Browsing Category

ମନୋରଞ୍ଜନ

ସଲମାନ ଖାନ ଓ ତାଙ୍କ ଭଉଣୀଙ୍କ ବିରୋଧରେ ଠକେଇ ଅଭିଯୋଗ

ବଲିଉଡ ଅଭିନେତା ସଲମାନ ଖାନ୍, ତାଙ୍କ ଭଉଣୀ ଓ କମ୍ପାନୀ ବିଙ୍ଗ ହ୍ୟୁମାନ୍ ଏବେ ଅଡୁଆରେ। ଚଣ୍ଡୀଗଡର ଜଣେ ବ୍ୟବସାୟୀ ତାଙ୍କ ବିରୋଧ​‌ରେ ଆଣିଛନ୍ତି ଠକେଇ ଅଭିଯୋଗ। ବ୍ୟବସାୟୀ ଜଣକଙ୍କର ଅଭିଯୋଗ ଅନୁସାରେ, ଶୋରୁମ୍ ଖୋଲିବା ପରେ କମ୍ପାନୀ ଦିଲ୍ଲୀରୁ ଜିନିଷ ପଠାଉ ନାହିଁ। କମ୍ପାନୀର ୱେବସାଇଟ…

ହୃଦଘାତରେ ପ୍ରାଣ ହରାଇଲେ ମନ୍ଦିରା ବେଦୀଙ୍କ ସ୍ବାମୀ ତଥା ଫିଲ୍ମମେକର କୌଶଲ

ବୁଧବାର ସକାଳେ ମନ୍ଦିରା ବେଦୀଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି | ହୃଦଘାତରେ ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ଘଟିଛି। ରାଜଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା। ରାଜ କୌଶଲଙ୍କ ହଠାତ୍ ଦେହାନ୍ତ ହୋଇ ମନ୍ଦିରା ବେଦୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ…

ଶାହିଦ କପୁରଙ୍କ ଫିଲ୍ମ ଇଷ୍କ ବିଶ୍କ ରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ, ଏବେ କଣ କରୁଛନ୍ତି ଜାଣନ୍ତୁ

ଅମୃତା ରାଓ ଏବଂ ଶାହିଦ କପୁର ଫିଲ୍ମ 'ଇଶ୍କ ବିଶ୍କ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଶାହିଦ ଏବଂ ଅମୃତାଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ଥିଲେ ଯିଏ ନିଜେ ଏହି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ଥିଲେ ଶେହେନାଜ ଟ୍ରେଜେରିୱାଲା | ବଲିଉଡ ଅଭିନେତ୍ରୀ, ମଡେଲ ତଥା…

ଅନଲାଇନରେ ମଦ ମଗାଇ ଠକାମିର ଶୀକାର ହେଲେ ଶବାନା ଆଜମୀ , ପଢନ୍ତୁ ପୂରା ଘଟଣା

ବଲିଉଡ ଅଭିନେତ୍ରୀ ତଥା ବର୍ଷିୟାନ କଳାକାର ଶବାନା ଆଜମୀ ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ନିଜେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ସୂଚିତ କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁବାର ସକାଳେ ସେ ଠକେଇ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିବା ସହ ଲୋକଙ୍କୁ ଅନଲାଇନ୍‌…

ଜଳବାୟୁ ପରିବର୍ତନ ଉପରେ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ଜେନେଭା ଅବ୍‌ଜର୍ଭର୍‌ରେ ପ୍ରଦର୍ଶିତ ହୋଇଛି

ଭୁବନେଶ୍ୱର, : ଅଭିନେତ୍ରୀ ଦିବ୍ୟା ଦତା, ତନିଷ୍ଠା ଚାଟର୍ଜୀ, ମଞ୍ଜିରି ଫଡ୍‌ନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜି ଓ: ସଷ୍ଟେନ୍‌ଡ - ଫସିଲ ଫୁଏଲ୍ ଇନ୍‌ଭେଷ୍ଟମେଂଟ୍ ନିଡ୍‌ସ ଟୁ ଏଣ୍ଡ ନାଓ’ ପାଇଁ ଜେନେଭା ଅବ୍‌ଜର୍‌ଭର୍ ମଞ୍ଜିରି…

ଟାଇମ ସ୍କୋୟାରରେ ବେବୋଙ୍କ ଚମକ

ବଲିଉଡ କ୍ୱିନ୍ କରୀନା କପୁର ଖାନଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । କରୀନା ସଫଳତାର ସହ ନିଜକୁ ଦେଶର ସବୁଠାରୁ ବଡ ମହିଳା ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କରିଛନ୍ତି । ବର୍ତ୍ତମାନ କରୀନା ଟାଇମ୍ସ ସ୍କୋୟାର ନ୍ୟୁୟର୍କରେ ଚମକୁଛନ୍ତି, ଯେଉଁଠାରେ ଏକ ଲୋକପ୍ରିୟ ଅଳଙ୍କାର ବ୍ରାଣ୍ଡ…

ବିବାହ ବିଚ୍ଛେଦ ପରେ ପୁଣିଥରେ ପ୍ରେମରେ ପଡିଲେଣି ଅଭିନେତ୍ରୀ ମନିଷା ଲାମ୍ବା

ବଲିଉଡ୍ ଅଭିନେତ୍ରୀ ତଥା ବିଗ୍ ବସ୍ ସିଜିନ୍ ୮ ପ୍ରତିଯୋଗୀ ମିନିଶା ଲାମ୍ବା ଦୀର୍ଘ ଦିନ ଧରି ଲାଇମଲାଇଟ୍ ବାହାରେ ତାଙ୍କ ଜୀବନକୁ ଉପଭୋଗ କରି ଆସୁଛନ୍ତି । ସେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ଗତ ବର୍ଷ ସେ ସ୍ୱାମୀ ରିଆନ୍ ଥାମଙ୍କ ସହ ସମ୍ପର୍କ ଭାଙ୍ଗି ଛାଡପତ୍ର ନେଇଥିଲେ। ବିବାହର…

ଲକଡାଉନ ପରେ ସୁଟିଂ ସେଟକୁ ଫେରିଲେ ବିଗ-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ମଧ୍ୟ ବହୁତ ଫିଟ୍ ଏବଂ ସୁସ୍ଥ ଦେଖାଯାଆନ୍ତି । ଏଥି ସହିତ, ପାଞ୍ଚ ଦଶନ୍ଧିର ଲମ୍ବା କ୍ୟାରିୟରରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶାସନ କରୁଥିବା ବିଗ୍ ବି ଆଜି ମଧ୍ୟ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ଅମିତାଭ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ…

କ’ଣ ସତରେ ନୁସରତ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଫାଟର କାରଣ ସାଜିଛନ୍ତି ବିଜେପି ନେତା ୟସ ଦାସଗୁପ୍ତା, ଜାଣନ୍ତୁ ପୁରା…

ତୃଣମୂଳ କଂଗ୍ରେସ ନୁସରତ ଜହାଁ ନିଜ ବୈବାହିକ ଜୀବନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ବଙ୍ଗୀୟ ଅଭିନେତା ଓ ବିଜେପି ନେତା ୟଶ ଦାସଗୁପ୍ତାଙ୍କ ସହ ଯୋଡ଼ା ଯାଉଛି । କିଏ ଏହି ୟଶ ? ନୁସରତଙ୍କ ସହ ତାଙ୍କ ସମ୍ପର୍କ କଣ ? ୟଶ ଦାସଗୁପ୍ତାଙ୍କ…

ଅଭିନୟ ଜଗତକୁ ଅଲବିଦା କହିଲେ ଅଭିନେତ୍ରୀ ଅନୀତା ହସନନ୍ଦାନୀ

ଟିଭି ପରାଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର…