ବିଶ୍ବ କର୍କଟ ଦିବସ: ବଞ୍ଚିବାର ସମ୍ଭାବନାକୁ ବଢାଇବା ପାଇଁ ଶୀଘ୍ର ନିରାକରଣ ହୋଇଥାଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ସମସ୍ତ ଚିକିତ୍ସା ଅଗ୍ରଗତି ସତ୍ତ୍ବେ ବିଶ୍ବ ରେ କର୍କଟ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘ ଦଶନ୍ଧି ଧରି ଅନୁସନ୍ଧାନ ଏବଂ ସଫଳତା ପରେ ମଧ୍ୟ ‘କର୍କଟ’ ଶବ୍ଦ ଅଧିକାଂଶଙ୍କ ପାଇଁ ମୃତ୍ୟୁଦଣ୍ଡ ପାଲଟିଛି। WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସାରା ବିଶ୍ୱରେ…