ଏହି ଭିଟାମିନ ଅଭାବରୁ ହାତ ଏବଂ ପାଦରେ ଅନୁଭବ ହୁଏ ଝିମ ଝିମ, ଏଥିରୁ ଏଭଳି ପାଇପାରିବେ ମୁକ୍ତି
ହାତ ଏବଂ ପାଦରେେ ଝିମଝିମ ହେବା ପଛରେ ଭିଟାମିନ୍ ଅଭାବ, ମଧୁମେହ ଏବଂ ଶରୀରରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ଭଳି ଅନେକ କାରଣ ଥାଇପାରେ | କିନ୍ତୁ, ସାଧାରଣତଃ ଏହି ଝିମଝିମର ମୁଖ୍ୟ କାରଣ ଶରୀରରେ ଭିଟାମିନ୍ ବି ଏବଂ ଭିଟାମିନ୍ ଇ ର ଅଭାବ ହୋଇପାରେ | ଏହି ଅଭାବ ହେତୁ ଏହା ଅନୁଭବ ହୁଏ ଯେପରି…