Browsing Category

ବାଣିଜ୍ୟ

ପାର୍ଲେ ପକ୍ଷରୁ ୟୁ ଆର୍ ମାଇଁ ପାର୍ଲେ-ଜି ଅଭିଯାନର ଶୁଭାରମ୍ଭ

ଭାରତର ଅଗ୍ରଣୀ ବିସ୍କୁଟ୍ ଓ ମିଷ୍ଟାନ୍ନ ଉତ୍ପାଦନକାରୀ ସଂସ୍ଥା ପାର୍ଲେ ପ୍ରଡକ୍ଟସ ପକ୍ଷରୁ ‘ୟୁ ଆର୍ ମାଇଁ ପାର୍ଲେ-ଜି’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ବର୍ଷ ବର୍ଷ ଧରି ସମସ୍ତଙ୍କ ଜୀବନରେ ପାର୍ଲେ ଜି ପକାଉଥିବା ମହତ୍ୱ ଓ ଗୁରୁତ୍ୱପୂର୍ଣ୍ଣତାକୁ ପୁନଃ ସ୍ଥାପନ କରିବା ପାଇଁ ଏକ…

କେଣ୍ଟ ଆରଓ ୱାଟର ପ୍ୟୁରିଫାୟର୍ ପ୍ରଦାନ କରୁଛି ୪ବର୍ଷର ଫ୍ରି ସର୍ଭିସ

ଭାରତର ସବୁଠାରୁ ବିଶ୍ୱସନୀୟ ୱାଟର ପ୍ୟୁରିଫାୟର୍ ବ୍ରାଣ୍ଡ କେଣ୍ଟ ଆର୍ଓ ନିଜ ଉତ୍ପାଦମାନଙ୍କର ଫ୍ରି ସର୍ଭିସ ସମୟସୀମାକୁ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବର୍ଷେ ୱାରେଣ୍ଟି ସହ ୩ ବର୍ଷ ଫ୍ରି ସର୍ଭିସ ଯୋଗାଇଦେବାରେ କେଣ୍ଟ ଆର୍ଓ ହେଉଛି ପ୍ରଥମ ବ୍ରାଣ୍ଡ । ଏହା ସ୍ଥାନୀୟ ବଜାରମାନଙ୍କରେ…

ଭୁବନେଶ୍ୱରରେ କୋମିଓ ଏକ୍ସ ୧ ନୋଟ ସ୍ମାର୍ଟଫୋନର ଶୁଭାରମ୍ଭ

କୋମିଓ ସ୍ମାର୍ଟଫୋନ ପକ୍ଷରୁ ଭୁବନେଶ୍ୱରରେ ଏହାର ସ୍ମାର୍ଟଫୋନ କୋମିଓ ଏକ୍ସ୧ ନୋଟର ଶୁଭାରମ୍ଭ କରାଯାଇଛି । ୯,୯୯୯ ଟଙ୍କାରେ ଉପଲବ୍ଧ ଏକ୍ସ୧ ନୋଟ ତ୍ରୁଟିହୀନ ସ୍ଲିମ ଆଇଡି ଡିଜାଇନ ସହିତ ଷ୍ଟାଇଲିସ ମିରର ଫିନିସ ବ୍ୟାକ କଭର ଦୁଇଟି ଭିନ୍ନ ରଙ୍ଗ ରୟାଲ ବ୍ଲୁ ଏବଂ ସନରାଇଜ ଗୋଲ୍ଡରେ ଉପଲବ୍ଧ ।…

ଭାରତରେ ଶୁଭାରମ୍ଭ ହେଲା ନୂତନ Toyota Yaris

ଭାରତୀୟ କାର ବଜାରରେ ଟୋୟଟା ପକ୍ଷରୁ ଏହାର ନୂତନ କାର ଟୋୟଟା ୟାରିସର ଶୁଭାରମ୍ଭ କରାଯାଇଛି । ଏହି କାରଟିର ପ୍ରାରମ୍ଭିକ ମୂଲ୍ୟ ୮.୭୫ଲକ୍ଷରୁ ଆରମ୍ଭ ହୋଇ୧୪.୦୭ ଲକ୍ଷ (ଏକ୍ସ-ସୋରୁମ) ପର୍ଯ୍ୟନ୍ତ ରହିଛି । ବଜାରରେ ଟୟୋଟା ୟାରିସ ୪ଟି ସଂସ୍କରଣ ସହ ମାନୁଆଲ ଓ ସିଭିଟି ଗିୟର ବକ୍ସର ବିକଳ୍ପ ସହ…

ଆସନ୍ତା କାଲିରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବଜାର ‘ପବ୍ଲିକ୍ ହଲିଡେ ସେଲ୍’

ବିଗ୍ ବଜାର ପକ୍ଷରୁ ଏପ୍ରିଲ୍ ୨୮ରୁ ମେଁ ୨ ତାରିଖ ମଧ୍ୟରେ ସମସ୍ତ ବିଗ୍ ବଜାର ଷ୍ଟୋରମାନଙ୍କରେ ‘ପବ୍ଲିକ୍ ହଲିଡେ ସେଲ୍’ର ଘୋଷଣା କରାଯାଇଛି । ୫ ଦିନର ଏହି ସେଲ୍ ଦେଶର ୧୩୨ଟି ସହରରେ ଥିବା ୩୪୦ରୁ ଅଧିକ ବିଗ୍ ବଜାର, ଫୁଡ୍ ବଜାର, ଏଫବିବି ଓ ହାଇପରସିଟି ଷ୍ଟୋରମାନଙ୍କରେ ଉପଲବ୍ଧ ହେଉଛି । ଏହି…

ଭୁବନେଶ୍ୱରରେ ଫର୍ଡ ଫ୍ରିଷ୍ଟାଇଲର ଶୁଭାରମ୍ଭ

ଫର୍ଡ ପକ୍ଷରୁ ଏହାର ପ୍ରଥମ ୟୁଟିଲିଟି ଯାନ ଫର୍ଡ ଫ୍ରିଷ୍ଟାଇଲକୁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି । ଦୁଇଟି ଇନ୍ଧନ ବିକଳ୍ପ ଏବଂ ୬ଟି ନୂଆ ରଙ୍ଗରେ ଏହି ସିୟୁଭି ଚାରୋଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି । ଫର୍ଡ଼ ଫ୍ରିଷ୍ଟାଇଲ ପେଟ୍ରୋଲ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୦୯,୦୦୦ ଟଙ୍କା…

ଫାଇଲସ ଗୋ ଆପ୍ ବର୍ତ୍ତମାନ ଓଡିଆ ଭାଷାରେ ଉପଲବ୍ଧ

ଗୁଗୁଲ ପକ୍ଷରୁ ଏହାର ଫାଇଲ ଗୋ ଆପ୍ ଓଡିଆ ଭାଷାରେ ଉପଲବ୍ଧତାକୁ ଘୋଷଣା କରାଯାଇଛି । ଫାଇଲସ୍ ଗୋ ଆପ୍ ମୋବାଇଲରେ ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ମୋବାଇଲ ଫୋନରୁ ସ୍ପେସକୁ ବୃଦ୍ଧି କରିବା ସହିତ ଅଫଲାଇନ୍ ଥିବାବେଳେ ମଧ୍ୟ ଅନ୍ୟମାନଙ୍କ ସହିତ ଶୀଘ୍ର ଫାଇଲ ସେୟାର କରିବା ପାଇଁ ସୁବିଧା ପ୍ରଦାନ…

ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ

ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ କରାଯାଇଛି । ବିଏମଡବ୍ଲ୍ୟୁ ଏକ୍ସ ୩ ଆକର୍ଷଣୀୟ ଡ୍ରାଇଭିଙ୍ଗ ଡାଇନାମିକ୍ସ ସହିତ ନିପୁଣ ବ୍ୟବହାର୍ଯ୍ୟର ମିଶ୍ରଣ ଆକ୍ଟିଭ ଏବଂ ଗତିଶୀଳ ଲାଇଫଷ୍ଟାଇଲ ପାଇଁ ଉତ୍ତମ । ଏହି କାର୍ ଆଜି ଠାରୁ ବିଏମଡବ୍ଲ୍ୟୁ ଡିଲରସିପରେ ଉପଲବ୍ଧ ହେବ । ଏହା ବର୍ତ୍ତମାନ…

ସୋନାଲିକା ଟ୍ରାକ୍ଟର୍ସର ୨୦୧୭-୧୮ରେ ୧ ଲକ୍ଷ ଟ୍ରାକ୍ଟର ବିକ୍ରି

ସୋନାଲିକା ଇଣ୍ଟରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍ (ଆଇଟିଏଲ୍) ହୋସିଆରପୁରରେ ବିଶ୍ୱର ଏକ ନମ୍ବର ସର୍ବବୃହତ ସମନ୍ୱିତ ଟ୍ରାକ୍ଟର କାରଖାନା ସ୍ଥାପନ କରିଛି । ଏହା ଖୁବ୍ କମ୍ ସମୟ ମଧ୍ୟରେ ବର୍ଷକୁ ୧ ଲକ୍ଷ ଟ୍ରାକ୍ଟର ବିକ୍ରି କରି ଇତିହାସ ସୃଷ୍ଟି କରିଛି ଓ ମୋଟାମୋଟି ଭାବେ ୨୨% ଅଭିବୃଦ୍ଧି…

ଭୁବନେଶ୍ୱରରେ ଏଚପି ଷ୍ଟୋରର ଶୁଭାରମ୍ଭ

ଏଚପି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ତୃତୀୟ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଉକ୍ତ ଷ୍ଟୋର୍ ଭୁବନେଶ୍ୱରର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ୨୫୦ ବର୍ଗ ଫୁଟ ସ୍ଥାନ ବିଶିଷ୍ଟ ଏହି ନୂତନ ଷ୍ଟୋରରେ ଏଚପି କଞ୍ଜ୍ୟୁମର ଉତ୍ପାଦର…