Browsing Tag

latest

ଦେଶରେ ପୁଣି ତଳମୁହାଁ ହେଲା ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ

ଦେଶରେ ଆଜି ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କିନ୍ତୁ ସଂକ୍ରମଣ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବନ୍ଦ ହୋଇନାହିଁ । ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ-ବୃଦ୍ଧି ପାଇବାରେ ଲାଗିଛି । ଗତ୨୪ଘଣ୍ଟାରେ ଦେଶରେ ୧୫ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ…

୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ ଜୋ ବାଇଡେନ, ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ ୧୪୦୦ ଡଲାର

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆସନ୍ତା ଜାନୁଆରୀ ୨୦ ରେ ଶପଥ ଗ୍ରହଣ କରିବେ । କିନ୍ତୁ ଏହା ପୂର୍ବରୁ ସେ ନିର୍ବାଚନ ସମୟରେ ଦେଇଥିବା ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ପୁରଣ କରିବାର ଘୋଷଣା କରିଛନ୍ତି। କରୋନା କାରଣରୁ ଆମେରିକାର ଅର୍ଥନୀତିକୁ ପୁଣିଥରେ ଟ୍ରାକକୁ…

ସତ ଲୁଚାଇବାକୁ ଚୀନର ଚାଲ ! କରୋନା ଭାଇରସ ଉତ୍ପତିର ଯାଞ୍ଚ ପାଇଁ ଉହାନରେ ପହଞ୍ଚିଥିବା WHO ଟିମକୁ ୧୪ ଦିନ ପାଇଁ…

ସମଗ୍ର ବିଶ୍ବରେ କରୋନାର ପ୍ରକୋପ ଏବେ ମଧ୍ୟ ଜାରି ରହିଛି । ଏହି ଭାଇରସକୁ ଆସିବାର ବର୍ତମାନ ବର୍ଷେ ବିତିଗଲାଣି । କିନ୍ତୁ ତଥାପି ଏପର୍ଯ୍ୟନ୍ତ ଏହାର ଉତ୍ପତି ବିଷୟରେ କୌଣସି ସଠିକ ତଥ୍ୟ ମିଳିପାରି ନାହିଁ । ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଇତି ମଧ୍ୟରେ କରୋନା ଭାଇରସର ଉତ୍ପତ୍ତି…

ସାବଧାନ! JEE Main 2021 ଆବେଦନ ଫର୍ମ ପୂରଣ କରିବା ସମୟରେ ଏହି ଠକ ୱେବସାଇଟ ପ୍ରତି ରୁହନ୍ତୁ ସତର୍କ, ନିଶ୍ଚିତ…

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି JEE ମେନ୍ ୨୦୨୧ ଫର୍ମ ପୂରଣ କରିବାକୁ ଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି | ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାରେ NTA କହିଛି ଯେ ଅଫିସିଆଲ୍ ୱେବସାଇଟ୍ ସହିତ ଏକ ନକଲି ୱେବସାଇଟ୍ ର URL ସର୍କୁଲେଟ ହେଉଛି, ଯାହାଠାରୁ…

ଦିନକୁ କେବଳ ଗୋଟିଏ କଦଳୀର ସେବନରୁ ମିଳିଥାଏ ଏହିସବୁ ଫାଇଦା, ଦୂରକରିଥାଏ ହୃଦରୋଗର ଆଶଙ୍କା

ଆମେ ଅନେକ ପ୍ରକାରର ଫଳ ଖାଇଥାଉ ଯାହା ଦ୍ବାରା ଆମ ଶରୀର ଏହାର ଲାଭ ପାଇପାରିବ | ଏହିପରି ଗୋଟିଏ ଫଳ ହେଉଛି କଦଳୀ, ଯାହା ଆମକୁ ଅଧିକ ଶକ୍ତି ଦେବାର କାମ କରେ | ଏଥିରେ ବହୁତ ଭଲ ପରିମାଣର ପ୍ରୋଟିନ୍, ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ | ସେଥିପାଇଁ ଡାକ୍ତରମାନେ ମଧ୍ୟ କଦଳୀ…

ଜାଣନ୍ତୁ ୧୫ ଜାନୁଆରୀରେ କାହିଁକି ପାଳନ କରାଯାଏ ଆର୍ମି ଡେ

ଜାନୁଆରୀ ୧୫ ଭାରତୀୟ ସେନା ପାଇଁ ଏକ ବିଶେଷ ଦିନ | ଭାରତୀୟ ସେନା ଏହି ଦିନକୁ ଆର୍ମି ଡେ' ଭାବେ ପାଳନ କରନ୍ତି। ଭାରତୀୟ ସେନା ଶୁକ୍ରବାର ଦିନ ଏହାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ରାଜଧାନୀ ଦିଲ୍ଲୀର କ୍ୟାଣ୍ଟର କାରିଆପ୍ପା ଗ୍ରାଉଣ୍ଡରେ ଆର୍ମି ଡେ ପରେଡ ଆୟୋଜିତ ହେବ।…

ଡ୍ରାଗନକୁ ପୁଣି ଝଟକା: ଜାଓମି ସମେତ ୯ କମ୍ପାନୀକୁ ବ୍ଲାକ୍ ଲିଷ୍ଟେଡ୍ କଲା ଆମେରିକା

ଚୀନକୁ ପୁଣି ଝଟକା ଦେଇଛି ଆମେରିକା । ଗୁରୁବାର ଆମେରିକାର ପ୍ରତିରକ୍ଷା ବିଭାଗ ଚୀନ୍ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍ କମ୍ପାନୀକୁ ବ୍ଲାକ୍ ଲିଷ୍ଟେଡ କରିଛି । ଚୀନ୍ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍ ନିର୍ମାତା କମ୍ପାନୀ ଜାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଜୁନ୍…

କରୋନା ଟୀକାକରଣ ପୂର୍ବରୁ କେନ୍ଦ୍ରର ରାଜ୍ୟମାନଙ୍କୁ ନିର୍ଦ୍ଦେଶ: କହିଲେ କେଉଁମାନଙ୍କୁ ଦିଆଯିବ ଏହି ଟିକା ଓ…

କରୋନା ଭାଇରସ୍ ବିରୋଧରେ ଲଢ଼ିବା ପାଇଁ ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେବ। ଟୀକାକରଣ ଅଭିଯାନ ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟିକା (କୋଭସିଲ୍ଡ ଏବଂ କୋଭାକ୍ସିନ) ପାଇଁ ଉଭୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏକ ବିସ୍ତୃତ ତଥ୍ୟ…

ଅନେକ ଉପାଦେୟ ଗୁଣରେ ଭରପୁର କରମଙ୍ଗା, ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ ଫାଇଦା

କରମଙ୍ଗା ଖାଇବାକୁ କାହାକୁ ବା ଭଲ ନ ଲାଗେ । କରମଙ୍ଗା ଦେଖିବାକୁ ତାରା ଭଳି। ସେଥିପାଇଁ ତାକୁ ଷ୍ଟାର ଫ୍ରୁଟ୍ ମଧ୍ୟ କୁହାଯାଏ। କରମଙ୍ଗା ସାଧାରଣତଃ ଖଟା ଲାଗିଥାଏ। ଏଥିରେ ମିଠା ଖଟା ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଫଳରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ହିତକର ହୋଇଥାଏ।…

ଦୁନିଆର ଏହି ବଡ ଲିଡରମାନେ ଲଗାଇଲେ କରୋନା ଟିକା, ଲୋକଙ୍କୁ ଦେଲେ ଏହି ବାର୍ତ୍ତା

ବର୍ତ୍ତମାନ କରୋନା ଟିକା ସମଗ୍ର ବିଶ୍ୱରେ ଲୋକଙ୍କ ନିକଟରେ ପହଞ୍ଚିବା ଆରମ୍ଭ ହୋଇଯାଇଛି | ଅନେକ ଦେଶର ନେତାମାନେ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି। ଏହି ନେତାମାନେ ଏହି ଟିକା ଏଥିପାଇଁ ଲଗାଇଛନ୍ତି ଯାହା ଦ୍ବାରା ଦେଶର ଲୋକମାନଙ୍କର ଏହି ଟିକା ଉପରେ ବିଶ୍ୱାସ ହାସଲ କରିପାରିବେ। ଆହୁରି ମଧ୍ୟ…