ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲ ପକ୍ଷରୁ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭର ଘୋଷଣା କରାଯାଇଛି । କମ୍ପାନୀ ଆଗାମୀ ପୁରୁଷ ହକି ବିଶ୍ୱକପ୍ର ଆୟୋଜନ କରୁଥିବା ଭୁବନେଶ୍ୱର ଓ ରାଉରକେଲାରେ କଳିଙ୍ଗ…