କରୋନାର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି, ଗତ ୨୪ ଘଂଟା ମଧ୍ୟରେ ୧୮୮୫୫ ନୂତନ ରୋଗୀ ଚିହ୍ନଟ
କରୋନା ଭାଇରସର ଦୈନିକ ସଂକ୍ରମଣ ହ୍ରାସ ଏବଂ ବୃଦ୍ଧି ଜାରି ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ, ୧୮,୮୫୫ ନୂତନ ସଂକ୍ରମଣର ରିପୋର୍ଟ ହୋଇଛି। ବୁଧବାର ତୁଳନାରେ ଆଜି ରିପୋର୍ଟ ହୋଇଥିବା ରୋଗୀଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଗତକାଲି ୧୧,୬୬୬ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲା। ଏଥି…