Browsing Category
ଜୀବନ ଚର୍ଯ୍ୟା
ମଷିଣର କପାଳ କହିବ ଆପଣଙ୍କ ଭବିଷ୍ୟତ, ଜାଣନ୍ତୁ ଆପଣଙ୍କ ରେଖା କ’ଣ କହୁଛି
ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ। ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଧାରିତ କରିଥାଏ ବୋଲି ପୁରାତନ ଯୁଗରୁ ବିଶ୍ୱାସ ରହିଛି। ଭାଗ୍ୟ ଦର୍ଶାଇବା ପାଇଁ ମସ୍ତିସ୍କରେ ୭ଟି ରେଖା ଥାଏ। ପ୍ରତ୍ୟେକ ରେଖା ଗୋଟିଏ ଗ୍ରହର ପ୍ରତିନିଧିତ୍ବ କରିଥାନ୍ତି। ମସ୍ତିସ୍କରେ ସବୁଠାରୁ ତଳେ…
ଆର୍ଥ୍ରାଇଟିସ୍ ଓ ମଧୁମେୟ ଭଳି ରୋଗରୁ ଉପଶମ ଦେଇଥାଏ ଟମାଟୋ, ଜାଣନ୍ତୁ ଏହାର ଅନ୍ୟ ଗୁଣକାରୀ ଫାଇଦାଗୁଡ଼ିକ
ଭୁଲ ଖାଦ୍ୟ-ପେୟ, ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି କରିବା ସହିତ ହାଡ ସହ ଜଡିତ ସମସ୍ୟା ହେତୁ ଲୋକମାନେ ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଭାରତରେ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ରୋଗୀକୁ କେବଳ ଅସହ୍ୟ ଯନ୍ତ୍ରଣାର…
ପାଚନ ଠାରୁ ଆରମ୍ଭ କରି ଓଜନ କମାଇବା ପର୍ଯ୍ୟନ୍ତ, ଏହି ସୁପରଫୁଡରୁ ମିଳିଥାଏ ଜବରଦସ୍ତ ଫାଇଦା
ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସ ଖାଇବାରେ ଯେତିକି ଭଲ, ସେଗୁଡ଼ିକରୁ ଲାଭ ମଧ୍ୟ ସେତିକି ମିଳିଥାଏ| ଏହି ଶୁଖିଲା ଫଳ ମଧ୍ୟରୁ ଗୋଟିଏ ହେଉଛି ପିସ୍ତା, ଯାହାକୁ ଶୁଖିଲା ଫଳର ପୁରାତନ କିସମ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ | ପିସ୍ତା ପୋଷକ ତତ୍ତ୍ୱ,…
ଆଖିତଳ କଳା ଦାଗକୁ ନେଇ ଚିନ୍ତିତ କି ? ଅଳ୍ପ ଦିନରେ ମିଳିବ ମୁକ୍ତି, କରନ୍ତୁ ଏହି ଉପାୟ
ସମୟ ସହିତ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ଆମେ ଆମ ଜୀବନର ଅଧିକ ସମୟ ଲାପଟପ୍ କିମ୍ବା ମୋବାଇଲରେ ବିତାଇଥାଉ । ଯେଉଁଥିପାଇଁ ଡାର୍କ ସର୍କଲର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାଧାରଣ ଦିନରେ ଏହା ହୃଦୟଙ୍ଗମ ହୁଏ ନାହିଁ, କିନ୍ତୁ ଯେତେବେଳେ କୌଣସି ବିବାହ, ପାର୍ଟି କିମ୍ବା…
କଳା ଜିରା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଜାଣନ୍ତୁ
ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ପ୍ରାତଃ ଭ୍ରମଣ ଆଦି କରିଥାନ୍ତି। ତେବେ ବହୁ ଲୋକ ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍ ବାହାର କରି ଜିମ୍ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ ଆପଣଙ୍କ ରୋଷେଇ ଘରେ…
ଶରୀରରେ କ୍ୟାଲସିୟମ ଅଭାବରେ ଦେଖାଦେଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ଏହାକୁ ସଠିକ ରଖିବାର ଉପାୟ
ଶକ୍ତିଶାଳୀ ହାଡ ଗଠନ ଏବଂ ରକ୍ଷଣାବେକ୍ଷଣ ପାଇଁ ମଣିଷ କ୍ୟାଲସିୟମ ଆବଶ୍ୟକ କରେ ଏବଂ ଶରୀରର ୯୯% କ୍ୟାଲସିୟମ ହାଡ ଏବଂ ଦାନ୍ତରେ ଥାଏ | ମସ୍ତିଷ୍କ ଏବଂ ଶରୀରର ଅନ୍ୟ ଅଙ୍ଗ ମଧ୍ୟରେ ସୁସ୍ଥ ଯୋଗାଯୋଗ ବଜାୟ ରଖିବା ପାଇଁ ମଧ୍ୟ ଏହା ଆବଶ୍ୟକ | ଏହା ମାଂସପେଶୀ ଗତି ଏବଂ କାର୍ଡିଓଭାସ୍କ୍ୟୁଲାର…
ଘରେ ବୁଢ଼ିଆଣୀ ଜାଲ ଥିଲେ ତୁରନ୍ତ ହଟାଇଦିଅନ୍ତୁ, ନଚେତ ହୋଇପାରେ ସମସ୍ୟା
ଘରକୁ ସୁନ୍ଦର ରଖିବା ପାଇଁ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଘରେ ବୁଢିଆଣି ଜାଲ ଲାଗିଥାଏ ତେବେ ତାହାକୁ ତୁରନ୍ତୁ ସଫା କରିବା ଉଚିତ୍ । ବାସ୍ତୁ ଅନୁସାରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ । ଏଥି ସହିତ,…
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ପିଜୁଳି, ଜାଣନ୍ତୁ ଏହାର ଉପକାରିତା
ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଜାଣିଛନ୍ତି ଏହା କେବଳ ପାଟିକୁ ସୁଆଦିଆ ନୁହେଁ। ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ…
ସାବଧାନ ! ପେନ କିଲର ଖାଇବା ହୋଇପାରେ ବିପଦ୍ଜନକ, ଚେତାଇଲେ ବିଶେଷଜ୍ଞ
ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ…
ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ଗ୍ରହଣ ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର ସଠିକ ପରିମାଣ
କଥାରେ ଅଛି କୌଣସି ଜିନିଷର ଅତି ମାତ୍ରା ଭଲ ହୋଇନଥାଏ । ପ୍ରତ୍ୟେକ ଜିନିଷକୁ ସନ୍ତୁଳିତ ପରିମାଣରେ ଗ୍ରହଣ କରିବା ଉଚିତ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…