ପିତାମାତା ହେବା ପରେ ପ୍ରଥମ ଥର ନଜର ଆସିଲେ ବିରାଟ-ଅନୁଷ୍କା
ମା ହେବା ପରେ ପ୍ରଥମଥର ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କାଙ୍କ ସହ ବିରାଟ କୋହଲି ମଧ୍ୟ ନଜର ଆସିଛନ୍ତି। ପତିପତ୍ନୀ ଗୁରୁବାର ସକାଳେ ମୁମ୍ବାଇ ବାନ୍ଦ୍ରାରେ ନଜର ଆସିଛନ୍ତି। ଦୁହେଁ ନିଜ ନବଜାତ ଝିଅକୁ ନେଇ ଚେକଅପ୍ ପାଇଁ ଯାଇଥିଲେ। ଦୁଇ ଷ୍ଟାର୍ ପେପରାଜିକୁ ପୋଜ୍ ବି…