Browsing Tag

Bises-latest

କିପରି ହୁଏ ମହାପ୍ରଭୁ ଜଗନ୍ନାଥଙ୍କର ଅଣସର ବିଧି

ବର୍ତ୍ତମାନ ଜଗତରନାଥ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଅଛି ଭକ୍ତ । ବଡ଼ ଦେଉଳ ଖାଁ ଖାଁ, ରତ୍ନ ସିଂହାସନରେ ଆଉ କଳା ନୟନ ଦେଖାଯାଉନାହିଁ, ବଦଳରେ ପୂଜା ପାଉଛନ୍ତି ପଟି ଦିଅଁ । ଭକ୍ତର ମନରେ ଆଉ ଦିଶୁନାହିଁ ପୂର୍ବର ସେ ସରସତା, କେମିତିବା ଦିଶିବ, ତାର ଅତିନିକଟର ଭାବର ଠାକୁର ବର୍ତ୍ତମାନ ଅଣସର…

ଯୁବ ସମାଜ ପାଇଁ ଅନନ୍ୟ ଦିଗଦର୍ଶକ – ଆହ୍ୱାନ କମ୍ବାଇନ୍ସ

ସଭ୍ୟତା ଓ ଆଧୁନିକତାର ଛାପରେ ଆଜିର ଏ ମଣିଷ କର୍ମମୟ ଜୀବନରେ ଛନ୍ଦି ହୋଇଯାଇଛି । ଆଜିର ଏହି ମଣିଷ କେବଳ ପରିବାର ସଦସ୍ୟ ଏବଂ ତାର ସ୍ୱାର୍ଥ ମଧ୍ୟରେ ସୀମିତ ରହିଯାଇଛି । କର୍ମମୟ ଜୀବନ ଭିତରେ ସେ ଭୁଲିଯାଉଛି ପ୍ରକୃତି ମା’ର ତାପ୍ରତି ଥିବା ଅବଦାନ ତଥା ପରିବେଶ, ଜୀବଜନ୍ତୁଙ୍କ ପ୍ରତି ତାର…

ମହାନଗରରେ ରହୁଥିବା ଯୁବପିଢୀ ଅଧିକ ଆତ୍ମହତ୍ୟା ପ୍ରବଣ

ଦେଶର ଆଗାମୀ ଭବିଷ୍ୟତର ପିଢୀକୁ ନେଇ ବର୍ତ୍ତମାନ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ତଥ୍ୟ ସାମନାକୁ ଆସିଛି । ଦେଶରେ ସବୁଠାରୁ ଅଧିକ ଦିଲ୍ଲୀର କିଶୋର ଏବଂ ଯୁବକ ଆତ୍ମହତ୍ୟା କରୁଛନ୍ତି, ଏହା ପଛରେ ଥିବା କାରଣ ହୁଏତ ଅଲଗା ଅଲଗା ଥାଇପାରେ କିନ୍ତୁ ସେମାନଙ୍କର ଏହି ଆକସ୍ମିକ ମୃତ୍ୟୁ ସରକାରୀ…

ଇତିହାସରେ ଲିପିବଦ୍ଧ ‘କଳା ଦିବସ’ ଜୁନ ୨୫ ପଛରେ କ’ଣ ରହିଥିଲା ରହସ୍ୟ, ଆସନ୍ତୁ ଜାଣିବା

୨୫ ଜୁନ ୧୯୭୫, ଆଜିର ଏହି ତାରିଖକୁ ଭାରତୀୟ ଲୋକତନ୍ତ୍ରରେ କଳା ଦିବସ ବୋଲି ବିବେଚନା କରାଯାଏ । ଏହି ଦିନକୁ ଆଜି ୪୩ ବର୍ଷ ପୂରୁଛି । ସ୍ୱାଧୀନତାର ୨୮ ବର୍ଷ ପରେ, ତକ୍ରଳୀନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଦ୍ୱାରା ନିଆଯାଇଥିବା ଏକ ନିଷ୍ପତି ଦ୍ୱାରା ଦେଶରେ ଜରୁରୀକାଳିନ ପରସ୍ଥିତି…

ପୃଥିବୀ ଅପେକ୍ଷା ଚନ୍ଦ୍ରରେ କାହିଁକି ଅଧିକ ଥର ଭୂମିକମ୍ପ ହୁଏ, ଆସନ୍ତୁ ଜାଣିବା

ବୈଜ୍ଞାନିକମାନେ ପୃଥିବୀ ଭଳି କିପରି ଚନ୍ଦ୍ରରେ ଜନବସତି ଆରମ୍ଭ କରାଯାଇପାରିବ ସେଥିପାଇଁ ଅନେକ ଗବେଷଣା ଚାଲୁଥିବାବେଳେ ଏହି ଚନ୍ଦ୍ରପୃଷ୍ଟରେ ଜନବସତି ଦିଗରେ ଏକ ବଡ ସମସ୍ୟା ଉପୁଜିପାରେ ଚନ୍ଦ୍ରକମ୍ପ । ସବୁଠାରୁ ବଡ କଥା ହେଉଛି ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ…

ପୁଅମାନେ ହିଁ ପିତାମାତାଙ୍କ ପ୍ରତି ଅଧିକ ଦୁର୍ବବ୍ୟହାର ପ୍ରଦର୍ଶନ କରିଥାନ୍ତି

ହେଲ୍ପଏଜ୍ ଇଣ୍ଡିଅାର ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ପୁଅମାନେ ହିଁ ପିତାମାତାଙ୍କ ପ୍ରତି ଅଧିକ ଦୁର୍ବବ୍ୟହାର ପ୍ରଦର୍ଶନ କରିଥାନ୍ତି।ହେଲ୍ପଏଜ୍ ଇଣ୍ଡିଅାର ଏହି ସର୍ବେକ୍ଷଣରେ ଦେଶର ୨୩ ସହରରୁ ୫୦୧୪ ଜଣ ବ୍ୟକ୍ତି ଭାଗ ନେଇଥିଲେ ା ଏଥିରେ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରର…

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ ‘ପଣ୍ଡସ୍ ଏବଂ ଡୋଭ୍ ରଜ ଉତ୍ସବ-୨୦୧୮‘ ପାଳିତ

ଭାରତ ଅଗ୍ରଣୀ ପର୍ସନାଲ କେୟାର ବ୍ରାଣ୍ଡ୍ ପଣ୍ଡସ୍ ଏବଂ ଡୋଭ୍ ପକ୍ଷରୁ ୨୦୧୮ ଜୁନ୍ ୧୬ରେ ଭୁବନେଶ୍ୱରରେ ରଜ ଉତ୍ସବ ପାଳନ ପାଇଁ ଏକ ଅନନ୍ୟ ପ୍ରୟାସ କରାଯାଇଛି ଏହି ଅବସରରେ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଓଡ଼ିଶା ତଥା ଝାଡ଼ଖଣ୍ଡର କୁ୍ୟମର…

ବିଶ୍ୱର ଦୀର୍ଘତ୍ତମ କାଚ ନିର୍ମିତ ପୋଲ -‘ହାଓହନ କିଆଓ’

କାଚ ଉପରେ କାହାର ବା ଭରସା ଥାଏ । କିନ୍ତୁ ଚୀନରେ ରହିଛି ଏପରି ଏକ କାଚ ପୋଲ ଯାହା ଉପରେ ଭରୋସ କରି ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରତି ବର୍ଷ ଏଠାକୁ ବୁଲି ଆସନ୍ତି । ୩୦୦ ମିଟର ଦୀର୍ଘତା ବିଶିଷ୍ଟ ଏହି କାଚ ପୋଲ ଏବେ ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ପାଲିଟିଛି । ଏହି ପୋଲ…

ଅସୀରଗଡ ଦୁର୍ଗ କାହିଁକି ବିଶ୍ୱ ପ୍ରସିଦ୍ଧ ଆସନ୍ତୁ ଜାଣିବା

ପର୍ଯ୍ୟଟନ ମାନଚିତ୍ରରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ମନରେ ରୋମାଞ୍ଚ ଭରିବାରେ ପ୍ରକୃଷ୍ଟ ମାଧ୍ୟମ ପାଲଟିଥାନ୍ତି । ଏଭଳି ଏକ ସ୍ଥାନ ମଧ୍ୟପ୍ରଦେଶର ଅସୀରଗଡ ଦୁର୍ଗ । ଯାହା ଐତିହାସିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଅନେକ ରହସ୍ୟ ମଧ୍ୟରେ ଡୁବିରହିଥିବା ସତ୍ତେ୍ୱ ଏହା…

ପଶୁ ପକ୍ଷୀଙ୍କ ପାଇଁ ସ୍ୱର୍ଗପୁର ହେଉଛି ଏହି ସବୁ ରାଷ୍ଟ୍ରୀୟ ଉଦ୍ୟାନ

ସବୁଜ ବନାନୀ, ଭିନ୍ନ ପ୍ରକାର ଓ ରଙ୍ଗର ପଶୁପକ୍ଷୀ, ଚଢେଇମାନଙ୍କର ଚିଁ ଚିଁ ଶବ୍ଦ ମନ ମୋହିନେବା ସହ ଆମକୁ ପ୍ରକୃତିର ନିକଟତର କରାଇଥାଏ । ତେବେ ଆସନ୍ତୁ ଜାଣିବା ଆମ ଦେଶର ଏମିତି କେତେକ ରାଷ୍ଟ୍ରୀୟ ଉଦ୍ୟାନ ସମ୍ବନ୍ଧରେ ଯେଉଁଠାକୁ ଗଲେ ଆପଣ ପ୍ରକୃତି ସହ ଏକାକାର ହୋଇଯିବା ପରି ମନେ କରିବେ…