ନିମ୍ବର କିଛି ଆଶ୍ଚର୍ଯଜନକ ଲାଭକାରୀତା ସଂପର୍କରେ ଜାଣନ୍ତି କି?
ବହୁ ପୁରାତନ କାଳରୁ ଲିମ୍ବ ବହୁ ପ୍ରକାରର କାର୍ଯ୍ୟରେ ବ୍ୟବହାର କରାଯାଇ ଆସୁଛି । ଏହା ଓøଷଧ ପ୍ରସ୍ତୁତିରେ, ପୂଜାପାଠରେ, ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାର ବହୁ ପ୍ରକାରର ଉପକାରିତା ରହିଛି ଯାହା ସ୍ୱାସ୍ଥ୍ୟ, କେଶ ଏବଂ ତ୍ୱଚା ପାଇଁ ଉପଯୁକ୍ତ । ଲିମ୍ବ ଭାରତରେ ମିଳୁଥିବା ସାଧାରଣ ଗଛ ।…