Browsing Tag

manoranjan-latest

କରୋନା ମହାମାରୀ ମଧ୍ୟରେ ଜୀବିକା ହରାଇଥିବା ଲୋକଙ୍କୁ ଇ-ରିକ୍ସା ଯୋଗାଇଦେବେ ସୋନୁ ସୁଦ

କରୋନାର ଆରମ୍ଭରୁ ଯେ ଏପର୍ଯ୍ୟନ୍ତ ଅସହାୟ ତଥା ଗରିବଙ୍କୁ ସହାୟତା ପାଇଁ ଲଗାତର କୌଣସି ନା କୌଣସି ପଦକ୍ଷେପ ଗ୍ରହଣ କରିବା ଜାରି ରଖିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଏହା ମଧ୍ୟରେ କୋଭିଡ-୧୯ ମହାମାରୀ ସମୟରେ ଅଭାବଗ୍ରସ୍ତ ଲୋକଙ୍କୁ ପୁଣି ସାହାଯ୍ୟ କରିବା ପାଇଁ ଅଭିନେତା ସୋନୁ ସୁଦ ଆଉ ଏକ…

ଡାର୍ଟି ପିକ୍ଚରରେ ବିଦ୍ୟା ବାଲାନଙ୍କ ସହ କାମ କରିଥିବା ଅଭିନେତ୍ରୀଙ୍କ ଦେହାନ୍ତ: ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା…

୨୦୨୦ ସତେ ଯେମିତି ଏକ ଅଭିଶପ୍ତ ବର୍ଷ ହୋଇଯାଇଛି । ବର୍ଷର ଆରମ୍ଭରୁ ହିଁ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଥିବାବେଳେ ଏହି ବର୍ଷରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ବିଶ୍ବରୁ ବିଦାୟ ନେଇଛନ୍ତି | ୨୦୨୦ ବର୍ଷ ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ କୌଣସି ନା କୌଣସିଦିନ କିଛି…

କେବେ କୁଲି ଭାବରେ କାମ କରୁଥିଲେ ରଜନୀକାନ୍ତ, ଏହି ବନ୍ଧୁଙ୍କ ଯୋଗୁଁ ଆଜି ହୋଇଛନ୍ତି ସୁପରଷ୍ଟାର

ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ୧୨ ଡିସେମ୍ବର ୧୯୫୦ ରେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରତି ଲୋକମାନଙ୍କର କ୍ରେଜ୍ ଏତେ ଅଧିକ ଯେ ସେମାନେ ତାଙ୍କୁ 'ଭଗବାନ' ବୋଲି ମାନନ୍ତି | କୁଲିରୁ ସୁପରଷ୍ଟାର ହୋଇଥିବା ରଜନୀକାନ୍ତ କେବେ ମଧ୍ୟ ଏପର୍ଯ୍ୟନ୍ତ ପହଞ୍ଚି ପାରିନଥାନ୍ତେ…

କୃଷି ଆନ୍ଦୋଳନକୁ ନେଇ ଦିଲଜିତ ଓ ପ୍ରିୟଙ୍କାଙ୍କୁ କଙ୍ଗନାଙ୍କ ଟାର୍ଗେଟ:କହିଲେ ‘ସେମାନେ ଚାଷୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି…

ପ୍ରିୟଙ୍କା ଚୋପ୍ରା ଜୋନାସ, ଦିଲଜିତ ଦୋସାଞ୍ଝଙ୍କୁ, ସୋନମ କପୁରଙ୍କ ସମେତ ଅନେକ ବଲିଉଡ ଅଭିନେତା ଭାରତରେ ନୂତନ କୃଷି ବିଲ୍ ବିରୋଧରେ ପ୍ରତିବାଦ କରୁଥିବା କୃଷକଙ୍କୁ ସମର୍ଥନ କରିବା ପରେ କଙ୍ଗନା ରଣାୱତ ଆଜି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପିସି ଏବଂ ଦିଲଜିତଙ୍କ ଉପରେ ଟାର୍ଗେଟ କରିଛନ୍ତି।…

କରୋନା ବଳୟରେ ବଲିଉଡ! କରୋନାରେ ଆକ୍ରାନ୍ତ ହୋଇଛନ୍ତି କ୍ରିତି ସାନନ

ଦେଶରେ କୋଭିଡ-୧୯ର ପ୍ରକୋପ ଥମିବାର ନାଁ ନେଉନାହିଁ। ଅନଲକ୍ ସମୟରେ ଯେଉଁଠାରେ ଗୋଟିଏ ପଟେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ସମସ୍ତ କାମ ଆରମ୍ଭ ହୋଇସାରିଥିବାବେଳେ ଅନ୍ୟ ପଟେ କରୋନା ମାମଲା ମଧ୍ୟ ବଢ଼ି ବଢ଼ି ଚାଲିଛି। ସାଧାରଣ ଜନତା ହୁଅନ୍ତୁ କିମ୍ବା କୌଣସି ବଡ଼ ହସ୍ତି ହୁଅନ୍ତୁ କେହି ମଧ୍ୟ…

ଦୁବାଇ ରେଷ୍ଟୁରାଂଟରେ ଧଡ଼ାଧଡ଼ ପ୍ଲେଟ ଭାଙ୍ଗିଲେ ସଲମାନଙ୍କ ଭଉଣୀ ଅର୍ପିତା ଖାନ, ଭିଡିଓ ଭାଇରାଲ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପ୍ରିୟ ଭଉଣୀ ଅର୍ପିତା ଖାନ ଶର୍ମା ସର୍ବଦା ଲୋକଙ୍କ ନଜରରେ ଥାଆନ୍ତି। ସଲମାନ ଖାନ ଅର୍ପିତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସମୟ ପିଲାମାନଙ୍କ ସହିତ ସମୟ ବିତାଉଥିବାର ଦେଖିବାକୁ ମିଳିଥାଏ | ତେବେ ଆଜିକାଲି ସୋସିଆଲ ମିଡିଆରେ ଅର୍ପିତା ଖାନ ଶର୍ମାଙ୍କର…

କରୋନାରେ ଆଖି ବୁଜିଲେ ୟେ ରିସ୍ତା କ୍ୟା କେହଲତା ହୈ ଅଭିନେତ୍ରୀ ଦିବ୍ୟା ଭଟନଗର

ସୋମବାର ସକାଳେ ଟିଭି ଇଣ୍ଡଷ୍ଟ୍ରିରେ ଏକ ବଡ଼ ଝଟକା ଲାଗିଛି। ପ୍ରକାଶ ଯେ, ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ 'ୟେ ରିସ୍ତା କ୍ୟା କେହଲତା ହୈ' ରେ 'ଗୁଲାବୋ' ଭୂମିକାରେ ଅଭିନୟ କରିଥିବା ଦିବ୍ୟା…

ହେମା ମାଲିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ଖୁସିର ଡବଲ ଡୋଜ: ଯାଆଁଳା ଝିଅଙ୍କୁ ଜନ୍ମ ଦେଲେ ଝିଅ ଆହାନା

ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଘରେ ପୁଣି ଥରେ ଖୁସିର ସମୟ ଆସି ପହଂଚିଛି ତାହାବି ଡବଲ | ହେମା ମାଳିନୀଙ୍କ ଝିଅ ଅହାନା ଦେଓଲ ମା ହୋଇଛନ୍ତି। ସବୁଠୁ ଖୁସିର କଥା ହେଉଛି ଅହାନା ଯାଆଁଳା ଝିଅ ଜନ୍ମ ଦେଇଛନ୍ତି। ଆହାନା ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ଅହାନା…

ହାଇକୋର୍ଟରେ କଙ୍ଗନାଙ୍କ ବଡ ବିଜୟ, ଅଫିସ୍ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ

ପାଲି ହିଲରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପ୍ରସଙ୍ଗରେ ହାଇକୋର୍ଟ ନିଜର ରାୟ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ କଙ୍ଗନାଙ୍କ କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ। ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, ଏହା ପ୍ରମାଣ ମିଳିଛି…

ସାମ୍ନାକୁ ଆସିଲା ଭୂମି ପେଡନେକରଙ୍କ ଫିଲ୍ମ ଦୁର୍ଗାମତିର ଦମଦାର ଟ୍ରେଲର

ବୁଧବାର ବଲିଉଡ ଅଭିନେତା ଅର୍ଶଦ ୱାର୍ସି ଏବଂ ଭୁମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ଦୁର୍ଗାମତୀର ଟ୍ରେଲର ରିଲିଜ ହୋଇଛି। ଏହା ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଏହି ତିନି ମିନିଟ୍ ଏବଂ ୨୦ ସେକେଣ୍ଡର ଟ୍ରେଲର୍ ବହୁତ ରୋମାଞ୍ଚକର ରହିଛି | ଏହି…