ୟୁ.ଏସ ପୋଲୋ ଆସୋସିଏସନ୍ ପକ୍ଷରୁ ଶରତ ଶୀତ କଲେକ୍ସନ


ଭାରତରେ ଫ୍ୟାସନ ପରିଧାନ ବର୍ଗରେ ୟୁ.ଏସ୍ ପୋଲୋ ଆସୋସିଏସନ୍ ସର୍ବଦା ଅଗ୍ରଣୀ ରହିଥିବାବେଳେ ଚଳିତ ବର୍ଷର ଶରତ ଏବଂ ଶୀତ ଋତୁରେ କୌଣସି ଭିନ୍ନତା ନାହିଁ । ଚଳିତ ଋତୁର ପୋଷାକ ଆଲମାରିକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କଲର ପ୍ୟାଲେଟ ଏବଂ କନଟ୍ରାଷ୍ଟ ସେଡର ମିକ୍ସ ସହିତ ଚଳିତ ଶରତ ଶୀତ କଲେକସନ ଅଥେନଟିକ ଆମେରିକାନ ଫ୍ୟାସନ ସହିତ ପ୍ରସ୍ତୁତ । ୟୁ.ଏସ ପୋଲୋ ଆସୋସିଏସନ୍ ଏହି ଋତୁରେ ସ୍ପୋର୍ଟି ଡିଜାଇନ ଏବଂ ସର୍ବଦା ରହୁଥିବା ରଙ୍ଗ ଆଣିଦେଇଛି । ଶରଦ ଶୀତ କଲେକସନରେ ଏହି ଋତୁ ପାଇଁ ସମସ୍ତ ପ୍ରକାରର ବ୍ୟାପକ ବସ୍ତ୍ର ରହିଛି । ମାତ୍ର ୬୯୯ ଟଙ୍କାରୁ ୭୪୯୯ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଥିବା ଶରତ ଶୀତ କଲେକସନ ଭାରତର ସମସ୍ତ ୟୁ.ଏସ ପୋଲୋ ଆସୋସିଏସନର ଷ୍ଟୋର ଗୁଡ଼ିକରେ ଉପଲବ୍ଧ ହେଉଛି ।
ଏକ ବ୍ରାଣ୍ଡ ହିସାବରେ ଆମେରିକାର ଶ୍ରେଷ୍ଠ ସ୍ପିରିଟ ସହିତ ପ୍ରସ୍ତୁତ ଉକ୍ତ କଲେକସନରେ ସମ୍ପୂର୍ଣ୍ଣ ଗ୍ୟାଲେରୀରେ ଶ୍ରେଷ୍ଠ ପାରମ୍ପରିକ ଫ୍ୟାସନ ଉପଲବ୍ଧ ହେଉଛି । ଏହି ନୂତନ ଆଥେନଟିକ ଆମେରିକାନ ଫ୍ୟାସନ କଲେକସନରେ ୟୁ.ଏସ ପୋଲୋ ଷ୍ଟାଇଲରେ ଟ୍ରାଉଜର, ପୁଲଓଭର, ସାର୍ଟ ଏବଂ ପୋଲୋ ରହିଛି । ଏହି ବ୍ରାଣ୍ଡର ପ୍ରିମିୟମ କଲେକସନରେ ଅନ୍ୟ ଏକ ମରକ୍ୟୁ ପିସ ମଧ୍ୟରେ ବିସ୍ତୃତ ରେଞ୍ଜର ଚିନୋଜ ରହିଛି । ସେଗୁଡିକ ଖାତ୍କ ଠାରୁ ଆରମ୍ଭ କରି ସ୍ମାର୍ଟ କାଜୁଆଲ ଏବଂ ପ୍ରିଣ୍ଟେଡ ଚିନୋଜ ରହିଛି । ୟୁ.ଏସ ପୋଲୋ ଆସୋସିଏସନରେ ଉପଲବ୍ଧ ହେଉଥିବା ଟ୍ରାଉଜର ଗୁଡିକ ଆରାମଦାୟକ ଏବଂ ଅନ୍ୟ ବଟମସ ଠାରୁ ଶ୍ରେଷ୍ଠ । ଏହି ବ୍ରାଣ୍ଡଟିରେ ସମ୍ପ୍ରତି ଜଳ କିମ୍ବା ଧୁଳିକୁ ପ୍ରତିରୋଧକ ଏବଂ ଶୀଘ୍ର ଶୁଖିଯିବାର ବିଶିଷ୍ଟତା ପରି କିଛି ଆକର୍ଷଣୀୟ ନୂତନ ବିକାଶ କରାଯାଇଛି । ଉକ୍ତ ଟ୍ରାଉଜରଗୁଡିକ ଆପଣଙ୍କ ମୋବାଇଲର ଯତ୍ନ ନେବା ସହିତ ଏହାର ସୁରକ୍ଷିତ ପକେଟ ଡିଜାଇନରେ ଆପଣ ଆପଣଙ୍କ ମୋବାଇଲକୁ ତତ୍କ୍ଷଣାତ୍ ଓଦା ହେବା ପରିସ୍ଥିତିରୁ ରକ୍ଷା କରିପାରିବେ । ଏହାର ଅଟୋ ଫ୍ଲେିକସିବୁଲ ଅଣ୍ଟା ସହିତ ନିଓଫ୍ଲେକ୍ସ ସଠିକଭାବେ ଆରାମ ପ୍ରଦାନ କରୁଥିବାବେଳେ ସମ୍ପୂର୍ଣ୍ଣ ଦିନ ଆପଣଙ୍କ ଗତିବିଧି ସହିତ ପର୍ଯ୍ୟାପ୍ତ ଆରାମ ପ୍ରଦାନ କରିଥାଏ । ଉକ୍ତ ଶରତ ଶୀତ କଲେକସନରେ ମଧ୍ୟ ଜଳ ପ୍ରତିରୋଧକ କୌଶଳ ସହିତ ପ୍ରସ୍ତୁତ ମନସୁନ ପ୍ୟାଣ୍ଟର ଶୁଭାରମ୍ଭ କରାଯାଇଛି ।


Share It

Comments are closed.