Browsing Tag

krida- latest

ନିଜର ମନ୍ତବ୍ୟକୁ ନେଇ ଟ୍ୱିଟରେ କ୍ଷମା ପ୍ରାର୍ଥନା କଲେ ବିରାଟ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ବିଦେଶ ଖେଳାଳୀଙ୍କୁ ପସନ୍ଦ କରୁଥିବା ଲୋକେ ଦେଶ ଛାଡି ପଳାଇବା ଉଚିତ ବୋଲି ଦେଇଥିବା ବୟାନ ଉପରେ ଆଜି ନିଜର ସ୍ପଷ୍ଟିକରଣ ରଖିଛନ୍ତି । ବିରାଟଙ୍କ ଏହି ବୟାନ ପରେ ଅନେକ ଦେଶପ୍ରେମୀଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବିମାନେ ତାଙ୍କୁ ସମାଲୋଚନା ମଧ୍ୟ…

ଚାଲୁଣି କହୁଛି ଛୁଞ୍ଚି ପରି ନୀତିରେ କୋହଲି ଆକ୍ଷେପ କଲେ ଅନ୍ୟଙ୍କୁ

ଭାରତରେ ରହି ଅନ୍ୟ ଦେଶର କ୍ରିକେଟରଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଦେଶ ଛାଡି ପଳାଇଯିବା ଉଚିତ ବୋଲି କହି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘରେକୁ ଆସିଯାଇଛନ୍ତି । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଯିବା ସହ ଅନେକ ଦେଶପ୍ରେମୀ ତାଙ୍କୁ…

କ୍ରିକେଟ ଜଗତରେ ସୃଷ୍ଟି ହେଲା ପୁଣି ଏକ ବିରଳ ବିଶ୍ୱ ରେକର୍ଡ

କ୍ରିକେଟ ଇତିହାସରେ ବୁଧବାର ଦିନ ଆଉ ଏକ ବିରଳ ବିଶ୍ୱ ରେକର୍ଡ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡର “ସେଡାନ ପାର୍କ”ରେ ଖେଳାଯାଇଥିବା ଏକ ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ଣ୍ଣାମେଣ୍ଟ “ଦ ଫର୍ଡ ଟ୍ରଫି”ରେ ଏଭଳି ଏକ ରେକର୍ଡ ସୃଷ୍ଟି ହୋଇଥିଲା, ଯାହାର କେହି କଳ୍ପନା ବି କରିନଥିଲେ । ଜଣେ ବିସ୍ପୋରକ…

ବିରାଟଙ୍କ ୩୦ତମ ଜନ୍ମ ଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର ଶ୍ରେଷ୍ଠ ଇଂନିସ ସଂପର୍କରେ

ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ୩୦ତମ ଜନ୍ମଦିନ । ବିରାଟ ନିଜର ଆକ୍ରମଣାତ୍ମକ ଏବଂ ରଣନୀତରେ ଭରପୁର ଥିବା ବ୍ୟାଟିଙ୍ଗର କୌଶଳ ଯୋଗୁଁ ସେ ଦିନକୁ ଦିନକୁ କ୍ରିକେଟ ପ୍ରେମଙ୍କ ମନ ଜିତିବାରେ ଲାଗିଛନ୍ତି । ସାରା ଦୁନିଆରେ ଲୋକ ଧିରେ ଧିରେ ବିରାଟଙ୍କ ବ୍ୟାଟିଙ୍ଗକୁ…

ରୋହିତ ଏବଂ ମୁନାରଙ୍କ ପାଇଁ ଟି-୨୦ରେ ନୂତନ ରେକର୍ଡ ସୃଷ୍ଟି କରିବାର ସୁଯୋଗ

ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ମୋର୍ଟିନ ଗୁପଟିଲ ଏବଂ କ୍ରିସ ଗେଲଙ୍କ ନାମରେ ରହିଛି । ଉଭୟ ୧୦୩-୧୦୩ ଛକା ମାରି ୧ ନମ୍ବର ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ପରିସ୍ଥିତ ଏଭଳି ହୋଇଗଲାଣି ଯେ, ଉଭୟ ନିଜର ପ୍ରଥମ ସ୍ଥାନ ବଜାଇ ରଖିବା କଷ୍ଟକର ହୋଇଗଲାଣି ।…

ଆଜିର ଦିନରେ ହିଁ ରୋହିତ ଲଗାଇଥିଲେ ନିଜ କ୍ୟାରିୟର ପ୍ରଥମ ଦ୍ୱି ଶତକ

ଷ୍ଟାଡିୟମ.. ବେଙ୍ଗାଲୁରର ଚିନ୍ନାସ୍ୱାମୀ ଷ୍ଟାଡିୟମ, ୨ ନଭେମ୍ବର ୨୦୧୩ ଅର୍ଥାତ ଆଜିର ହିଁ ଦିନରେ ଦୁନିଆର ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ ବୋଲାଉଥିବା ରୋହିତ ଶର୍ମାଙ୍କର ଅଲଗା ଅବତାର ଦେଖିବାକୁ ମିଳିଥିଲା । ୫ ବର୍ଷ ପୂର୍ବେ ଆଜିର ହିଁ ଦିନରେ ରୋହିତ ଶର୍ମା ନିଜ କ୍ୟାରିୟର ପ୍ରଥମ ଦ୍ୱି…

ପଞ୍ଚମ ଦିନିକିଆରେ ଶତକ ଲଗାଇ ଆଉ ଏକ ରେକର୍ଡ ହାସଲ କରିପାରନ୍ତି ବିରାଟ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯେତେବେଳେ ବି କ୍ରିଜକୁ ବ୍ୟାଟିଙ୍ଗ ପାଇଁ ଓହ୍ଲାନ୍ତି ସେ କିଛି ନା କିଛି ନୂଆ ରେକର୍ଡ ନିଜ ନାମରେ ନିଶ୍ଚିତ କରିଥାନ୍ତି । ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୫ମ ଦିନିକିଆରେ ସେ ପୁଣି ଏକ ନୂଆ ରେକର୍ଡ କରିବାର ସୁଯୋଗ ମଧ୍ୟ ରହିିଛି । ଯଦି…

ଦିନିକିଆରେ କୋହଲି ଏବଂ ରୋହିତଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ

ଗତ କିଛି ଦିନ ହେବ ଦିନିକିଆ କ୍ରିକେଟରେ ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜୋରସେ ଚାଲିଛି । ଦୁଇ ଜଣଙ୍କ ମଧ୍ୟରେ କିଏ ସର୍ବାଧିକ ରନ ସଂଗ୍ରହ କରିବ ସେଥିପାଇଁ ପ୍ରତିଯୋଗିତା ଚାଳିଛି । ଏହି ପରିପ୍ରେକ୍ଷୀରେ “ହିଟ ମ୍ୟାନ” ରୋହିତ ଶର୍ମା ୧୯୨ଟି…

ପୁତ୍ର ସନ୍ତାନର ଜନନୀ ହେଲେ ସାନିଆ

ଭାରତୀୟ ଟେନିସ ତାରକା ‘ସାନିଆ ମିର୍ଜା’ ଏବଂ ପାକିସ୍ତାନୀ କ୍ରିକେଟର ‘ସୋଏବ ମଲ୍ଲିକ’ଙ୍କ ଘରକୁ ଜଣେ ନୂଆ ସଦସ୍ୟ ଆସିଛନ୍ତି । ସାନିଆ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ନିଜର ଏହି ସନ୍ତାନକୁ ଜନ୍ମ ଗ୍ରହଣ କରିଛନ୍ତି । ସାନିଆ ଜଣେ ପୁତ୍ର ସନ୍ତାନକୁ ଜନ୍ମ ଗ୍ରହଣ କରିଥିବାର ଜାଣି ସୋଏବ…

ବରୁନ ଏରୋନଙ୍କ ୨୯ତମ ଜନ୍ମ ଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ଅଜଣା କଥା

ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଦ୍ରୁତତ୍ତମ ବୋଲର ବରୁନ ଏରୋନଙ୍କ ଜନ୍ମଦିନ । ୨୯ ଅକ୍ଟୋବର ୧୯୮୯ରେ ଝାଡଖଣ୍ଡର ସିଂହଭୂମିରେ ଜନ୍ମ ଗ୍ରହଣ କରିଥିବା ବରୁନ ଏରୋନ ୧୫୦ କି.ମି ପ୍ରତି ଘଣ୍ଟା ବେଗରେ ବୋଲିଂ କରନ୍ତି । ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାର ଥିବା ଏହି ଖେଳାଳୀ ନିଜ ଦ୍ରୁତତ୍ତମ…