲୋକଗୀତଠାରୁ ଆରମ୍ଭ କରି ଗୁଜରାଟର ଚମତ୍କାର ଗର୍ବା ପର୍ଯ୍ୟନ୍ତ,…

ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ

ଭୁବନେଶ୍ୱର : କମ୍ପାନୀରେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ମହିଳା, ଏଲ୍‌ଜିବିଟିକ୍ୟୁଆଇଏ+, ବରିଷ୍ଠ ସେନା…

ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ସିଏମ୍‌ଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱର ଅବ୍‌ଷ୍ଟେଟ୍ରିକ୍ ଗାଇନାକୋଲୋଜିକାଲ ସୋସାଇଟି ସହ ସହଭାଗିତାରେ ଆଜି ଭୁବନେଶ୍ୱରଠାରେ ‘ବନ୍ଧ୍ୟାତ୍ୱ ପ୍ରଥା କ୍ଷେତ୍ରରେ ସୀମାକୁ ବିସ୍ତାର କରିବା’ ପ୍ରସଙ୍ଗ ଉପରେ ଏକ ସିଏମ୍‌ଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।…

ନିଭା ବୁପା ସ୍ୱାସ୍ଥ୍ୟ ବୀମା ବର୍ତମାନ ବାଲେଶ୍ୱରରେ

ଭୁବନେଶ୍ୱର/ ବାଲେଶ୍ୱର: ଅଗ୍ରଣୀ ନିଭା ବୁପା ହେଲ୍‌ଥ ଇନ୍ସୁରାନ୍ସ (ପୂର୍ବରୁ ମ୍ୟାକ୍ସ ବୁପା ହେଲ୍‌ଥ ଇନ୍ସୁରାନ୍ସ ଭାବେ ପରିଚିତ) ନିଜର ପହଂଚକୁ ବାଲେଶ୍ୱରକୁ ବିସ୍ତାର କରିଛି । କମ୍ପାନୀ ଆସନ୍ତା କିଛି ବର୍ଷ ମଧ୍ୟରେ ୩୫୦୦ରୁ ଅଧିକ ଜୀବନକୁ ସୁରକ୍ଷା ପ୍ରଦାନ କରିବା ଏବଂ ସର୍ବଭାରତୀୟ…

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ଵର ୨୩/୧୧ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଦିବଙ୍ଗତ ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ସଂସ୍କୃତି ଭବନ ପରିସରରେ ପାଳନ କରାଯାଇଛି । ଶ୍ରାଦ୍ଧ ଦିବସ ଅବସରରେ ବିଶିଷ୍ଟ କଳା ଐତିହାସିକ ତଥା ବିଭୁତି କାନୁନଗୋ ଚାରୁ ଓ କାରୁ…

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମାଇବା ପାଇଁ ଓଡ଼ିଶାର ଏହି ପଞ୍ଚାୟତର ଅଭିନବ ପ୍ରୟାସ : ଆରମ୍ଭ କଲା ବର୍ତନ ବ୍ୟାଙ୍କ

ପରିବେଶ ଉପରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଏକ ପଞ୍ଚାୟତ ନିଜ ଅଧୀନରେ ଥିବା ଗ୍ରାମଗୁଡ଼ିକରେ ସାମୂହିକ ବ୍ୟବହାର ପାଇଁ ଉପଲବ୍ଧ ବାସନ ଭଣ୍ଡାର ବର୍ତନ ବ୍ୟାଙ୍କ ଆରମ୍ଭ କରିଛି। ପ୍ଲାଷ୍ଟିକ ପ୍ରଦୂଷଣ ପ୍ରସଙ୍ଗରେ ନୂଆପଡ଼ା…

କାଶ କୁ ନେଇ ‘କଓ୍ଵାଲି’ ଗାଇଲେ ଦୁଇ ଯୁବକ: ସୋସିଆଲ ମିଡିଆରେ ଭାଇରାଲ

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ମିମ୍ସ ଏବଂ ଜୋକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ନେଇ ସୋସିଆଲ ମିଡିଆରେ ଏକ ଗୀତର ଭିଡିଓ ସେୟାର କରିଛନ୍ତି ଦୁଇ ଯୁବକ । ଗୀତ ମାଧ୍ୟମରେ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି…

ବିଶ୍ୱାସଯୋଗ୍ୟ ନୁହେଁ ଚାଟ ଜିପିଟି ଏବଂ ଏଲନ୍ ମସ୍କଙ୍କ ଏକ୍ସ : ଉଇକିପିଡ଼ିଆର ସହ ପ୍ରତିଷ୍ଠାତା

ଉଇକିପିଡ଼ିଆର ସହ ପ୍ରତିଷ୍ଠାତା ଜିମି ୱେଲ୍ସ କହିଛନ୍ତି ଯେ ଏଲନ୍ ମସ୍କଙ୍କ ସୋସିଆଲ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ଏବଂ ଚାଟ୍ ଜିପିଟି ବିଶ୍ୱାସଯୋଗ୍ୟ ନୁହେଁ। ସଠିକ ସୂଚନା ପାଇଁ ସେମାନଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ। ଏକ ସାକ୍ଷାତକାରରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)…