ଗର୍ଭାବସ୍ଥାରେ ତ୍ୱଚାର ଯତ୍ନ
ଗର୍ଭ ଧାରଣ ସମୟରେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ । ପ୍ରତ୍ୟେକ ନାରୀ ଗର୍ଭାବସ୍ଥା ସମୟରେ ନିଜର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଅକ୍ଷୁର୍ଣ୍ଣ ରଖିବାକୁ ଯତ୍ନବାନ ହେବା ଉଚିତ ।
୧. ଏହି ସମୟରେ କିପରି ତ୍ୱଚାର ଯତ୍ନ ନେବେ – ଗର୍ଭଧାରଣ ସମୟରେ ନାରୀମାନଙ୍କ ଶରୀରରେ ହରମୋନ…