Browsing Tag

khabar-latest

ପ୍ରଥମେ ପାକିସ୍ତାନକୁ ଚାଇନା ଦେବ କରୋନା ଭ୍ୟାକ୍ସିନ ତାହା ବି କମ ମୂଲ୍ୟରେ

ପାକିସ୍ତାନରେ ଚାଇନାର ଦୁଇଟି କରୋନା ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ହେବାକୁ ଯାଉଛି। ପାକିସ୍ତାନର ଡ୍ରଗ୍ ନିୟାମକ ପ୍ରାଧିକରଣ ମଧ୍ୟ କ୍ୟାନସିନୋ କମ୍ପାନୀ ଟିକା ପରୀକ୍ଷାକୁ ଅନୁମୋଦନ କରିଛି। Tribune.com.pk ରିପୋର୍ଟ ଅନୁଯାୟୀ ଚାଇନାର ଟିକା ପରୀକ୍ଷା ଅନୁମୋଦନ ହେତୁ ଏହି ଟିକା…

ଦେଶରେ ପୁଣି ଜୋର ଧରୁଛି କରୋନାର ଗତି, ଗତ ୨୪ ଘଂଟା ମଧ୍ୟରେ ପୁଣି ୬୪,୫୩୧ ପଜିଟିଭ ଚିହ୍ନଟ, ୧୦୯୨ ଜଣଙ୍କର ମୃତ୍ୟୁ

ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ବୁଧବାର ଦିନ ୬୪,୫୩୧ ନୂତନ ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାରରେ ପହଞ୍ଚିଛି। କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ଅଢ଼େଇ ଲକ୍ଷରୁ…

ପତ୍ନୀଙ୍କୁ ବଂଚାଇବା ପାଇଁ ସାର୍କ ସହ ଲଢ଼ିବାକୁ ମଧ୍ୟ ପଛାଇଲେନି ସ୍ବାମୀ, ଆଉ ଏହାପରେ…

ଲୋକମାନେ ନିଜ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କିଛି ମଧ୍ୟ କରିପାରନ୍ତି | ଠିକ ଯେମିକି ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସାର୍କ ମୁହଁରୁ ମୁକ୍ତ କରିବା ପାଇଁ ଏତେ ଘୁସା ମାରିଛନ୍ତି ଯେ ଶେଷରେ ସାର୍କକୁ ପଳାଇବାକୁ ହିଁ ପଡିଲା | ସେବେଠାରୁ ଏହି ଅଷ୍ଟ୍ରେଲିଆନଙ୍କର ସାହସିକତାକୁ…

ଗତ ୨୪ ଘଂଟା ମଧ୍ୟରେ ଦେଶରେ ପୁଣି ୫୭, ୯୮୨ କରୋନା ପଜିଟିଭ ଚିହ୍ନଟ, ୯୪୧ ଜଣଙ୍କ ମୃତ୍ୟୁ

ଦେଶରେ କରୋନା ଭାଇରସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ, ଗତ ୨୪ ଘଣ୍ଟା ମଧ୍ୟରେ, ୫୭,୯୮୨ ନୂଆ ଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି ଏବଂ ୯୪୧ ଜଣଙ୍କର ମୃତ୍ୟୁ ହୋଇଛି। ପରିବାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କରୋନା ମାମଲା…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନାହିଁ କୌଣସି ସୁଧାର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥାରେ ଶନିବାର ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ତାଙ୍କୁ ଏବେ ବି ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି | ପୂର୍ବତନ ରାଷ୍ଟ୍ରପତି ଅଗଷ୍ଟ ୧୦ ରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ଏବଂ ସୈନ୍ଂ ରିସର୍ଚ୍ଚ ଆଣ୍ଡ ରେଫରାଲ (ଆର ଆଣ୍ଡ ଆର)…

୧୬୦୦୦ ଫୁଟରେ ସ୍ବାଧିନତା ଦିବସ ପାଳିଲେ ସୈନିକ, ପାଙ୍ଗଙ୍ଗ ହ୍ରଦ କୂଳରେ ଲହରାଇଲେ ତ୍ରିରଙ୍ଗା

ଆଜି ଦେଶ ସ୍ୱାଧୀନତାର ୭୪ ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରୁଥିବାବେଳେ ସ୍ୱାଧୀନତା ଦିବସରେ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି। ସାରା ଦେଶରେ ସ୍ୱାଧୀନତା ଦିବସ ପାଳିତ ହେଉଛି | ଏଥି ସହିତ ଲଦାଖର…

ଲାଲ କିଲ୍ଲାର ପ୍ରାଚୀରରୁ ପିଲାମାନଙ୍କୁ ମନେ ପକାଇଛନ୍ତି ପିଏମ ନରେନ୍ଦ୍ର ମୋଦୀ କହଛନ୍ତି-ଆଜି ଦେଶର ଉଜ୍ବଳ ଭବିଷ୍ୟତ…

ଭାରତର ୭୪ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ସକାଳ ୭:୩୦ ରେ ତ୍ରିରଙ୍ଗା ଧ୍ବଜା ଉତୋଳନ କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଧ୍ବଜାରୋହଣ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଆରମ୍ଭ କଲେ, ସେତେବେଳେ ସେ ପ୍ରଥମେ ଛୋଟ ପିଲାମାନଙ୍କୁ…

ଭାରତର ୭୪ତମ ସ୍ବାଧିନତା ଦିବସ ଅବସରରେ ଲାଲକିଲ୍ଲା ଦୁର୍ଗରୁ ସପ୍ତମ ଥର ପାଇଁ ପିଏମ ମୋଦୀଙ୍କ ଅଭିଭାଷଣ, ଜାଣନ୍ତୁ ବଡ଼…

ଆଜି ଭାରତର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ପାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି। ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ସପ୍ତମ ଥର ପାଇଁ ଲାଲକିଲ୍ଲାର ରାମ୍ପର୍ଟରୁ…

ଭାରତକୁ ରାଫେଲ ଆସିବା ପରଠୁ ବିଚଳିତ ହୋଇଯାଇଛି ପାକିସ୍ତାନ, ଭାରତ ୫ ଟି ରାଫେଲ ନେଇଆସୁ କିମ୍ବା ୫୦୦ ଟି ଆମେ ସବୁବେଳେ…

ଭାରତୀୟ ବାୟୁସେନାରେ ରାଫାଲ ଯୁଦ୍ଧ ବିମାନ ସାମିଲ ହେବା ପରଠୁ ପାକିସ୍ତାନର ଅସ୍ଥିରତା ବୃଦ୍ଧି ପାଇଛି। ପାକିସ୍ତାନୀ ସେନା ଗୁରୁବାର ପୁଣି ଥରେ ରାଫେଲ ବିଷୟରେ ଉଲ୍ଲେଖ କରି ଭାରତର ସାମରିକ ଖର୍ଚ୍ଚ ବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିଛି। ପାକିସ୍ତାନ ସେନା ମୁଖପାତ୍ର ଜେନେରାଲ ବାବର…

ଏଣିକି ଡାକ୍ତରମାନେ କ୍ୟାପିଟାଲ ଲେଟରରେ ଲେଖିବେ ପ୍ରେସକ୍ରିପସନ, ଓଡ଼଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡାକ୍ତରଙ୍କ ପ୍ରେସସ୍କ୍ରିପ୍ସନ ଲେଖା ବିଷୟରେ ଅନେକ ପ୍ରଶ୍ନ ଉଠିଛି | ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଡାକ୍ତର ନିଜେ ଔଷଧ ଏବଂ ପ୍ରେସକ୍ରିପସନକୁ ଏଣିକି କ୍ୟାପିଟାଲ୍ ଲେଟରରେ ଲେଖନ୍ତୁ। ଶୁଣାଣି ସମୟରେ ଜଷ୍ଟିସ ଏସ.କେ ପାଣିଗ୍ରାହି କହିଛନ୍ତି ଯେ ସରକାରୀ କିମ୍ବା ବେସରକାରୀ…