Browsing Category

ଜୀବନ ଚର୍ଯ୍ୟା

ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ସମସ୍ତ ଯୋଗ ଆସନ . . . . . . .

ଗବେଷଣାରୁ ଜଣାଯାଇଛି କି ଉଚ୍ଚତା ବଢିବା ଏବଂ କମ ହେବା ଶରୀରର ଶାରିରୀକ ସଂରଚନା ଉପରେ ନିର୍ଭର କରିଥାଏ । ଆପଣ ଚାହିଁଲେ ବ୍ୟାୟାମ ଏବଂ ଯୋଗ ଆସନ ଦ୍ୱାରା ନିଜର ଉଚ୍ଚତାରେ ପରିବର୍ତ୍ତନ କରିପାରିବେ । ସାଧାରଣତଃ ୨୩ରୁ ୨୪ ବର୍ଷ ପରେ ଉଚ୍ଚତା ବଢିବା ବନ୍ଦ ହୋଇଯାଇଥାଏ । କିନ୍ତୁ ସଠିକ ବ୍ୟାୟାମ…

ମୁହଁରେ ହୋଇଯାଇଛି କି ସନଟ୍ୟାନ୍‌ ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଗ୍ରୀଷ୍ମ ଋତୁ ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତି ହୋଇଥାଏ । ଏହା ବ୍ୟତୀତ ଖରାରେ ଟିକେ ବୁଲି ଗଲେ ସ୍କିନ୍‌ କଲର ମଧ୍ୟ ବଦଳି ଯାଏ। ଯାହା ଫଳରେ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ ।…

ସୁନିଦ୍ରା ପାଇଁ ନିଜର ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ . . . . .

ମନୁଷ୍ୟର ପ୍ରତିଦିନର ଉର୍ଜା ଏବଂ ମାନସିକ ଶକ୍ତି ପାଇଁ ନିଦ୍ରା ଅତ୍ୟନ୍ତ ଆବଶ୍ୟକ । କିନ୍ତୁ ବ୍ୟସ୍ତବହୁଳ ଜୀବନ ଏବଂ କାର‌୍ୟ୍ୟ ପାଇଁ ନିଦ୍ରା କମ ହୋଇଥାଏ । ନିଦ କମ ହୋଇଥିବାରୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ଅନିଦ୍ରା ହେତୁ ହୃଦ ରୋଗ, ରକ୍ତ ଚାପ ଇତ୍ୟାଦିରେ ପ୍ରଭାବ ପଡିଥାଏ । ଭଲ…

ଜାଣନ୍ତି କି ଭିନ୍ନ ଭିନ୍ନ ଆଙ୍ଗୁଠିରେ ମୁଦି ପିନ୍ଧିବାର ରହିଛି ଭିନ୍ନ ଅର୍ଥ . . . . .

ମହିଳା ଠାରୁ ପୁରୁଷ ପର‌୍ୟ୍ୟନ୍ତ ସମସ୍ତେ ମୁଦି ପିନ୍ଧିବାକୁ ଖୁବ ଭଲ ପାଇଥାନ୍ତି । ପ୍ରାୟତଃ ମହିଳାମାନେ ସମସ୍ତ ଆଙ୍ଗୁଠିରେ ମୁଦି ପିନ୍ଧିବାକୁ ବହୁତ ଭଲପାଇଥାନ୍ତି । ପାମ ହିଷ୍ଟ୍ରି ଅନୁଯାୟୀ ଭିନ୍ନ ଭିନ୍ନ ଆଙ୍ଗୁଠିରେ ମୁଦି ପିନ୍ଧିବାର ଭିନ୍ନ ଭିନ୍ନ ଅର୍ଥ ରହିଛି । ଆସନ୍ତୁ ଜାଣିବା କେଉଁ…

ଶାକାହାରୀ ହୋଇଥିଲେ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ଖାଦ୍ୟ, ଦୂର ହେବ ପ୍ରୋଟିନ୍‌ର ଅଭାବ

ବର୍ତ୍ତମାନ ସମୟରେ, ଅନେକ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ପାଇଁ ଆମିଷ ଖାଉ ନାହାନ୍ତି । କିନ୍ତୁ, ଶାକାହାରୀ ତଥା ଭେଜ୍‌ ଖାଇବା ଦ୍ବାରା ଶରୀରର ପ୍ରୋଟିନ୍ ଆବଶ୍ୟକତା କିପରି ପୂରଣ ହେବ, ତାହା ସବୁଠାରୁ ବଡ ପ୍ରଶ୍ନ । କାରଣ ଆମେ ସମସ୍ତେ ଜାଣୁ ଯେ ଅଣ୍ଡା, ଚିକେନ୍, ମଟନ୍ ଇତ୍ୟାଦିରେ ପ୍ରଚୁର…

ମେକଅପ ରିମୁଭ କରିବା ପାଇଁ ବ୍ୟବହାର କରନ୍ତୁ ଘରେ ସହଜରେ ଉପଲବ୍ଧ ହେଉଥିବା ରିମୁଭର

ମେକଅପ କରିବା ପରେ ଏହାକୁ ରିମୁଭ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ତ୍ୱଚାରେ ମୋକଅପର କୌଣସି ଖରାପ ପ୍ରଭାବ ପଡିନଥାଏ । ବଜାରରେ ଉପଲବ୍ଧ ହେଉଥିବା ରିମୁଭରରେ ରସାୟନିକ ଉତ୍ପାଦ, ଆଲକୋହଲ, ଫ୍ରାଗାନ୍ସ ଏବଂ ପ୍ରିଜର୍ଭେଟିଭ ମିଶିଥାଏ ଯାହାକି ତ୍ୱଚା ପାଇଁ ଖୁବ କ୍ଷତିକାରକ । ତେଣୁ…

ଆଖି ତଳର କଳାଦାଗ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

ଆଖି ତଳର କଳାଦାଗ ଏକ ଗଭୀର ସମସ୍ୟା ଅଟେ । ଆଖି ତଳେ କଳା ଦାଗ ପଡିବାର ବିଭିନ୍ନ କାରଣ ହୋଇଥାଇପାରେ । ଏହା ଡିହାଇଡ୍ରେସନ,କମ ନିଦା୍ର, ରକ୍ତର ଅଭାବ ଏବଂ ବୟସ ଜନିତ ହୋଇଥାଇପାରେ । ତେଣୁ କଳାଦାଗର ନିରାକରଣ ପାଇଁ ପ୍ରତିଦିନ ଭଲଭାବେ ୭ରୁ ୮ଘଣ୍ଟା ଶୁଅନ୍ତୁ, ପର୍ଯ୍ୟାପ୍ତ ପରିମାଣର ପାଣିର ସେବନ…

ଶରୀର ପାଇଁ ହିତକର ପୋଇ ଶାଗ, ଆସନ୍ତୁ ଜାଣିବା ଏହାର ସେବନ ଦ୍ୱାରା କଣ ମିଳିଥାଏ ସୁଫଳ

ଓଡିଆର ଘରେ ଘରେ ପରିଚିତ ପୋଇ ଶାଗ ଶରୀର ପାଇଁ ଖୁବ ହିତକର । ଏହାର ବହୁ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଏହା ପ୍ରୋଟିନ, ଫାଇବର, ପୋଟାସିୟମ ଏବଂ କ୍ୟାଲସିୟମ ଇତ୍ୟାଦିର ଏକ ଉତ୍ତମ ସ୍ରୋତ ଅଟେ । ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ । ୧. ହଜମ କ୍ରିୟା ସକ୍ରିୟ କରାଏ –…

ରସୁଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟର ଏକ ଅଂଶ ହେବା ଉଚିତ, ଏଠାରେ ରହିଛି ଏହାର ୫ ଟି ଗୁରୁତ୍ୱପୂର୍ଣ୍ଣ କାରଣ

ସମସ୍ତେ ରସୁଣର ସ୍ୱାଦ ପସନ୍ଦ କରନ୍ତି, ଏହାର ଗନ୍ଧ ପସନ୍ଦ କରନ୍ତି ନାହିଁ | ହଁ, ଏହାକୁ ଖାଇବା ପରେ ଖରାପ ନିଶ୍ୱାସର ସାମ୍ନା କରିବା ଟିକେ କଷ୍ଟକର, କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ସହଜ ଘରୋଇ ଉପଚାର ଅଛି | ତେଣୁ, ଦୁର୍ଗନ୍ଧର ଭୟ ହେତୁ ରସୁଣର ବ୍ୟବହାର ବନ୍ଦ ହେବା ଉଚିତ୍…

ସ୍କିନ ରେ କୋଲାଜେନ୍ ର ପରିମାଣ ବଢାଇବାକୁ ଜରୁରୀ ହୋଇଥାଏ ଏହି ୬ ଟି ପୋଷକ ତତ୍ତ୍ଵ, ଜାଣନ୍ତୁ କଣ

ଆପଣ କେତେ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି ନା କାହିଁକି | କିନ୍ତୁ ଯେପର୍ଯ୍ୟନ୍ତ ଚର୍ମ ଆଭ୍ୟନ୍ତରୀଣ ଭାବରେ ସୁସ୍ଥ ନଥାଏ, ସେପର୍ଯ୍ୟନ୍ତ ଚମକ ଆସିବ ନାହିଁ ଏବଂ ଚର୍ମକୁ ସୁସ୍ଥ ରଖିବା ପାଇଁ କୋଲାଜେନ୍ ଆବଶ୍ୟକ | ଚର୍ମ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ କୋଲାଜେନ୍ ହେଉଛି ଏକ ପ୍ରୋଟିନ୍ ଯାହା…