ନୂଆବର୍ଷରେ ଲାଗୁ ହେଲା ଏହି ୧୦ଟି ନୂଆ ନୀୟମ, ଜାଣନ୍ତୁ କଣ
୨୦୨୧ ନୂଆ ବର୍ଷ ଆରମ୍ଭ ସହ ବଦଳିଯିବ ଅନେକ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡ଼ିବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ । ଜାଣନ୍ତୁ ୨୦୨୧ ଜାନୁଆରୀ ପହିଲାରୁ କେଉଁ ସବୁ ନିୟମ ବଦଳିବ…
ହେଲମେଟ୍ ଚେକିଂ ସହ କାଗଜପତ୍ର ଯାଞ୍ଚ
ବାଇକ୍ ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜାନୁଆରୀ ପହିଲାରୁ…