Browsing Category

ପ୍ରଯୁକ୍ତି

ବଜାରକୁ ଆସିଲା କାୱାସିକ ନିଞ୍ଜା ୪୦୦

ଯୁବ ସମୟ - ଭାରତରେ କାୱାସିକ ମୋଟରସ ପକ୍ଷରୁ ନିଞ୍ଜା ୪୦୦ର ଶୁଭାରମ୍ଭ କରାଯାଇଛି । ଯାହାର କି ( ଏକ୍ସ –ସୋରୁମ ଦିଲ୍ଲୀର ମୂଲ୍ୟ ୪.୬୯) ଟଙ୍କା ରହିଛି । ଏହି ନିଞ୍ଜା ୪୦୦ଟି ନୂଆ, ଅତ୍ୟଧିକ ଷ୍ଟାଇଲିସ ହେବା ସହ ଏଥିରେ ଅତ୍ୟାଧୁନିକ ଇଞ୍ଜିନ ମଧ୍ୟ ରହିଛି । ନିଞ୍ଜା ୪୦୦ଟି ଅଲ ନିୟୁ ୩୯୯ ସି…

ବି.ଏସ.ଏନ.ଏଲର ନୂତମ ପ୍ରିପେଡ ପ୍ଲାନ

ଯୁବ ସମୟ – ଭାରତ ସଞ୍ଚାର ନିଗମ ଲିିମିଡେଟ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ନୂତନ ପ୍ରିପେଡ ପ୍ଲାନର ଶୁଭାରମ୍ଭ କରାଯାଇଛି । ଗ୍ରାହକ ମାନେ ୧୧୮ ଟଙ୍କାର ରିଚାର୍ଜ କରିବା ଦ୍ୱାରା ସେମାନେ ଅସୀମିତ କଲ ସହ ୪ଜି ଡାଟା ପାଇପାରିବେ । ଏହି ପ୍ରିପେଟ ପ୍ଲାନଟି ତାମିଲନାଡୁ ଏବଂ ଚେନ୍ନ୍ାଇ ପାଇଁ…

ପୁଣି ବର୍ଷକ ପାଇଁ ଘୁଞ୍ଚିଲା ଜିଓ ପ୍ରାଇମ ମେମ୍ବରସିପ ଅଫର

ଯୁବ ସମୟ – ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓର ପ୍ରାଇମ ମେମ୍ବରସିପ ଅଫରକୁ ପୁଣିଥରେ ଘୁଞ୍ଚାଇ ଦିଆଯାଇଛି । ଏହାର ଶେଷ ସମୟ ସାମା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ରହିଥିବା ବେଳେ ଜିଓ ଅତି ମୂଲ୍ୟ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରାଇମ ମେମ୍ବରସିପକୁ ୧ ବର୍ଷ…

ଭାରତରେ ଆପଲର ଆଇ-ପ୍ୟାଡ

ବିଶ୍ୱର ଅଗ୍ରଣୀ କମ୍ପାନୀ ଆପଲ ପକ୍ଷରୁ ଭାରତୀୟ ବଜାରରେ ୯.୭ ଇଞ୍ଚର ଆଇ-ପ୍ୟାଡର ଶୁଭାରମ୍ଭ କରାଯାଇଛି । ସିକାଗୋର ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ଏହାର ଘୋଷଣା କରାଯାଇଛି । ଏହି ଆଇପ୍ୟାଡରେ ଏକ ପେନସିଲ ରହିଛି ଯାହା ସ୍କେଚିଙ୍ଗ, ହ୍ୟାଣ୍ଡରିଟେନ ନୋଟ, ସ୍କ୍ରିନ ସଟ ମ୍ୟାପିଙ୍ଗରେ…

ଭାରତରେ ଓପୋ ଏଫ ୭ର ଶୁଭାରମ୍ଭ

ଯୁବ ସମୟ- ଭାରତୀୟ ବଜାରରେ ପ୍ରବେଶ କରିଛି ଓପୋ ଭି ୭ । କମ୍ପାନୀର ସୂଚନା ମୁତାବକ ଏହା ଆଇ ଫୋନ ଏକ୍ସର ନକଲ ରୂପ ଅଟେ ।  ଏହି ସ୍ମାର୍ଟଫୋନଟି ୬.୨୩ ଇଞ୍ଚ ସ୍କ୍ରିୁନ ବିଶିଷ୍ଟ ହୋଇଥିବା ବେଳେ ଏହାର ସମାନା ଭାଗରେ ୨୫ ମେଗାଫିକ୍ସେଲର ଫ୍ରଣ୍ଟ କ୍ୟାମେରା ସହ ରିୟଲ ଟାଇମ ଏଚଡିଆର ମଧ୍ୟ ରହିଛି ।…

ସାଓମି ପକ୍ଷରୁ ରେଡମି ନୋଟ୍ ୫ ପ୍ରୋ ଏବଂ ଏମ୍ଆଇ ଏଲ୍ଇଡି ଟିଭି ୪ (୫୫)ର ଶୁଭାରମ୍ଭ

ଭୁବନେଶ୍ୱର: ସାଓମି ଇଣ୍ଡିଆ ଏକ ବ୍ଲକ୍ବଷ୍ଟର୍ କାର୍ଯ୍ୟକ୍ରମରେ ତିନୋଟି ନୂଆ ଉତ୍ପାଦ ଉନ୍ମୋଚନ କରି କଂପାନି ନୂତନ କ୍ଷେତ୍ର ସୃଷ୍ଟି କରିଛି । ସମଗ୍ର ବିଶ୍ୱ ଆଜି ଭାରତରେ ରେଡମି ନୋଟ୍ ୫ ପ୍ରୋର ଝଲକ ପାଇଛି ଏବଂ ପ୍ରଥମ ଥର ପାଇଁ ସାଓମି ପକ୍ଷରୁ ଚୀନ୍ ବାହାରେ ଏକ ବିଶ୍ୱ ସ୍ତରୀୟ ବଜାରରେ ଏହାର…

ସୋସିଆଲ ଗେମିଂ ଷ୍ଟୁପିଡ୍ ଆପ୍ ମାଧ୍ୟମରେ ଟଙ୍କା ଜିତିବାର ସୂଯୋଗ

ଭୁବନେଶ୍ୱର: ଷ୍ଟୁପିଡ୍ ଆପ୍ ଏକ ଲାଇଭ କୁଇଜ୍ ଏବଂ ସୋସିଆଲ ଗେମିଙ୍ଗ ଆପ୍ ଯାହା ମାଧ୍ୟମରେ କିଛି ସାଧାରଣ କୁଇଜ୍ ର ଉତ୍ତର ଦେଇ ପେଟିଏମ ମାଧ୍ୟମରେ ଟଙ୍କା ଜିତିପାରିବାର ସୂଯୋଗ ଉପଲବ୍ଦ । ଏହା କୌନ ବନେଗା କରୋଡପତି ପରି ଏକ ମୋବାଇଲ ଆଡାପଟେସନ । ଏହି ଆପଟି ତିନି ବନ୍ଧୁ ସୌରଭ କରମାକର, ସାହେବ…

ଟ୍ରାୟମ୍ଫ ଟାଇଗର ୮୦୦ ଏକ୍ସସିଏକ୍ସ ଏବଂ ଏକ୍ସଆର ଲାଇନ-ଆପର ଶୁଭାରମ୍ଭ

ଭୁବନେଶ୍ୱର: ଟ୍ରାୟମ୍ଫ ମୋଟରସାଇକେଲ ପକ୍ଷରୁ ନୂତନ ଟାଇଗର ୮୦୦ ଏକ୍ସସିଏକ୍ସ ଏବଂ ଏକ୍ସଆର ଲାଇନ୍-ଅପ୍ର ଶୁଭାରମ୍ଭ କରାଯାଇଛି । ଏହାର ମୂଲ୍ୟ ଯେପରିକି ଏକ୍ସଆର – ୧୧.୭୬ ଲକ୍ଷ/ଏକ୍ସଆର ଏକ୍ସ- ୧୩.୧୩ ଲକ୍ଷ ଏବଂ ଏକ୍ସସିଏକ୍ସ ୧୩.୭୬ ଲକ୍ଷ୍ୟ ଟଙ୍କା ରହିଛି । ୧୯୩୬ ଆନ୍ତର୍ଜାତୀୟ ୬ଦିନିଆ…