Browsing Tag

latest

ଏହି ସ୍ମାର୍ଟଫୋନ ଉପରେ ମିଳୁଛି ୪୦,୦୦୦ଟଙ୍କାର ରିହାତି, ଡୁଆଲ ସ୍କ୍ରିନ ଏବଂ ଆହୁରି ଅନେକ ଫିଚରରେ ବ୍ୟବସ୍ଥିତ

ଗତ ସପ୍ତାହରେ ଏଲଜି(LG) ସ୍ମାର୍ଟଫୋନ୍ ବ୍ୟବସାୟକୁ ଆନୁଷ୍ଠାନିକ ଭାବରେ ବିଦାୟ ଦେଇଛି ଏବଂ ବର୍ତ୍ତମାନ କମ୍ପାନୀ ଏହାର ପ୍ରିମିୟମ୍ ସ୍ମାର୍ଟଫୋନ୍ କୁ ବିପୁଳ ରିହାତିରେ ବିକ୍ରି କରିବା ଆରମ୍ଭ କରିଛି। ଏଲଜି ୱିଙ୍ଗ ସହିତ କମ୍ପାନୀ ବଡ ରିହାତି ଘୋଷଣା କରିଛି। ଏଲଜି ୱିଙ୍ଗ ଉପରେ ୪୦,୦୦୦…

BAFTA ରେ ଋଷି କପୁର ଏବଂ ଇରଫାନ ଖାନଙ୍କୁ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଗତ ବର୍ଷ ଏପ୍ରିଲ୍ ନିଶ୍ଚିତ ଭାବରେ ବଲିଉଡରେ ଏକ ଦୁଃଖଭରା ମାସ ଥିଲା | ଗତ ବର୍ଷ ଏପ୍ରିଲରେ ଆମେ ଜଣେ ନୁହେଁ ବରଂ ଆମର ଦୁଇଜଣ ମହାନ କଳାକାର - ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କୁ ହରାଇଦେଇଛୁ ଯାହାକି ବଲିଉଡ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ଛାଡ଼ିଯାଇଛି । ନିକଟରେ ୭୪ତମ ବ୍ରିଟିଶ ଏକାଡେମୀ…

ଶରୀରରେ କ୍ୟାଲସିୟମ ଅଭାବରେ ଦେଖାଦେଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ଏହାକୁ ସଠିକ ରଖିବାର ଉପାୟ

ଶକ୍ତିଶାଳୀ ହାଡ ଗଠନ ଏବଂ ରକ୍ଷଣାବେକ୍ଷଣ ପାଇଁ ମଣିଷ କ୍ୟାଲସିୟମ ଆବଶ୍ୟକ କରେ ଏବଂ ଶରୀରର ୯୯% କ୍ୟାଲସିୟମ ହାଡ ଏବଂ ଦାନ୍ତରେ ଥାଏ | ମସ୍ତିଷ୍କ ଏବଂ ଶରୀରର ଅନ୍ୟ ଅଙ୍ଗ ମଧ୍ୟରେ ସୁସ୍ଥ ଯୋଗାଯୋଗ ବଜାୟ ରଖିବା ପାଇଁ ମଧ୍ୟ ଏହା ଆବଶ୍ୟକ | ଏହା ମାଂସପେଶୀ ଗତି ଏବଂ କାର୍ଡିଓଭାସ୍କ୍ୟୁଲାର…

୨୦୨୧ ବୋର୍ଡ ପରୀକ୍ଷା ବାତିଲ ସପକ୍ଷରେ ବାହାରିଲେ ସୋନୁ ସୁଦ

ବଲିଉଡ ଅଭିନେତା ସୋନୁ ସୁଦ ନିକଟରେ ଛାତ୍ରମାନଙ୍କ ସମର୍ଥନରେ ବାହାରିଛନ୍ତି । ଏକ ଭିଡିଓ ସେୟାର କରି ୨୦୨୧ ଅଫଲାଇନ୍ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସେ ଦାବି କରିଛନ୍ତି । ଏଥିପାଇଁ ସେ ଅନେକ ଉଦାହରଣ ମଧ୍ୟ ଦେଇଛନ୍ତି । କରୋନା ଭାଇରସ୍ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସୋନୁ…

ବେଲଗାମ ହେଲାଣି କରୋନା : ୨୪ ଘଂଟାରେ ଦେଶରେ ୧ ଲକ୍ଷ ୬୮ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୯୦୪ ମୃତ

ସ୍ଥିତି ଅସମ୍ଭାଳ । ସମସ୍ତ ରେକର୍ଡ ଭାଙ୍ଗିଲା କରୋନା । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଡିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଉଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା…

ଘରେ ବୁଢ଼ିଆଣୀ ଜାଲ ଥିଲେ ତୁରନ୍ତ ହଟାଇଦିଅନ୍ତୁ, ନଚେତ ହୋଇପାରେ ସମସ୍ୟା

ଘରକୁ ସୁନ୍ଦର ରଖିବା ପାଇଁ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଘରେ ବୁଢିଆଣି ଜାଲ ଲାଗିଥାଏ ତେବେ ତାହାକୁ ତୁରନ୍ତୁ ସଫା କରିବା ଉଚିତ୍ । ବାସ୍ତୁ ଅନୁସାରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ । ଏଥି ସହିତ,…

କଦଳୀ ଗଛକୁ ପୂଜା କଲେ ଘରେ ବଜାୟ ରହେ ଶାନ୍ତିର ବାତାବରଣ, ଦୂର ହୁଏ ସମସ୍ୟା

ହିନ୍ଦୁଧର୍ମ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଚାରି ପାଖରେ ଥିବା ବିଭିନ୍ନ ବୃକ୍ଷ ସଭିଁଙ୍କ ଜୀବନ ଉପରେ ମଧ୍ୟ ବିଭିନ୍ନ ପ୍ରଭାବ ପକାଇଥାଏ ବୋଲି କୁହାଯାଏ। ତେଣୁ ବଗିଚାରେ ହେଉ ଅଥବା ଆଖପାଖରେ ବୃକ୍ଷ ଲଗାଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏହାସହ ଯେଉଁ…

କଣ ଚା ପିଇବା ପରେ ଟି ବ୍ୟାଗ ଫିଙ୍ଗିଦିଅନ୍ତି ? ତେବେ ଜାଣିନିଅନ୍ତୁ ଏହାକୁ ଅନେକ ଉପାୟରେ କରିହେବ ବ୍ୟବହାର

ଥରେ ବ୍ୟବହାର ପରେ, ଟି ବ୍ୟାଗଗୁଡ଼ିକୁ ଆମେ ଫିଙ୍ଗିଦେଇଥାଉ | ଆପଣ ଜାଣନ୍ତି କି ଏହି ଟି ବ୍ୟାଗଗୁଡ଼ିକ ବହୁତ ଉପଯୋଗୀ ହୋଇଥାନ୍ତି | ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ କିପରି ଏହି ଅଦରକାରୀ ହୋଇଯାଇଥିବା ବ୍ୟାଗଗୁଡିକ ବ୍ୟବହାର କରିପାରିବେ | ଫ୍ରିଜର ଗନ୍ଧ ଅନେକ ଥର ରେଫ୍ରିଜରେଟର ଗନ୍ଧ…

ସାବଧାନ ! ପେନ କିଲର ଖାଇବା ହୋଇପାରେ ବିପଦ୍ଜନକ, ଚେତାଇଲେ ବିଶେଷଜ୍ଞ

ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ…

ଚତୁର୍ଥ ଶ୍ରେଣୀ ସିଲାବସରେ ସ୍ଥାନ ପାଇଲା କମେଡି କିଙ୍ଗ କପିଲ ଶର୍ମାଙ୍କ କାହାଣୀ

କମେଡି କିଙ୍ଗ କପିଲ ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ କମେଡିର ଦିୱାନା । ତେବେ ଏପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଅନେକ ଉତ୍ଥାନ-ପତନ ପରେ କପିଲ ତାଙ୍କ ନାମ ଅର୍ଜନ କରିଛନ୍ତି । ଏଥି ସହିତ କପିଲ…