Browsing Tag

khabar-latest

ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ନୂଆ ସୋସିଆଲ ମିଡିଆ ଅଭିଯାନ #ବି ଏକ୍ସାମ୍ ରେଡି

ପାୱାର୍ ବ୍ୟାକ୍‌ଅପ୍‌, ହୋମ୍ ଇଲେକ୍‌ଟ୍ରିକାଲ୍ ଓ ଘରୋଇ ସୋଲାର୍ ସ୍ପେସ୍ କ୍ଷେତ୍ରରେ ଏକ ଶକ୍ତିଶାଳୀ ତଥା ବିଶ୍ୱସନୀୟ ବ୍ରାଣ୍ଡ ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ଏହାର ବ୍ରାଣ୍ଡ ଆମ୍ବାସାଡର୍ ସଚିନ୍ ତେନ୍ଦୁଲ୍‌କରଙ୍କ ସହ ଏକ ସ୍ୱତନ୍ତ୍ର ସୋସିଆଲ ମିଡିଆ ଅଭିଯାନ ୰ବି ଏକ୍ସାମ ରେଡି ର…

‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇ ଜେଲ୍ ଗଲେ ମହିଳା

ବେଙ୍ଗାଲୁରୁରେ ନାଗରିକ ସଂଶୋଧନ ନିୟମ ବିରୁଦ୍ଧରେ ହେଉଥିବା ବିରୋଧ ପ୍ରଦର୍ଶନରେ ଜଣେ ମହିଳା ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଛନ୍ତି, ଯାହାର ପରିଣାମସ୍ୱରୂପ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହର ଏକ ମାମଲା ରୁଜ୍ଜୁ କରାଯାଇଛି । ମଞ୍ଚ ଉପରେ ଅମୂଲ୍ୟା (ମହିଳାଙ୍କ ନାମ) ପାକିସ୍ତାନ ଜିନ୍ଦାବାଦ…

ବସ୍ ଦୁର୍ଘଟଣାରେ ୧୯ ମୃତ, ୨୩ ଗୁରୁତର

ତାମିଲ୍‌ନାଡ଼ୁ ତିରୁପୁରଠାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କେରଳର ଏକ ସରକାରୀ ଭଲ୍‌ଭୋ ବସ୍ ୫୦ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯାଉଥିଲା । ସେହି ରାସ୍ତା ଦେଇ ବିପରୀତ ଦିଗରୁ ଏକ କଣ୍ଟେନର ବୋଝେଇ ଟ୍ରକ ଦୃତ ଗତିରେ…

ଫେସବୁକରେ ସବୁବେଳେ ବ୍ୟସ୍ତ ରହୁଥିବା ହେତୁ ତଣ୍ଟି ଚିପି ପତ୍ନୀର ହତ୍ୟା କଲେ ସ୍ୱାମୀ

ରାଜସ୍ଥାନର ଜୟପୁରରେ ଜଣେ ମହିଳା ସବୁବେଳେ ଫୋନରେ ବ୍ୟସ୍ତ ରହୁଥିବା ହେତୁ ତାଙ୍କ ସ୍ୱାମୀ ଉତକ୍ଷୀପ୍ତ ହୋଇ ହତ୍ୟା କରିଥିବାର ଏକ ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅୟାଜ ଅହମ୍ମଦ ଅନସାରୀ (୨୬) ତାଙ୍କ ପତ୍ନୀ ରେଶମା (୨୨)ଙ୍କୁ…

କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ

ଲ।ଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍‌କୁ ନେଇ ସୋମବାର ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଓଡ଼ିଶାର ଚାଷୀ ରାଜ୍ୟ ବିକାଶର ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ। “ଚାଷୀମାନେ ହେଉଛନ୍ତି ଦେଶର…

୮ ଶ୍ରେଣୀ ଶିଷ୍ୟ ସହ ଫେରାର ହୋଇଗଲେ ଶିକ୍ଷତ୍ରୀ, କରୁଥିଲେ ପରସ୍ପରକୁ ପ୍ରେମ

ଗୁଜୁରାଟରେ ଶିକ୍ଷତ୍ରୀ ଏବଂ ଶିଷ୍ୟ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପର୍କକୁ ନେଇ ଏଭଳି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ଗାନ୍ଧୀ ନଗରରେ ଜଣେ ୨୬ ବର୍ଷିୟ ଶିକ୍ଷତ୍ରୀ ଏକ ୧୪ ବର୍ଷିୟ ନାବାଳକକୁ ନେଇ ଫେରାର ହୋଇଯିବାର ଘଟଣା ବର୍ତ୍ତମାନ…

ଆଜି ବିଜେପିର ନୂଆ ଅଧ୍ୟକ୍ଷ ଋପେ ଦାୟିତ୍ୱ ସମ୍ଭାଳିବେ ନଡ୍ଡା

ଭାରତୀୟ ଜନତା ପାର୍ଟି ତଥା ବିଜେପିକୁ ଆଜି ନୂଆ ରାଷ୍ଟ୍ରିୟ ଅଧ୍ୟକ୍ଷ ମିଳିବାକୁ ଯାଉଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ଥାନରେ ଆଜି (୨୦ ଜାନୁଆରୀ) ଦଳର ବରିଷ୍ଟ ନେତା ଜେପି ନଡ୍ଡା ରାଷ୍ଟ୍ରିୟ ଅଧ୍ୟକ୍ଷ ଋପେ ନିଯୁକ୍ତି ପାଇ ପାରନ୍ତି । ଆଶା କରାଯାଉଛି କି, ବିଜେପିର କାର୍ଯ୍ୟକାରୀ…

ଜିକିତ୍ସା କର୍ମଚାରୀମାନେ ବାଣ୍ଟିଲେ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା

ସମ୍ପୁର୍ଣ୍ଣ ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ, ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇଆସୁଥିବା ୧୦୮ ଏବଂ ୧୦୨ର ପରିଚାଳନା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ଛକଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଛି । ଉକ୍ତ…

ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରିଜ କଲେ ରାଷ୍ଟ୍ରପତି

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀ ମୁକେଶଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରିଜ କରିଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶକ୍ରବାର ଦିନ ମୁକେଶଙ୍କ ରାଜକ୍ଷମା ଆବେଦନକୁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ନିର୍ଭୟା ମାମଲାରେ…

ବରଫ ମଧ୍ୟରୁ ଯୁବକଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ହୃଦୟ ଜିଣିଲେ ଭାରତୀୟ ଯବାନ

ଜମ୍ମୁ କାଶ୍ମୀରରେ ଲାଗି ରହିଥିବା ବରଫପାତ ଯୋଗୁଁ ‘ତାରିଫ ଇକବଲ’ ନାମକ ଜଣେ ନାଗରିକ ଫସି ଯାଇଥିବାବେଳେ ଏହି ସୂଚନା ଭାରତୀୟ ସେନାକୁ ମିଳିବା ପରେ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ଏହା ପରେ ଭାରତୀୟ ସେନା, ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ତୁରନ୍ତ…