Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ବାଣିଜ୍ୟ
  • ସୋନି ଇଣ୍ଡିଆ ପକ୍ଷରୁ ନୂଆ ଡବ୍ଲୁଏଫ୍‌-ଏଲ୍‌୯୧୦ (ଲିଙ୍କବଡ୍‌ସ ଓପନ୍‌) ଓୟାରଲେସ୍ ଇୟରବଡ୍‌ସର ଶୁଭାରମ୍ଭ
  • ବାଣିଜ୍ୟ

ସୋନି ଇଣ୍ଡିଆ ପକ୍ଷରୁ ନୂଆ ଡବ୍ଲୁଏଫ୍‌-ଏଲ୍‌୯୧୦ (ଲିଙ୍କବଡ୍‌ସ ଓପନ୍‌) ଓୟାରଲେସ୍ ଇୟରବଡ୍‌ସର ଶୁଭାରମ୍ଭ

October 25, 2024 1 minute read
8_LinkbudsOpen_kv360_Black-Large

Sony India launches new WF-L910 (LinkBuds Open) wireless earbuds redefining all-day comfort and connectivity

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଲିଙ୍କବଡ୍‌ସ ସିରିଜ୍‌ର ନୂଆ ଉତ୍ପାଦ ଡବ୍ଲୁଏଫ୍‌-ଏଲ୍‌୯୧୦ (ଲିଙ୍କବଡ୍‌ସ ଓପନ୍‌) ଓୟାରଲେସ୍ ଇୟର୍‌ବଡ୍‌ସକୁ ଉନ୍ମୋଚନ କରାଯାଇଛି। ଆରାମ, ସଂଯୋଗ ଓ ଉତ୍କୃଷ୍ଠ ସାଉଣ୍ଡ ମାନ ଚାହୁଥିବା ଗ୍ରାହକମାନଙ୍କୁ ପ୍ରାକୃତିକ ଅଡିଓ ଅନୁଭୂତି ପ୍ରଦାନ କରିବା ଲାଗି ଏହି ଇୟରବଡ୍‌ରେ ଉନ୍ନତ ପ୍ରଯୁକ୍ତି ଓ ଏର୍ଗୋନୋମିକ୍ ଡିଜାଇନ୍ ରହିଛି। ଏହା ହାଲୁକା ଓ ଛୋଟ ହୋଇଥିବା ବେଳେ ଏଥିରେ ଏୟାର ଫିଟିଂ ସର୍ପୋଟର ରହିଛି। ଏହାକୁ ଜ୍ୟାମିତିକ ଆକାର ପ୍ରଦାନ କରାଯାଇଛି ଯାହା କାନରେ ଭଲ ଭାବେ ଲାଗିପରିବ। ଏହାକୁ ଆଇପିଏକ୍ସ୪ ଜଳ ନିରୋଧୀ ରେଟିଂ ପ୍ରଦାନ କରାଯାଇଛି।
ଡବ୍ଲୁଏଫ୍‌-ଏଲ୍‌୯୧୦ ଇୟରବଡ୍‌ସରେ ୧୧ ଏମ୍‌ଏମ୍ ରିଙ୍ଗ ଆକାରର ଡ୍ରାଇଭର୍ ୟୁନିଟ୍ ରହିଛି ଯାହା ଉଚ୍ଚ ମାନର ସାଉଣ୍ଡ ପ୍ରଦାନ କରୁଛି। ମଧମ ଓ ଉଚ୍ଚ ମାନର ଫ୍ରିକୁଏନ୍‌ସି ସାଉଣ୍ଡକୁ ପୁନଃ ସୃଷ୍ଟି କରିବା ଲାଗି ସେଥିରେ ଡାୟାଫ୍ରାଗମ୍ ଓ ନିଓଡାମିଅମ୍ ଚୁମ୍ବକ ରହିଛି।
ଏହି ମଡେଲ୍ ବିଭିନ୍ନ ରଙ୍ଗରେ ଉପଲବ୍ଧ ହୋଇଛି ଯାହା ଆପଣଙ୍କ ଷ୍ଟାଇଲ୍ ସହ ଖାପଖାଇ ଆପଣଙ୍କ ଲୁକ୍ ବଢ଼ାଇବ। ଏହାର ଓପନ୍ ରିଙ୍ଗ ଡ୍ରାଇଭର୍ ଅଡିଓରେ ସ୍ୱଚ୍ଛତା ବଜାୟ ରଖିବ। ସୋନିର ସମନ୍ୱିତ ପ୍ରୋସେସର ଭି୨ ଓ ସ୍ୱତନ୍ତ୍ର ଭାବେ ଡିଜାଇନ୍ କାଯାଇଥିବା ୧୧ ଏମ୍‌ଏମ୍ ରିଙ୍ଗ ଆକୃତିର ଡ୍ରାଇଭର୍ ୟୁନିଟ୍ ସନ୍ତୁଳିତ, ଉଚ୍ଚ ମାନର ଓ ସ୍ପଷ୍ଟ ଅଡିଓ ପ୍ରଦାନ କରୁଛି।
ଏଥିରେ ଆଡାପ୍‌ଟିଭ୍ ଭଲ୍ୟୁମ୍ କଂଟ୍ରୋଲ୍ ରହିଛି ଯାହା ହେଉଛି ଏକ ସ୍ମାର୍ଟ ସୁବିଧା ଯାହା ଆପଣ ଥିବା ସ୍ଥାନ ଅନୁସାରେ ଭଲ୍ୟୁମ୍‌କୁ ଆଡଜଷ୍ଟ କରିବ। ଶାନ୍ତ ସ୍ଥାନରେ ଆପଣ ଅଳ୍ପ ଭଲ୍ୟୁମ୍ ଏବଂ କୋଳାହଳ ପୂର୍ଣ୍ଣ ସ୍ଥାନରେ ଉଚ୍ଚ ଭଲ୍ୟୁମ୍‌କୁ ଉପଭୋଗ କରିପାରିବେ। ଏହାର ବ୍ୟାଟେରି ୨୨ ଘଂଟା ପର୍ଯ୍ୟନ୍ତ କାମ କରୁଥିବାରୁ ଆପଣ ନିରବଚ୍ଛିନ୍ନ ଭାବେ ସାରା ଦିନ ମନୋରଂଜନ କରିପାରିବେ। ଏହାର କ୍ୱିକ୍ ଚାର୍ଜ ସୁବିଧା ପାଇଁ ଏହାକୁ ମାତ୍ର ୩ ମିନିଟ୍ ଚାର୍ଜ କଲେ ତାହା ୬୦ ମିନିଟ୍ ପର୍ଯ୍ୟନ୍ତ ପ୍ଲେବ୍ୟାକ୍ ପ୍ରଦାନ କରିବ।
ଡବ୍ଲୁଏଫ୍‌-ଏଲ୍‌୯୧୦ରେ ଅଟୋ ସ୍ୱିଚ, ଅଟୋ ପ୍ଲେ, କ୍ୱିକ୍ ଆକ୍‌ସେସ୍‌, ଭଏସ୍ କଂଟ୍ରୋଲ,ୱାଇଡ ଏରିଆ ଟ୍ୟାପ୍ ଓ ମଲ୍‌ଟି ପଏଂଟ୍ କନେକ୍ସନ ଭଳି ସୁବିଧା ରହିଛି। ଏହାର ଦାମ୍ ୧୯,୯୯୦ ଟଙ୍କା ରହିଛି। କଳା ଓ ଧଳା ରଙ୍ଗରେ ଏହା ୨୦୨୪ ଅକ୍ଟୋବର ୨୪ରୁ ସମସ୍ତ ସୋନି ସେଂଟର,ସୋନି ସ୍ୱୀକୃତିପ୍ରାପ୍ତ ଡିଲର୍‌ସିପ୍‌, ଆମାଜନ, ଫ୍ଲିପ୍‌କାର୍ଟ ଓ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରେ ଉପଲବ୍ଧ ହେବ।

About the Author

View All Posts

Post navigation

Previous: ବ୍ୟାଙ୍କ୍ ଅଫ ବରୋଦା ପକ୍ଷରୁ ବିଓବି ଉତ୍ସବ ଜମା ସ୍କିମର ଶୁଭାରମ୍ଭ
Next: ଆସନ୍ତା ୨୮ରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାରେ ୨ଟି ନୂଆ ସୋ’ରୁମର ହେବ ଶୁଭାରମ୍ଭ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay