ୟୁଟ୍ୟୁବରଙ୍କୁ ୫୦୦ କୋଟିର ମାନହାନୀ ନୋଟିସ ପଠାଇଲେ ଅକ୍ଷୟ କୁମାର, ଏହା ହେଉଛି କାରଣ
ବଲିଉଡ ଅଭିନେତା ଅକ୍ଷୟ କୁମାର ବିହାରର ୟୁଟ୍ୟୁବର ରସିଦ ସିଦ୍ଦିକିଙ୍କ ଉପରେ ୫୦୦ କୋଟି ଟଙ୍କା ମାନହାନୀ ମାମଲା ଦାୟର କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରସିଦ ଅକ୍ଷୟ କୁମାରଙ୍କ ନାମ ଉଠାଇଥିବା ଅଭିଯୋଗ ହୋଇଛି। ରସିଦଙ୍କ ଭାଇରାଲ ଭିଡିଓରେ ସେ ଅକ୍ଷୟ କୁମାରଙ୍କ ବିରୋଧରେ ଗୁରୁତର…