କେବେ ବନ୍ଦ ହେବ ଝିଅଙ୍କ ଉପରେ ଅତ୍ୟାଚାର ? କେବେ ଡରିବେ ବଳାତ୍କାରୀ ? ହାଥରସ୍ ଗଣଦୁଷ୍କର୍ମର ପରେ ଦେଶରେ ପୁଣି…
ହାଥରସ୍ ଗଣବଳାତ୍କାର ମାମଲାକୁ ନେଇ ଦେଶରେ କ୍ରୋଧ ଥଣ୍ଡାପଡ଼ିନଥିବାବେଳେ ଗତ ୨୪ ଘଂଟା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ମାମଲା ସାମ୍ନାକୁ ଆସିଛି । ୟୁପିରୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଗଣ-ବଳାତ୍କାର ଘଟଣା ଏତେ ଭୟଙ୍କର ଯେ ଆପଣଙ୍କ ଆତ୍ମା କମ୍ପି ଉଠିବ । ହାଥରସରେ ଜଣେ…