ଘରେ ତୁଳସୀ ଗଛ ଲଗାଇବା ସମୟରେ ଏହି ବିଷୟଗୁଡ଼ିକ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ
ସନାତନ ଧର୍ମରେ ତୁଲସୀ ଗଛକୁ ଅତ୍ୟନ୍ତ ପୁଜ୍ଜନୀୟ ବୋଲି ବିବେଚନା କରାଯାଏ, ତୁଳସୀ ଗଛ ପୁଜନୀୟ ହେବା ସହିତ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ | ଘରେ ଏକ ତୁଳସୀ ଗଛ ରହିବା ଅତ୍ୟନ୍ତ ଲାଭଦାୟକ ଏବଂ ଶୁଭ ବୋଲି ବିବେଚନା କରାଯାଏ |ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଘରେ ଏକ ଛୋଟ ଗଛ ଲଗାଇବା…