Browsing Tag

manoranjan-latest

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ, ଧାର୍ମିକ ଭାବନାକୁ ଆଘାତ ଦେବାର ଆରୋପ

ପାତାଲ ଲୋକ’ୱେବ ସିରିଜର ବିବାଦ ଜୋର ଧୋରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ ଓ ନିର୍ମାତା ଅନୁଷ୍କା ଶର୍ମାଙ୍କର ନୂଆ କ୍ରାଇମ ଥ୍ରୀଲର ୱେବ ଟେଲିଭିଜନ ସିରିଜ -ପାତାଲ ଲୋକ’, ଯାହାକି ଚଳିତ ମେ ୧୫ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରଦର୍ଶିତ ହୋଇଥିଲା ଏବଂ ବର୍ତମାନ ଏହାର ରିଲିଜ ସମୟରୁ ହିଁ ଏହା…

ସୋନୁ ସୁଦଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି, ଯୋଗୀ ସରକାରଙ୍କୁ କଂଗ୍ରେସର ବ୍ୟଙ୍ଗ-‘ଅଭିନେତା ୟୁପିରେ ଥିଲେ ଜେଲରେ…

ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜି ଆଗକୁ ଆସିଛନ୍ତି । ଗତ କିଛିଦିନ ହେବ ସୋନୁ ସୁଦ ଲକ୍‌ଡାଉନ ଯୋଗୁଁ ଫସିରହିଥିବା ଶ୍ରମିକମାନଙ୍କୁ ଘରେ ପହଂଚାଇବା ପାଇଁ ସବୁସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ସୋନୁ ସୁଦ ନିଜ ସାଙ୍ଗ ନୀତି ଗୋୟଲଙ୍କ ସହିତ ମିଶି ‘ଘର…

ଟିକ୍‌ଟକ୍ ଷ୍ଟାର ଫୈଜଲ ସିଦ୍ଦକୀଙ୍କ ଭିଡିଓ ପରେ ଟିକ୍‌ଟକ୍ ବିରୁଦ୍ଧରେ ମଇଦାନକୁ ବାହାରିଛନ୍ତି ପରେଶ ରାୱଲ ଓ ସୋନା…

ଟିକ୍‌ଟକ୍ ଷ୍ଟାର ଫୈଜଲ୍ ସିଦ୍ଦକୀଙ୍କ କାରଣରୁ ଲୋକମାନେ ପୁଣିଥରେ ଟିକ୍‌ଟକ୍ ଉପରେ ନିଜର ଆକ୍ରୋଶ ବର୍ଷାଇଛନ୍ତି । ତାଙ୍କ ଉପରେ ଆରୋପ କରାଯାଇଛି ଯେ ସେ ନିଜର ଏକ ଭିଡିଓରେ ମହିଳାଙ୍କ ଉପରେ ଏସିଡ ଆଟାକ୍ କରିବାର ମହିମାମଣ୍ଡନ କରିଥିବା ନଜର ଆସିଛନ୍ତି । ଫୈଜଲ ସିଦ୍ଦକୀଙ୍କର ଭିଡିଓକୁ ନେଇ…

ମୁମ୍ବାଇର କରୋନା ଯୋଦ୍ଧାଙ୍କ ପାଇଁ ସରପ୍ରାଇଜ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆଲିଆ ଭଟ୍ଟ

କରୋନା ଭାଇରସ ମହାମାରୀ ମଧ୍ୟରେ ଅନେକ ବଲିଉଡ ତାରକା ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ପିଏମ କେୟାର ଫଣ୍ଡରେ ସହାୟତା ରାଶି ଦେବା ପରେ ମଧ୍ୟ ଏହି ସେଲିବ୍ରିଟିମାନେ ନିଜ ସ୍ତରରେ ଅଲଗା ଅଲଗା ସହାୟତା ଦେବା ପାଇଁ ଆଗକୁ ଆସୁଛନ୍ତି । ନୀକଟରେ ଆଲିଆ ଭଟ୍ଟ କରୋନା ଭାଇରସର ଯୋଦ୍ଧାମାନଙ୍କ ପାଇଁ ଏକ…

କେବେ ବଡ଼ଷ୍ଟାରଙ୍କୁ ଟକ୍କର ଦେଉଥିଲେ ଶାଇନୀ ଆହୁଜା, ଗୋଟିଏ କେଶ ବର୍ବାଦ କରିଦେଲା ତାଙ୍କର ପୁରା କ୍ୟାରିୟର

ବଲିଉଡ ଫିଲ୍ମ ଅଭିନେତା ଶାଇନୀ ଆହୁଜା ନିଜର ପ୍ରଥମ ଫିଲ୍ମ ‘ହଜାର ଖ୍ୱାଇଶୋଁ ଏସି’ ପାଇଁ ବେଷ୍ଟ ମେଲ ଡେବ୍ୟୁଟ କାଟାଗୋରୀରେ ଫିଲ୍ମଫେୟାର ଆୱାର୍ଡ ହାସଲ କରିଥିଲେ । ଗୋଟିଏ ସମୟରେ ସାଇନୀଙ୍କ ନାମ ବଡ଼ ଷ୍ଟାରମାନଙ୍କ ଲିଷ୍ଟରେ ନିଆଯାଉଥିଲା । ସେ ଗ୍ୟାଙ୍ଗଷ୍ଟର, ୱୋ ଲମ୍‌ହେ, ଲାଇଫ ଇନ ମେଟ୍ରୋ…

ଆଭେଂଜର ଷ୍ଟାର କ୍ରିସ ହେମସଓର୍ଥଙ୍କ କାର ପଛରେ ଭାରତୀୟ ପ୍ରଶଂସକ, ନିଜ ଇନଷ୍ଟାଗ୍ରାମରେ ସେୟାର କଲେ ଭିଡିଓ

ହଲିଉଡ ଅଭିନେତା କ୍ରିଶ ହେମ୍‌ସଓର୍ଥ ତାଙ୍କର ଆଗାମୀ ଫିଲ୍ମ ‘ଏକ୍ସାଟ୍ରାକ୍ସନ’ ପାଇଁ ଭାରତରେ ସୁଟିଂ ସମୟରେ କିଛି ଭାରତୀୟ ପ୍ରଂଶସକ ତାଙ୍କ କାରର ପାଶ୍ୱର୍ରେ ପାଶ୍ୱର୍ରେ ଯାଉଥିବାର ଭିଡିଓ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ଏହି ନେଟଫ୍ଲିକ୍ସ ଆକ୍ସନ ମୁଭି ମୁମ୍ବାଇ ଓ…

ଡବ୍ଲୁଏଚଓର ପ୍ରମୁଖଙ୍କ ସହ ଚର୍ଚ୍ଚା କରିବା ପୂର୍ବରୁ ଟ୍ରୋଲ ହେଲେ ଦୀପିକା ପାଦୁକୋନ, ଟ୍ରୋଲର ଏଭଳି କଲେ କମେଂଟ

ବର୍ତମାନ ପୁରା ଦୁନିଆରେ ଚାଲିଥିବା ମହାମାରୀ କରୋନା ବିରୁଦ୍ଧରେ ସଚେତନତା ଓ ସହାୟତା ପାଇଁ ଏପର୍ଯ୍ୟନ୍ତ ଅନେକ ବଲିଉଡ କଳାକାର ଡବ୍ଲୁଏଚଓ ସହ ଯୋଡି ହୋଇଛନ୍ତି । ନୀକଟରେ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ଡବ୍ଲୁଏଚଓ କାର୍ଯ୍ୟକ୍ରମର ଅଂଶ ହେବାକୁ ଯାଉଛନ୍ତି । ସେ ଏପ୍ରିଲ ୨୩ ରେ…

ଦୁବାଇରେ ଫସିଥିବା ସୋନୁ ନିଗମଙ୍କୁ ନେଇ ସୋସିଆଲ ମିଡିଆରେ ଝଡ଼, ଗିରଫ ପାଇଁ ଉଠୁଛି ଦାବି

ବଲିଉଡ ସିଙ୍ଗର ସୋନୁ ନିଗମ ଏବେ ଦୁବାଇର ଅଛନ୍ତି ଏବଂ ସେଠାରେ ଭର୍ଚୁଆଲ କନସର୍ଟ କରୁଛନ୍ତି । ବର୍ତମାନ ପୁରା ଦୁନିଆରେ ଚାଲିଥିବା ଲକଡାଉନ କାରଣରୁ ସୋନୁ ନିଗମ ଦୁବାଇରେ ଫସି ରହିଛନ୍ତି । କିନ୍ତୁ ତାଙ୍କର ଦୁବାଇରେ ରହିବାକୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ଦେଖାଯାଇଛି । ତିନି ବର୍ଷ…

ଭଉଣୀ ରଙ୍ଗୋଲି ଚାଂଡେଲାଙ୍କ ଟ୍ୱିଟର ଆକାଉଂଟ ସସପେଂଡକୁ ନେଇ ଏକ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି…

ରଙ୍ଗୋଲି ଚାଂଡେଲାଙ୍କ ଟ୍ୱିଟର ଆକାଉଂଟ ସସପେଂଡ ହେବା ପରେ ଭଉଣୀଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି କଙ୍ଗନା ରଣାୱତ । ଗୋଟିଏ ଭିଡିଓ ମାଧ୍ୟମରେ କଙ୍ଗନା ରଙ୍ଗୋଲୀଙ୍କୁ ଦୃଢ଼ ସମର୍ଥନ କରି କହିଛନ୍ତି ଯେ , ‘ସେ କିଛି ଭୁଲ କରି ନାହାନ୍ତି ।’ ଏହି ଭିଡିଓରେ କଙ୍ଗନା ଏକ ଗଣତାନ୍ତ୍ରିକ ଦେଶରେ ମତାମତ…

ରାମାୟଣର ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକାଙ୍କ ସହ ଭାଇରାଲ ହେଉଛି ପିଏମ ନରେନ୍ଦ୍ର ମୋଦୀ ଓ ଏଲ କେ ଆଡଭାନୀଙ୍କର…

ଲୋକପ୍ରିୟ କାର୍ଯ୍ୟକ୍ରମ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖ୍‌ଲିଆ ଫଟୋ ସେୟାରିଙ୍ଗ ନିଶାରେ ଲାଗିଛନ୍ତି । ଏହି ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ତାଙ୍କର ସହ କଳାକାର ଏବଂ କାଷ୍ଟ ଓ କ୍ରିୁ୍ୟ ମେମ୍ବରମାନଙ୍କର ସହିତ ସେହି ସୁବର୍ଣ୍ଣ ଯୁଗରୁ ଅନେକ ଫୋଟ ସେୟାର…