ଦୀପାବଳି ଉପହାର: ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ହେବାକୁ ଯାଉଛି ୧୫% ଅଭିବୃଦ୍ଧି
ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପହାର ଘୋଷଣା ହୋଇଛି। ନଭେମ୍ବର ପହିଲାରୁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ କର୍ମଚାରୀ ସରକାରୀ ବ୍ୟାଙ୍କର ବୋଲି ଜଣାପଡ଼ିଛି। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ,…