Browsing Tag

latest

ରୁଷର କରୋନା ଟିକାକୁ ନେଇ ଚିନ୍ତାବ୍ୟକ୍ତ କଲେ ବୈଜ୍ଞାନିକ, କହିଲେ ଏହା ଦାୟୀତ୍ବହୀନ ପଦକ୍ଷେପ

କରୋନା ଭାଇରସର ସଫଳ ଟିକା ବିକଶିତ କରିଥିବା ନେଇ ରୁଷର ଦାବିକୁ ବୈଜ୍ଞାନିକ ସମାଜ କଡ଼ା ସମାଲୋଚନା କରିଛନ୍ତି। ବିଶେଷଜ୍ଞମାନେ ରୁଷର ଏହି ପଦକ୍ଷେପକୁ 'ବେପରୁଆ ଏବଂ ମୂର୍ଖତା' ବୋଲି ବର୍ଣ୍ଣନା କରିଛନ୍ତି। ତେବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଯେ ଏହି ଟିକା ଯାଞ୍ଚ…

ଆନ୍ତର୍ଜାତୀୟ ଯୁବ ଦିବସ କେବେଠାରୁ ଏବଂ କାହିଁକି ପାଳନ କରାଯାଏ, କଣ ରହିଛି ଏଥରର ଥିମ?

ଆନ୍ତର୍ଜାତୀୟ ଯୁବ ଦିବସ ହେଉଛି ବିଶ୍ବସ୍ତରରେ ଯୁବକମାନଙ୍କର ସ୍ୱର, କାର୍ଯ୍ୟ ଏବଂ ଅର୍ଥପୂର୍ଣ୍ଣ ପଦକ୍ଷେପକୁ ପରିଚୟ ପ୍ରଦାମ କରିବା | ପ୍ରତିବର୍ଷ ଭଳି, ଏଥର ଅଗଷ୍ଟ ୧୨ ରେ, ଏହା ବିଶ୍ୱବ୍ୟାପୀ ପାଳନ କରାଯିବ | ତେବେ, କରୋନାର ବିପଦକୁ ଦୃଷ୍ଟିରେ ରଖି ଏଥର କାର୍ଯ୍ୟକ୍ରମ ଅନଲାଇନରେ କରାଯିବ।…

ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ ସଞ୍ଜୁବାବା, ଏପର୍ଯ୍ୟନ୍ତ ଏହି ଷ୍ଟାରମାନେ ଦେଇଛନ୍ତି ଏହି ଘାତକ ବେମାରକୁ ମାତ

ସଞ୍ଜୟ ଦତଙ୍କ ପ୍ରଶଂସକଙ୍କ ପାଇଁ ମଙ୍ଗଳବାର ଦିନ ଏକ ଦୁଃଖ ଖବର ଆସିଛି । ସଞ୍ଜୟ ଦତ ଗତ ଦିନେ ଦୁଇଦିନ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାରଣରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯାହାପରେ ମଙ୍ଗଳବାର ଦିନ ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଘୋଷଣା କରିଥିଲେ ଯେ ସେ ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ…

ଦେଶରେ ୨୩ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ପୁଣି ୬୦,୯୬୧ ପଜିଟିଭ ଚିହ୍ନଟ

ଦେଶରେ କରୋନା ଭାଇରସର ସଂକ୍ରମଣର ବେଗ ଦ୍ରୁତଗତିରେ ବଢ଼ିଚାଲିଛି । ବୁଧବାର ଦିନ ପୁଣି ଦେଶରେ ୬୦,୯୬୧ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ହେଉଛି ପଂଚମ ଦିନ ଯେଉଁଠି ଦେଶରେ ଗୋଟିଏ ଦିନରେ ୬୦ ହଜାରରୁ ଉଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩…

ରୁଷ ଦ୍ୱାରା ବିକଶିତ କରୋନାର ପ୍ରଥମ ଟିକାକୁ ନେଇ କଣ କହୁଛି ଡବ୍ଲୁଏଚଓ

କରୋନା ଭାଇରସ୍ ପ୍ରଥମ ଭ୍ୟାକ୍ସିନ୍ ପ୍ରସ୍ତୁକ କରିଥିବା ନେଇ ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ଘୋଷଣା କରିଛନ୍ତି। ଅକ୍ଟୋବରରୁ ରୁଷ ମଧ୍ୟ କରୋନା ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ଭ୍ଲାଦିମିର୍ ପୁତିନ୍ ଦାବି କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ କରୋନା ଭାଇରସ ଟିକା।…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁତର ଅବସ୍ଥାରେ ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ଜମାଟ ବାନ୍ଧିବା କାରଣରୁ ଜରୁରୀକାଳୀନ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ ତାଙ୍କୁ ଭେଣ୍ଟିଲେଟର…

ରୁଷରେ କରୋନାର ପ୍ରଥମ ଟିକା ପ୍ରସ୍ତୁତ, ରାଷ୍ଟ୍ରପତି ପୁତିନଙ୍କ ଝିଅକୁ ଦିଆଗଲା ପ୍ରଥମ ଟିକା

କରୋନା ଟିକାକୁ ନେଇ ରୁଷ ଏକ ବଡ ଦାବି କରିଛି। ରୁଷ ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଝିଅକୁ କରୋନା ଭାଇରସର ଏହି ଟିକା ଦିଆଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ପ୍ରତ୍ୟେକ ପରିସ୍ଥିତିରେ ପିତୃ ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି ଯେ ଗୋଟିଏ ଝିଅର ତାର ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି। କୋର୍ଟ କହିଛନ୍ତି ଯେ ସଂଶୋଧିତ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ ଏହା ଝିଅମାନଙ୍କର ଅଧିକାର ଏବଂ ଝିଅ ସର୍ବଦା ଝିଅ ଅଟେ। କୋର୍ଟ କହିଛନ୍ତି ଯେ…

ମୋବାଇଲ ଚାର୍ଜିଙ୍ଗରେ ଲଗାଇ କଥା ହେବା ହେଲା କାଳ, ମାଙ୍କ ସହ ଚାଲିଗଲା ଦୁଇ ନିରୀହଙ୍କ ଜୀବନ

ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ୍ ବିସ୍ଫୋରଣ ହେତୁ ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର କରୁରରେ ମୋବାଇଲ୍ ବିସ୍ଫୋରଣ ପରେ ଜଣେ ମା ଏବଂ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି। ୨୯ ବର୍ଷର ମୁଥୁଲକ୍ଷ୍ମୀ ମୋବାଇଲ୍ ଚାର୍ଜିଂରେ…

କରୋନାରେ ସର୍ବାଧିକ ପ୍ରଭାବିତ ୧୦ ଟି ରାଜ୍ୟର ସିଏମଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଆଲୋଚନା

ରାଜ୍ୟଗୁଡ଼ିକରେ କରୋନା ଭାଇରସ ମହାମାରୀର ସ୍ଥିତି ବିଷୟରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର,…