Browsing Tag

khabar-latest

ପ୍ରଥମ ଥର ଦେଶରେ କରୋନାର ସକ୍ରିୟ ରୋଗୀ ସଂଖ୍ୟା ଚାରି ଲକ୍ଷରୁ କମ, ଗତ ୨୪ ଘଂଟା ମଧ୍ୟରେ ୩୨୯୮୧ ରୋଗୀ ଚିହ୍ନଟ

କରୋନା ଭାଇରସର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ରବିବାର ୩୬,୦୧୧ ମାମଲା ତୁଳନାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୮୧ ନୂତନ ମାମଲା ଚିହ୍ନଟ କରାଯାଇଛି। ଏଥି ସହିତ କରୋନାର ସକ୍ରିୟ ମାମଲା ପ୍ରଥମଥର ଚାରି ଲକ୍ଷକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ସଂକ୍ରମଣମୁକ୍ତ ରୋଗୀଙ୍କ ସଂଖ୍ୟା ୯୧…

ଯୁବରାଜ ସିଂହଙ୍କ ପିତାଙ୍କ ବିବାଦୀୟ ବୟାନ୍ ପରେ ଜୋର୍ ଧରିଲା ଗିରଫ୍ ଦାବି

ନିଜ ପୁଅ ଯୁବରାଜ ସିଂଙ୍କ କ୍ରିକେଟ୍ କ୍ୟାରିୟର ପାଇଁ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଦାୟୀ କରିବାଠୁ ଆରମ୍ଭ କରି ବିବାଦୀୟ ରାଜନୈତିକ ବିବୃତ୍ତି ଦେବାକୁ ନେଇ ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଅନେକ ସମୟରେ ହେଡଲାଇନରେ ରହିଛନ୍ତି । ଏବେ କୃଷି ଆନ୍ଦୋଳନ ମଧ୍ୟରେ ପୁଣି ଏକ…

ଗତ ୨୪ଘଂଟା ଭିତରେ ଦେଶରେ ୩୬୬୫୨କୋଭିଡ଼ ଆକ୍ରାନ୍ତ ଚିହ୍ନଟ

ଦେଶରେ କୋଭିଡ଼ ସଂକ୍ରମଣରେ ୩୬,୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ପାର୍ ହୋଇଛି । ଦେଶରେ ୯୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇ ଘର ଫେରିଥିବା ଲୋକଙ୍କ ସଂଖ୍ୟା ୯୪.୨୦ ପ୍ରତିଶତ…

କରୋନା ସଂକଟ ମଧ୍ୟରେ ନିଜ ପରିବାର ସହିତ ଗୁପ୍ତ ଟିକା ନେଇସାରିଛନ୍ତି କିମ ଜୋଙ୍ଗ ଉନ !

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ-ଉନ୍ କରୋନା ଟିକା ନେଇସାରିଛନ୍ତି । 19fortyfive.com ଜାପାନର ଦୁଇଟି ଗୁପ୍ତ ସୂତ୍ରରୁ ଉଦ୍ଧୃତ କରି ଏହା ଦାବି କରିଛି | ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗଙ୍କ ସହ ଉତ୍ତର କୋରିଆର ଅନ୍ୟ କେତେକ ଉଚ୍ଚ ପଦାଧିକାରୀ ଏବଂ କିମଙ୍କ ପରିବାରର ଲୋକଙ୍କୁ…

ଏକ ମାସ ମଧ୍ୟରେ ସର୍ବାଧିକ ଡାଟା ବ୍ୟବହାର କରନ୍ତି ଭାରତୀୟ ସ୍ମାର୍ଟଫୋନ ୟୁଜର :ରିପୋର୍ଟ

ମୋବାଇଲ୍ ଡାଟା ସ୍ପିଡ୍ ର ଗ୍ଲୋବାଲ୍ ତାଲିକାରେ ଭାରତ ୧୩୧ ନମ୍ବରରେ ଅଛି | ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳ ମଧ୍ୟ ଭାରତଠାରୁ ଉର୍ଦ୍ଧ୍ୱରେ ଅଛନ୍ତି। କିନ୍ତୁ ମୋବାଇଲ୍ ଡାଟା ବ୍ୟବହାର ନାମ ଆସିଲେ ଏହି କ୍ଷେତ୍ରରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏରିକ୍ସନ୍ ମୋବିଲିଟି ରିପୋର୍ଟ…

ପୁଣି ବର୍ବରତାର ସୀମା ଲଂଘିଲେ ଆତଙ୍କବାଦୀ: ଏକାସାଙ୍ଗରେ ୧୧୦ଜଣଙ୍କ ମୁଣ୍ଡକାଟି କଲେ ହତ୍ୟା

ନାଇଜେରିଆରେ ଏକ ବଡ଼ ଆତଙ୍କବାଦୀ ଘଟଣାରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ କୃଷକ ଏବଂ ମତ୍ସ୍ୟଜୀବୀ ରହିଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଲୋକଙ୍କ ମୁଣ୍ଡ କାଟିଦେଇଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ବୋକୋ ହାରାମ ଦାୟୀ ବୋଲି…

କୃଷକଙ୍କ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍ କହିଲେ- “ଜାରି ରହିବ MSP, ଶେଷ ହେବ ନାହିଁ ମଣ୍ଡି

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ସକ୍ରିୟ ହୋଇଛନ୍ତି। କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କୃଷକମାନଙ୍କୁ ଆମନ୍ତ୍ରଣ କରାଯାଉଛି। ସୋମବାର ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଦେକର ଏବଂ ଅନ୍ୟ…

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୮୭୭୨ ନୂଆ ପଜିଟିଭ ଚିହ୍ନଟ, ୪୪୩ ଜଣଙ୍କ ମୃତ୍ୟୁ

ଦେଶ ଏବଂ ବିଶ୍ୱରେ କରୋନା ଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି | ତେବେ କିଛିଦିନ ହେବ ଭାରତରେ ଦୈନିକ ସଂକ୍ରମଣରେ କ୍ରମାଗତ ହ୍ରାସ ଦେଖାଯାଉଛି। ରବିବାର ତୁଳନାରେ ସୋମବାର ଦିନ କରୋନା ଭାଇରସ୍ ସଂଖ୍ୟାରେ ହ୍ରାସ ଘଟିଛି। ରବିବାର ଦିନ, କରୋନାର ୪୧,୮୧୦ ନୂତନ ମାମଲା ଚିହ୍ନଟ ହୋଇଥିଲା।…

ଆଜି ରାତିରେ ପୃଥିବୀ ଦେଇ ଗତି କରିବ ବିଶାଳକାୟ ଉଲକାପିଣ୍ଡ, କଣ ଏହା ପୃଥିବୀ ସହ ଧକ୍କା ହେବ?

ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ବା ନାସା ଅନୁଯାୟୀ, ଏକ ବିଶାଳ ମେଟେରାଇଟ୍ ବା ଉଲକାପିଣ୍ଡ ପୃଥିବୀ ଆଡକୁ ମାଡ଼ି ଆସୁଛି । ଏହାର ଆକାର ଦୁନିଆର ସବୁଠାରୁ ଉଚ୍ଚତମ ଦୁବାଇର ପ୍ରସିଦ୍ଧ ଅଟ୍ଟାଳିକ ବୁର୍ଜ ଖଲିଫା ପରି ବିଶାଳ |…

ଦେଶରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ

ବିଶ୍ୱର ଅନେକ ଅଂଶରେ କରୋନା ସଂକ୍ରମଣ ବଢିଚାଲିଛି । କିନ୍ତୁ ଭାରତରେ କରୋନା ଗ୍ରାଫ ଏବେ ତଳମୁହାଁ ରହିଛି । ଶନିବାର ତୁଳନାରେ ରବିବାର ସଂକ୍ରମଣରେ ସମାନ୍ୟ ବୃଦ୍ଧି ପାଇଛି । ଶନିବାର ଦିନ ୪୧,୩୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୪୧,୮୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ…