ଟ୍ରେଣ୍ଡସ୍ ଷ୍ଟାଇଲ ଆଇକନ ୨୦୧୮ର ବିଜେତା ଘୋଷିତ
ଅଗ୍ରଣୀ ଆନ୍ତର୍ଜାତୀୟ ଫ୍ୟାସନ୍ ବ୍ରାଣ୍ଡ, ଟ୍ରେଣ୍ଡସ୍ ପକ୍ଷରୁ ଆଜି ‘ଷ୍ଟାଇଲ ଆଇକନ ୨୦୧୮’ର ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା କରାଯାଇଛି । ରମନ ରତନ ରାଉତ ଏବଂ ଐଶ୍ୱର୍ଯ୍ୟା ସିଂଙ୍କୁ ‘ଟ୍ରେଣ୍ଡ ଷ୍ଟାଇଲ ଆଇକନ ୨୦୧୮’ ଗ୍ରାଣ୍ଡ ଫିନାଲେର ବିଜେତା ଘୋଷିତ କରାଯାଇଥିବାବେଳେ ବିଜେତାମାନଙ୍କୁ…