Browsing Category

ମନୋରଞ୍ଜନ

ଅନ୍ୟ ଅଭିନେତ୍ରୀଙ୍କ ପରି ପୂଜା ମଧ୍ୟ ଯୌନ ଉତ୍ପୀଡନର ଶୀକାର ହୋଇଛନ୍ତି

ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବଡ ଝିଅ ତଥା ଅଭିନେତ୍ରୀ ପୂଜା ଭଟ୍ଟ ହୁଏତ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି କିନ୍ତୁ ସେ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ “ସଡକ ୨”ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଆଲିଆ ଭଟ୍ଟ ଏବଂ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ ।…

ପୁଣି ଥରେ ବାପା ହେବେ କରିସ୍ମାଙ୍କ ପୂର୍ବତନ ସ୍ୱାମୀ

ବଲିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଂଞ୍ଜୟ କପୁର ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ତ୍ରୀ ପ୍ରିୟା ସଚଦେବ ଗର୍ଭବତୀ ଅଛନ୍ତି ଏବଂ ସେ ଅଳ୍ପ ଦିନ ମଧ୍ୟରେ ନିଜର ଆଗାମୀ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି । ପ୍ରକାଶ ଥାଉକି, ସଞ୍ଜୟ ଏବଂ ପ୍ରିୟ ଗତ…

୮ ବର୍ଷ ପରେ ନାନାଙ୍କ ବିରୁଦ୍ଧରେ ଡିମ୍ପଲଙ୍କ ଏହି ଅଭିଯୋଗ ପୁଣି ଚର୍ଚ୍ଚାରେ

ତନୁଶ୍ରୀ ଦତ୍ତ ଏବଂ ନାନା ପାଟେକରଙ୍କ ବିବାଦ ଦିନକୁ ଦିନେ ଘନେଇବାରେ ଲାଗିଛି । ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିବାବେଳେ, ଯାହାକୁ ନେଇ ବର୍ତ୍ତମାନ ବଲିିଉଡରେ ହଇ-ଚଇ ଖେଳିଯାଇଛି । ଏହି ଘଟଣାକୁ ନେଇ ବଲିଉଡର ଅନେକ ଅଭିନେତା ନିଜ ପ୍ରତିକ୍ରିୟା…

ରିଲିଜ ଅପେକ୍ଷାରେ “ଉରି ଦ ସର୍ଜିକାଲ ଷ୍ଟ୍ରାଇକ”

୨୦୧୬ରେ ଜାମ୍ମୁ କାଶ୍ମୀରର ଉୁରୀ ସେକ୍ଟରସ୍ଥିତ ଏଲଓସି ନିକଟରେ ଥିବା ଭାରତୀୟ ସେନା ମୁଖ୍ୟାଳୟରେ ଆତଙ୍କବାଦୀମାନେ ଏକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭାରତର ୧୮ ଜଣ ଯବାନ ସହିଦ ହୋଇଥିବାବେଳେ ଗତ ୨୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ପକ୍ଷରୁ…

ମେଫେୟାରରେ ଅକ୍ଟୋବର ୧୦ରୁ ଦାଣ୍ଡିଆ ମହୋତ୍ସବ

ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ରୁହନ୍ତୁ । ନିଜର ମୁଡ ଠିକ୍ କରି ମେଫେୟାର ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଚଳିତ ବର୍ଷ ମେଫେୟାର ପକ୍ଷରୁ ୧୦ ଅକ୍ଟୋବରରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ମେଫେୟାର କନଭେନସନରେ ଦାଣ୍ଡିଆ ମହୋତ୍ସବର ଆୟୋଜନ କରାଯାଉଛି । ଲୋକପ୍ରିୟ ଚାର୍ଟବଷ୍ଟରଙ୍କୁ ପରାସ୍ତ କରି,…

ପ୍ରଥମ ଥର ପାଇଁ ବାପାଙ୍କ ଫିଲ୍ମରେ କାମ କରିବେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ପିତା ମହେଶ ଭଟ୍ଟଙ୍କ ସହ ଆଗାମୀ ଫିଲ୍ମରେ କାମ କରିବାକୁ ନେଇ ବେଶ ଉତ୍ସାହିତ ଥିବାର ଜଣାପଡୁଛି । “ସଡକ ୨”ରେ ଆଲିଆ ନିଜ ପିତାଙ୍କ ଫିଲ୍ମରେ କାମ କରିବେ । ଏକ ସାକ୍ଷାତକାର ମାଧ୍ୟମରେ ଆଲିଆ କହିଛନ୍ତି ଯେ, ମୁଁ ଯେତେବେଳେ ବହୁତ ଛୋଟ ଥିଲି ତେବେ ଏହି ଫିଲ୍ମ…

ଯୌନ ଉତ୍ପିଡନ ଯୋଗୁଁ ବଲିଉଡରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ସାରା ଦୁନିଆରେ #MeToo କ୍ୟାମ୍ପେନ ଜରୀଆରେ ଅନେକ ମହିଳା ତାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପିଡନ ବିରୋଧରେ ସ୍ୱର ଉଠାଇ ସାରିଛନ୍ତି । ସେହିଭଳି ବଲିଉଡର ମଧ୍ୟ ଅନେକ ଅଭିନେତ୍ରୀ ତାଙ୍କ ପ୍ରତି ହୋଇଥିବା କାଷ୍ଟିଙ୍ଗ କାଉଚ ଏବଂ ଯୌନ ଉତ୍ପିଡନ ବିରୋଧରେ ସ୍ୱର ଉଠାଇ ସାରିଛନ୍ତି । ପୂର୍ବରୁ ବଲିଉଡର…

କ୍ୟାନସରରେ ପୀଡିତ ଥିଲେ ଆୟୁଷମାନ ଖୁରାନଙ୍କର ପତ୍ନୀ

କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡିତ ଥିବାର ସୂଚନା ପ୍ରଦାନ କରିଥିବାବେଳେ ବର୍ତ୍ତମାନ ବଲିଉଡ ଅଭିନେତା ଆୟୁଷମାନ ଖୁରାନଙ୍କର ପତ୍ନୀ “ତାହିରା କଶ୍ୟପ” ଇନଷ୍ଟାଗ୍ରାମରେ ନିଜର ଏହି ରୋଗ ସଂପର୍କରେ ସୂଚନା ଦେବା ସହ ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି ।…

ଭୁବନେଶ୍ୱରରେ ଆୟୋଜିତ ହେବ “ଇଣ୍ଡିଆନ୍ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଭୁବନେଶ୍ୱର ୨୦୧୮’

ଇଣ୍ଡିଆନ୍ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଭୁବନେଶ୍ୱର (ଆଇଡିଏଫ୍ଏସ୍ବି) ୨୦୧୮କୁ ଭୁବନେଶ୍ୱରର ଓଡ଼ିଶା ଗବେଷଣା କେନ୍ଦ୍ର ଠାରେ ସେପ୍ଟେମ୍ବର ୨୮-୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫଏସବି) ପକ୍ଷରୁ ବିକଳ୍ପ, ଇଣ୍ଡିଆନ୍ ଫାଉଣ୍ଡେସନ୍ ଅଫ୍ ଆର୍ଟସ୍…

ରିଲିଜ ପୂର୍ବରୁ ବାହୁବଲୀକୁ ପଛରେ ପକାଇଲା ୨.୦

ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ୨.୦ ଦୀର୍ଘ ସମୟ ହେବ ଚର୍ଚ୍ଚାରେ ରହି ଆସୁଛି । ଏହି ଫିଲ୍ମଟି ହେଉଛି ରୋବଟର ସିକ୍ୱେଏଲ। ଏହି ଫିଲ୍ମରେ ରଜନୀକାନ୍ତ ହିରୋ ଭୂମିକାରେ ଅଭିନୟ କରୁଥିବାବେଳେ ଅକ୍ଷୟ କୁମାର ନେଗେଟିଭ ଭୂମିକାରେ ନଜର ଆସିବେ । ପୂର୍ବରୁ ଅକ୍ଷୟ କୁମାର ନିଜ…