Browsing Category

ବାଣିଜ୍ୟ

ଅଲିବାବା ଗ୍ରୁପର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ

ଅଲିବାବା ଗ୍ରୁପ ପକ୍ଷରୁ ଗ୍ରୁପର ମୂଳ ତତ୍ୱ ଏବଂ ଲକ୍ଷ୍ୟ ସହିତ ବିଭିନ୍ନ ଚାରିଟେବୁଲ ଏବଂ ସମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସହାୟତା କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଉକ୍ତ ଅନୁଷ୍ଠାନ ସର୍ବଦା ସମାଜିକ କାରଣଗୁଡିକୁ ଦର୍ଶାଇ ବିଭିନ୍ନ ବ୍ୟବସାୟରେ ଲୋକହିତକର ଯୋଗଦାନ କରିବା ପାଇଁ…

ଭାରତରେ ଲେକ୍ସସ ଇଏସ୩୦୦ଏଚର ଶୁଭାରମ୍ଭ

ଲେକ୍ସସ ଇଣ୍ଡିଆ ପକ୍ଷରୁ ଅଲ ନିୟୁ ହାଇବ୍ରିଡ ଇଲେକଟ୍ରିକ ସେଦାନ ସହିତ ଦେଶରେ ଇଏସ ୩୦୦ଏଚର ଶୁଭାରମ୍ଭ କରାଯାଇଛି । ସମ୍ପୂର୍ଣ୍ଣ ନୂତନ ବିଶ୍ୱସ୍ତରୀୟ କଳାକୌଶଳ –କେ (ଜିଏ-କେ)ପ୍ଲାଟଫର୍ମ ସହିତ ପ୍ରସ୍ତୁତ ଏହି ଇଏସ ୩୦୦ଏଚ, ୨.୫ ଲିଟର, ନୂତନ ୪ଟି ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଏବଂ…

ହାୟର ପକ୍ଷରୁ ଭାରତରେ ଦ୍ୱିତୀୟ ଔଦୋଗିକ ପାର୍କ ପ୍ରତିଷ୍ଠା

ବିଶ୍ୱର ଅଗ୍ରଣୀ ଘରୋଇ ଓ ଗ୍ରାହକ ବୈଦୁତିକ ଉପକରଣ ନିର୍ମାଣକାରୀ ସଂସ୍ଥା, ହାୟର ଉତ୍ତର ପ୍ରଦେଶ ସରକାରଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଛି, ଯେଉଁଥିରେ ସେ ଉତ୍ତର ପ୍ରଦେଶର ଗ୍ରେଟର୍ ନୋଏଡାରେ ତାହାର ଦ୍ୱିତୀୟ ଔଦୋଗିକ ପାର୍କର ସ୍ଥାପନ କରିବାକୁ ଯାଉଛିି । ଏହି ବିକାଶ ସହିତ ହାୟର…

ଟେନ ସେଣ୍ଟ ଗେମ୍ସ ପକ୍ଷରୁ ପିୟୁବିଜି ମୋବାଇଲ କ୍ୟାମ୍ପସ ଚମ୍ପିଅନସିପ୍ ୨୦୧୮

ବିଶ୍ୱର ବୃହତ ଗେମ୍ କମ୍ପାନୀ ଟେନସେଣ୍ଟ ଗେମ୍ସ ପକ୍ଷରୁ ଭାରତର ବୃହତ ଇ-ସ୍ପୋର୍ଟସ ଚାମ୍ପିଅନସିପ ପିୟୁବିଜି ମୋବାଇଲ କ୍ୟାମ୍ପସ ଚମ୍ପିଅନସିପ ୨୦୧୮ର ଘୋଷଣା କରାଯାଇଛି । ଟେନସେଣ୍ଟ ଗେମ୍ସ ପକ୍ଷରୁ ଓପୋ ଇଣ୍ଡିଆ ସହିତ ସହଭାଗିତା କରାଯାଇ ୨୬ ସେପ୍ଟେମ୍ବରରୁ ୨୧ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଏହି…

ଶୁଭାରମ୍ଭ ହେଲା ‘ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ’ର ଦ୍ୱିତୀୟ ସଂସ୍କରଣ

ଲେକ୍ସସ ଇଣ୍ଡିଆ ପକ୍ଷରୁ ଏହାର ଦ୍ୱିତୀୟ ସଂସ୍କରଣର ଲେକ୍ସସ ଡିଜାଇନ ଆୱାର୍ଡ ଇଣ୍ଡିଆ(ଏଲଡିଏଆଇ)ର ଘୋଷଣା କରାଯାଇଛି । ଏହି ଡିଜାଇନ ପ୍ରତିଯୋଗିତା ଉଭୟ ନୂତନ ଏବଂ ପୂର୍ବରୁ ଥିବା ଡିଜାଇନର ଏବଂ ସୃଷ୍ଟିକାରୀଙ୍କ ପାଇଁ ଏକ ଉକ୍ତୃଷ୍ଟ ପ୍ଲାଟଫର୍ମ । ଅତ୍ୟାଧୁନିକ ଡିଜାଇନ ଶ୍ରେଷ୍ଠତା ପାଇଁ…

ଏବେ ଲମ୍ବା ଅବଧି ପାଇଁ ମିଳିପାରିବ ଭଡାରେ କାର

ଯେଉଁମାନଙ୍କ ପାଖରେ କାର ନଥାଏ ସେମାନଙ୍କୁ କୌଣସି ସ୍ଥାନକୁ ଯିବା ହେଲେ ଏକ ଗାଡିକୁ ଭଡା କରି ଯିବାକୁ ପଡିଥାଏ । ବ୍ୟକ୍ତି ଜଣକ ଉକ୍ତ ଭଡା ଗାଡିକୁ ଚାହିଁଲେ ସୁଧା ତାକୁ ଲମ୍ବା ଅବଧି ପର୍ଯ୍ୟନ୍ତ ରହିପାରିନଥାଏ । ଏହି ପରିପ୍ରେକ୍ଷୀରେ ଭାରତର ବିଶାଳ ସେଲ୍ଫ ଡ୍ରାଇଭ୍ ସଂସ୍ଥା ଜୁମକାର୍ ପକ୍ଷରୁ…

ଏନଭି ପର୍ଫ୍ୟୁମ୍ ଆଣୁଛି ଅଟୋ ପଚ୍ ଜ୍ଞାନକୌଶଳଯୁକ୍ତ ଗ୍ୟାସ୍ ଡିଓଡ୍ରାଣ୍ଟ

ଅଗ୍ରଣୀ ପର୍ଫ୍ୟୁମ୍ ବ୍ରାଣ୍ଡ ଏନଭି ପକ୍ଷରୁ ଏକ ନୂତନ ଶ୍ରେଣୀର ପର୍ଫ୍ୟୁମର ଶୁଭାରମ୍ଭ କରାଯାଉଛି । ଏହା ଏନଭି ପର୍ଫ୍ୟୁମ୍ର ଏକ ନୂତନ ଉଦ୍ଭାବନ, ଯାହା ଗ୍ରାହକମାନଙ୍କୁ ସନ୍ତୋଷ ପ୍ରଦାନ କରିପାରିବ । ଏଥିରେ ରହିଛି ଅଟୋ ପଚ୍ ଜ୍ଞାନ କୌଶଳ, ଯେଉଁଥିରେ ଆବଶ୍ୟକ ପରିମାଣର ଡିଓଡ୍ରାଣ୍ଟ ସ୍ପ୍ରେ…

ପୁଣି ଫେରିଆସିଛି ଏୟାର ଏସିଆର ବୃହତ୍ତ ସେଲ୍

ଏୟାର ଏସିଆ ଏହାର ବହୁ ପ୍ରତିକ୍ଷୀତ ବିଗ୍ ସେଲ୍ ପ୍ରମୋସନ୍ ସହିତ ପୁଣିଥରେ ଆସିଛି, ଯାହାକି ଯାତ୍ରୀ ମାନଙ୍କୁ ୧୨୦ରୁ ଅଧିକ ଗନ୍ତବ୍ୟସ୍ଥଳ ଯେପରିକି ଏସିଆ, ଅଷ୍ଟ୍ରେଲିଆ ଏବଂ ଆହୁରି ଅଧିକ ସ୍ଥାନ ସହିତ ଯୋଡ଼ିକରି ରଖିବ । ୧୯ ଫେବୃୟାରୀ ରୁ ୨୬ ନଭେମ୍ବର ୨୦୧୯ ମଧ୍ୟରେ ଯାତ୍ରା କରିବାକୁ…

ଝାରସୁଗୁଡାରେ ବାଜାର କୋଲକାତାର ପ୍ରଥମ ସୋରୁମ

ପୂର୍ବ ଭାରତର ଏକ ଅଗ୍ରଣୀ ରିଟେଲ ଚେନ୍, ବାଜାର କୋଲକାତା ପକ୍ଷରୁ ଝାରସୁଗୁଡାରେ ଏହାର ପ୍ରଥମ ସୋରୁମର ଶୁଭ ଉଦ୍ଘାଟନ କରାଯାଇଛି । ଝାରସୁଗୁଡାର ସରବାହାଲ୍ ରୋଡଠାରେ ୬୦୦୦ ବର୍ଗ ଫୁଟରେ ପରିବ୍ୟାପ୍ତ ଉକ୍ତ ସୋରୁମରେ ଆକର୍ଷଣୀୟ ମୂଲ୍ୟରେ ବିସ୍ତୃତ ରେଞ୍ଜର ପୋଷାକ, ଘରୋଇ ଉତ୍ପାଦ ଏବଂ ଆସବାବ…

ୟୁ.ଏସ ପୋଲୋ ଆସୋସିଏସନ୍ ପକ୍ଷରୁ ଶରତ ଶୀତ କଲେକ୍ସନ

ଭାରତରେ ଫ୍ୟାସନ ପରିଧାନ ବର୍ଗରେ ୟୁ.ଏସ୍ ପୋଲୋ ଆସୋସିଏସନ୍ ସର୍ବଦା ଅଗ୍ରଣୀ ରହିଥିବାବେଳେ ଚଳିତ ବର୍ଷର ଶରତ ଏବଂ ଶୀତ ଋତୁରେ କୌଣସି ଭିନ୍ନତା ନାହିଁ । ଚଳିତ ଋତୁର ପୋଷାକ ଆଲମାରିକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କଲର ପ୍ୟାଲେଟ ଏବଂ କନଟ୍ରାଷ୍ଟ ସେଡର ମିକ୍ସ ସହିତ ଚଳିତ…