Browsing Tag

jiban-latest

ଆସନ୍ତୁ ଜାଣିବା କିଛି ଟ୍ରେଣ୍ଡି ନେଲ ଷ୍ଟାଇଲ ସମ୍ପର୍କରେ

ଆଜି କାଲି ସମସ୍ତେ ଆଧୁନିକ ଟ୍ରେଣ୍ଡ ସହିତ ନଖର ବିଭିନ୍ନ ଡିଜାଇନ ପ୍ରତି ଧ୍ୟାନ ଦେଇଥାନ୍ତି । ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଝିଅମାନେ ହୁଅନ୍ତୁ କି ମହିଳାମାନେ ନେଲରେ ବିଭିନ୍ନ ଡିଜାଇନ କରିବା ସହିତ ନୂତନ ପ୍ରକାରର ଆକାର କରିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ନଖକୁ ସର୍ବଦା ଷ୍ଟାଇଲରେ…

ଧୂମ୍ରପାନ ଛଡ଼ିବା ନିମନ୍ତେ ଆପଣାନ୍ତୁ ଏହି ଘରୋଇ ଉପାୟ

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଜି ତମାଖୁ ଓ ଧୂମ୍ରପାନ ସହିତ ଜଡ଼ିତ । ଅନେକଙ୍କ ପାଇଁ ଏହା କ୍ୟାନସର ଓ ଫୁସ୍ଫୁସ୍ ଜନୀତ ରୋଗର କାରଣ ହୋଇଥାଏ । ପୁଣି ଏକ ଅନୁଦ୍ଧାନରୁ ଜଣାଯାଇଛି ଯେ, ଧୂମ୍ରପାନ କରିବା କ୍ଷେତ୍ରରେ ଭରତର ସ୍ଥାନ ଦ୍ୱିତୀୟ । ବିଶ୍ୱରେ ୧୫ ବର୍ଷରୁ ଅଧିକ ଧୂମ୍ରପାନକାରୀଙ୍କ…

ଡିପ୍ରେସନର ଲକ୍ଷଣଗୁଡ଼ିକୁ ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଡିପ୍ରେସନ୍ ଆଜିକାଲି ଏକ ସାଧାରଣ ମାନସିକ ସ୍ଥିତିରେ ପରିଣତ ହୋଇଗଲାଣି । ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ପ୍ରବଳ ମାତ୍ରାରେ ବଢ଼ିଚାଲିଛି ଓ ଏହା ଏକ ସାଧାରଣ ବ୍ୟାଧି ରୂପରେ ସମସ୍ତଙ୍କଠାରେ ଦେଖାଯାଉଛି । କୌଣସି ଏହ ବିଷୟକୁ ନେଇ ଅତ୍ୟଧିକ ଚିନ୍ତା କରିବା, ପାରିବାରିକ ଅଶାନ୍ତିରେ…

ସ୍ୱାସ୍ଥ୍ୟ ପାଇଁ ହିତକାରୀ ଡାଳିମ୍ବ, ଜାଣନ୍ତୁ ଏହାର ଉପକାରିତା

ଡାଳିମ୍ବ ଏକ ଫଳ ହେଲେ ମଧ୍ୟ ଏହା ବହୁ ବର୍ଷ ଧରି ଦହିବରା, ଚାଟ୍, ଲସି, ଫଳ ରସ ଇତ୍ୟାଦିରେ ସ୍ୱତନ୍ତ୍ର ସ୍ୱାଦ ପାଇଁ ବ୍ୟବହାର ହୋଇଆସୁଛି । ଏଥିରେ ବହୁ ଆୟୁର୍ବେଦିକ ଗୁଣ ରହିଥିବାରୁ ଏହା ବିଭିନ୍ନ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ଏହା ବିଭିନ୍ନ ମିନେରାଲ,…

ଚିନ୍ତାମୁକ୍ତ ରହିବା ପାଇଁ ଆପଣାନ୍ତୁ ଏହି ପଦକ୍ଷପ

ଲୋକମାନେ ସେମାନଙ୍କ ଦୈନଦିନ ଜୀବନରେ ଘଟୁଥିବା ଅନେକ ସମସ୍ୟାକୁ ନେଇ ଅନେକ ଚାପ ଓ ଚିନ୍ତାରେ ରହିଥାଆନ୍ତି । ଫଳରେ ସେମାନଙ୍କ ମଧ୍ୟରେ ଚିଡ଼ିଚିଡ଼ା ପଣ ଦେଖାଯାଇଥାଏ । ପରିବାର ସଦସ୍ୟମାନଙ୍କ ସହିତ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହିଥାଏ ଏବଂ ଖାଇବାରେ ମଧ୍ୟ ଅନିୟମିତତା ଦେଖାଯାଇଥାଏ । ତେବେ…

ଭିଜା ଆଲମଣ୍ଡ ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ

ଆଲମଣ୍ଡ ଭିଟାମିନ ଏବଂ ଖଣିଜବ୍ରଦ୍ୟର ଏକ ଉତ୍ତମ ସ୍ରୋତ । ପ୍ରତିଦିନ ଏହାର ସେବନ ଦ୍ୱାରା କିଛି ମାରାତ୍ମକ ରୋଗରୁ ସୁଫଳ ମିଳିବା ସହିତ ଶରୀରରେ ପୋଷଣର ମାତ୍ରା ଅଧିକ କରିଥାଏ । ରାତି ସାରା ଭିଜା ହୋଇ ରହିଥିବା ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ବାଦାମରେ ଅନାବଶ୍ୟକ ତୈଳ ଅଂଶ ରହିଥାଏ…

ଫୁଡ ପଏଜନିଙ୍ଗରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଜିନିଷ

ବେଳେ ବେଳେ ବାହାରେ ସମଲା ଯୁକ୍ତ ଖାଦ୍ୟ କିମ୍ବା ତେଲଯୁକ୍ତ ଖାଦ୍ୟ ଦ୍ୱାରା ଫୁଡ ପଏଜନିଙ୍ଗର ସମସ୍ୟା ଦେଖାଯାଇଥାଏ । ଏଥିରେ ଡାଇରିଆ ସହିତ ଶରୀରରେ ଜଳୀୟ ଅଂଶର ପ୍ରଚୁର ଅଭାବ ପରିଲକ୍ଷିତ ହୋଇଥାଏ ଏବଂ ଡାକ୍ତରଙ୍କ ପରାମର୍ଶ ନେବକୁ ପଡିଥାଏ । । କିନ୍ତୁ କିଛି ଘରୋଇ ଉପାୟରେ ଆପଣ ଏହି ସମସ୍ୟାରୁ…

ଫାଷ୍ଟଫୁଡ ଖାଆନ୍ତୁ ନାହିଁ ଗର୍ଭଧାରଣରେ ବିଳମ୍ବ ହେବ

ଯେଉଁ ମହିଳାମାନେ ଅଳ୍ପ ବହୁତ ଫାଷ୍ଟଫୁଡ ଖାଆନ୍ତି ସେମାନେ ବିଳମ୍ବରେ ଗର୍ଭଧାରଣ କରନ୍ତି । ସେମାନଙ୍କଠାରେ ବିବାହ ବର୍ଷକ ମଧ୍ୟରେ ଗର୍ଭଧାରଣ କରିବା ସମ୍ଭାବନା କମ ବୋଲି ଏକ ଅଧ୍ୟନରୁ ଜଣାପଡିଛି । ଗବେଷକମାନେ ଏଥିପାଇଁ ୫,୫୯୮ଜଣ ପ୍ରଥମ କରି ମା ହୋଇଥିବା ମହିଳାଙ୍କୁ ସେମାନଙ୍କର ଖାଦ୍ୟ ରୂଚି…

କେଉଁ କାରଣରୁ ଖରାପହୁଏ କିଡନୀ, କିପରି ନେବେ ଏହାର ଯତ୍ନ

ଭାରତରେ ୭୦ଲକ୍ଷରୁ ଅଧିକ ଲୋକେ କିଡନୀର କୌଣସି ନା କୌଣସି ସମସ୍ୟା ସହିତ ସଂର୍ଘଷ କରୁଛନ୍ତି । କିଡନୀ ଖରାପ ହେବାର ସମସ୍ୟା କେବଳ ଗୋଟିଏ ଦିନରେ ଦେଖାଯାଏନାହିଁ ଏହା ଏକ ଧିର ପ୍ରକିୟା । ଅଧିକାଂଶ ଲୋକେ ପ୍ରଥମରୁ ଏହି ସମ୍ପର୍କରେ ଜାଣିପାରିନଥାନ୍ତି । କିଡନୀ ଶରୀରର ବିଷାକ୍ତ ପଦାର୍ଥକୁ…

ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରିବ ଏହି ଖାଦ୍ୟ

ଆପଣ ଯେକୌଣସି ସମୟରେ ଯେକୌଣସି କାର୍ଯ୍ୟ କରିବା ପାଇଁ ଏକାଗ୍ରତାର ଆବଶ୍ୟକ କରିଥାନ୍ତି । ଛୋଟ ପିଲାଙ୍କ ମଧ୍ୟରେ ମଧ୍ୟ ପଢିବା ପାଇଁ ଏକାଗ୍ରତାର ଖୁବ ଆବଶକତା ରହିଛି । ଯୋଗ କିମ୍ବା ବ୍ୟାୟାମ ମାଧ୍ୟମରେ ଆମ୍ଭେମାନେ ଏକାଗ୍ରତା ବୃଦ୍ଧି କରି ପାରିବା କିନ୍ତୁ କିଛି ସ୍ଥଳରେ ସମୟର ଅଭାବରୁ ଯୋଗ ବା…