ନାତି ସହ ରିଲାଏନ୍ସ ଚିଫ ମୁକେଶ ଅମ୍ବାନୀଙ୍କ ଫଟୋ ଭାଇରାଲ: ଖୁସିରେ ଜିଓ ସେବାକୁ ଏକ ବର୍ଷ ପାଇଁ ମାଗଣା କରିବା ପାଇଁ…
ବିଲିୟନେୟାର ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁରୁବାର ଜେଜେ ହୋଇଛନ୍ତି। ଅମ୍ବାନୀ ପରିବାରର ମୁଖପାତ୍ର କହିଛନ୍ତି ଯେ ଶ୍ଲୋକା ଏବଂ ଆକାଶ ଅମ୍ବାନୀ ମୁମ୍ବାଇରେ ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ନୀତା ଏବଂ ମୁକେଶ ଅମ୍ବାନୀ…