Browsing Tag

jiban-latest

ପେଟର ସମସ୍ୟା ଦୂରକରିଵାରେ ଜିରା ଅତି ଉପକାରୀ

ଜିରା ନିତିଦିନିଆ ମସଲାରେ ବ୍ୟବହାର ହୋଇଥାଏ । ଏହା ହଜମ, ମୋଟାପଣ, ନିଦ୍ରା ଜନିତ ସମସ୍ୟା, ଶ୍ୱାସକ୍ରିୟାରେ ଅସୁବିଧା ଦୂର କରିବା ପାଇଁ ଉପକାରୀ । ଜିରାରେ ପ୍ରଚୁର ମାତ୍ରାରେ େଓøଷଧୀୟ ଗୁଣ ରହିଛି । ଏହା ପେଟ ସମସ୍ୟା ସହିତ ଶରୀରର କିଛି ସମସ୍ୟା ତଥା ମୋଟାପଣ ଦୂର କରିବା, ଖାଦ୍ୟ ହଜମ…

ଲିପଷ୍ଟିକର ରଙ୍ଗରୁ ଜାଣିହେବ ବ୍ୟକ୍ତିର ସ୍ୱଭାବ

ବର୍ତ୍ତମାନ ଲିପଷ୍ଟିକ ଲଗାଇବା ଏକ ପ୍ରକାରର ଫ୍ୟାସନ ହୋଇଯାଇଛି । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଲିପଷ୍ଟିକ ରଙ୍ଗ ଲଗେଇବାକୁ ପସନ୍ଦ କରିଥାନ୍ତି । ଜାଣନ୍ତି କି ଆପଣଙ୍କର ଏହି ଲିପଷ୍ଟିକର ରଙ୍ଗ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଭିନ୍ନ ଭିନ୍ନ ବର୍ଣ୍ଣନା କରିଥାଏ । ଆସନ୍ତୁ ଜାଣିବା କଣ…

ମଧୁମେହ ରୋଗ ନିୟନ୍ତ୍ରଣ କରିବା ପାଇଁ ୫ଟି ଉପାୟ

ଯୁବ ସମୟ - ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଯାଇଛି । ଏହା ଯୋଗୁଁ ହୃଦରୋଗ କିମ୍ବା ହୃଦଘାତ ହେବାର ଅନେକ ସମ୍ଭାବନା ଥାଏ । ଅନେକ ରୋଗର ଉତ୍ପତି ଏହିଠାରୁ ହିଁ ହୋଇଥାଏ । ତେଣୁ ଯଥା ସମ୍ଭବ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । • ନିଶା, ଧୂମ୍ର ଓ ତମାଖୁ ସେବନଠାରୁ ଦୂରେଇ…

ଘରେ ପିମ୍ପୁଡିଙ୍କ ଠାରୁ ମୁକ୍ତି ପାଇବାର ୫ଟି ଉପାୟ

ଛୋଟ ହେଲେ ମଧ୍ୟ ଘରେ ଘରେ ପିମ୍ପୁଡିଙ୍କ ଉପସ୍ଥିତି ସମସ୍ତଙ୍କୁ ବିଚଳିତ ଏବଂ ବ୍ୟସ୍ତ କରିଥାଏ । ସେମାନେ ଘରର ଯେକୌଣସି ସ୍ଥାନରେ ନିଜର ବଂଶ ବିସ୍ତାର କରିଦେଇଥାନ୍ତି ବିଶେଷକରି ରୋଷେଇ ଘରେ । ରୋଷେଇ ଘରେ କିଛି ସାମଗ୍ରୀ କିମ୍ବା ଖାଦ୍ୟ ପଦାର୍ଥରେ ଏମାନଙ୍କ ବିସ୍ତାର ଖୁବ ଚିନ୍ତାରେ ପକାଇଥାଏ…

ଖରାଦିନେ କିପରି ନେବେ କେଶର ଯତ୍ନ

କେଶ ସର୍ବଦା ଶରୀରର ସୌନ୍ଦର୍ଯ୍ୟତା ବୃଦ୍ଧି କରିଥାଏ । କେଶକୁ ସର୍ବଦା ସୁସ୍ଥ ରଖିବା ପାଇଁ କିଛି ସାଧାରଣ କଥାକୁ ଧ୍ୟାନରେ ରଖିବାକୁ ପଡିବ । ଖରାଦିନେ ଝାଳ ଏବଂ ସୂର୍ଯ୍ୟ କରିଣ ପ୍ରଭାବରୁ କେଶ ଶୁଷ୍କ ହୋଇଥାଏ । ଆସନ୍ତୁ ଜାଣିବା ଖରାଦିନେ କିପରି ନେବେ କେଶର ଯତ୍ନ । ୧. କେଶକୁ ସର୍ବଦା…

ଖରାରେ ତ୍ୱଚାର କିପରି ଯତ୍ନ ନେବେ

ଆରମ୍ଭ ହୋଇ ଯାଇଛି  ଅସହ୍ୟ ଖରା । ତାତିରେ ସମସ୍ତେ ଅସ୍ତବ୍ୟସ୍ତ । ଖରାର ତାତି  ଏବଂ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ହେତୁ  ଚର୍ମରେ ଅନେକ ସମସ୍ୟା ଦେଖାଦେଇଥାଏ। ଟିକିଏ ଧ୍ୟାନ ରଖିଲେ ଆପଣ ସୁନ୍ଦର ଓ ସୁସ୍ଥ ତ୍ଵଚ୍ଚା ପାଇପାରିବେ।  ଖରା ଦିନରେ ଆପଣ କିପରି ଶରୀରର ଯତ୍ନ ନେବେ  ସେଥିପାଇଁ…

ଖରାଦିନେ କିପରି ନେବେ ନିଜର ଯତ୍ନ, ଆସନ୍ତୁ ଜାଣିବା

ଗ୍ରୀଷ୍ମର ପ୍ରଭାବ ପଡିବାକୁ ଆରମ୍ଭ ହେଲାଣି । ଧିରେ ଧିରେ ବଢୁଥିବା ତାତି ମଧ୍ୟ ସହିବା କଷ୍ଟକର । ଏହି ଖରାଦିନରେ ସୂ ର୍ଯ୍ୟର ତାପ ଏବଂ ପ୍ରଭାବରୁ ରକ୍ଷା ପାଇବା ପାଇଁ ତ୍ୱଚା, କେଶ ତଥା ସମ୍ପୂର୍ଣ୍ଣ ଶରୀରର ଖାସ ଯତ୍ନ ନେବାକୁ ପଡିଥାଏ । ଏହି ଦିନଗୁଡିକରେ ଖାଦ୍ୟ ପେୟ ଇତ୍ୟାଦିର ବିଶେଷ…

ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ

ଥାଇରଏଡ ରୋଗ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ହାଇପୋଥାଇରୋଡିଜମ ହୋଇଥିବାବେଳେ ଦ୍ୱିତୀୟଟି ହାଇପରଥାଇରୋଡିଜମ ଅଟେ । ଏହା ଭାରତରେ ବହୁ ସାଧାରଣ ରୋଗ ମଧ୍ୟରୁ ଗୋଟିଏ । ଏହା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ବହୁଳ ପରିମାଣରେ ଦେଖାଯାଇଥାଏ । ଥାଇରଏଡ ରୋଗ ପାଇଁ ପ୍ରଚୁର…

କାକୁଡି ଖାଇବାର ଫାଇଦା ସଂପର୍କରେ ଜାଣନ୍ତୁ

ପ୍ରାୟ ସମସ୍ତେ ନିଜର ସାଲାଡରେ କାକୁଡି ରଖିଥାନ୍ତି । ଏହା ଖାଇବାକୁ ସ୍ୱାଦଯୁକ୍ତ ଏବଂ ଏହାର ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । କାକୁଡିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ରହିିଛି ଯାହା ଶରୀରର ତ୍ୱଚା ଏବଂ କେଶ ପାଇଁ ଖୁବ ଉପକାରୀ । ଆସନ୍ତୁ ଜାଣିବା କ’ଣ…

କିଡନୀର କିପରି ନେବେ ଯତ୍ନ ଜାଣନ୍ତୁ

ଶରୀରରେ ଦୁଇଟି କିଡନୀ ରହିଛି । ସେଗୁଡିକ ଶରୀରରେ ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ନିଷ୍କାସନ କରିଥାଏ । ଏହି ଉପାଦାନଗୁଡିକ ପରିସ୍ରାରେ ନିଷ୍କାସିତ ହୋଇଥାଏ । ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ଅତ୍ୟନ୍ତ ଆବଶ୍ୟକ ।…