Browsing Category

ଖବର

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ

ଭୁବନେଶ୍ୱର, ୧୨/୮/୨୦୨୨: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ

ଓଡିଶା ହାଇକୋର୍ଟରେ ଆଉ ୨ ନୂତନ ବିଚାରପତି ନିଯୁକ୍ତ

ଆଜି ଓଡିଶା ହାଇକୋର୍ଟରେ ୨ ନୂତନ ବିଚାରପତି ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତ ରଞ୍ଜନ ଜାଶ ନୂତନ ବିଚାରପତିଭାବେ ନିଯୁକ୍ତ ହୋଇଛନ୍ତି ।

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାରମ୍ଭ ହୋଇଥିଲା । ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅର୍ନ୍ତଗତ ଢେଙ୍କାନାଳର ତିନୋଟି ଗ୍ରାମ୍ୟ ପାନୀୟ ଜଳ…

ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏନଆରଏଚଏମ ପକ୍ଷରୁ ମିଳିବ ନବଦମ୍ପତି ଗିଫ୍ଟ

ଦେଶରେ ପ୍ରଥମେ ରାଜ୍ୟଭାବେ ଓଡିଶାରେ ଓଡିଶା ସରକାରଙ୍କ ଦ୍ୱାରା ନୂତନ ଯୋଜନା ପ୍ରାରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଅର୍ନ୍ତଭୁକ୍ତ ରାଜ୍ୟରେ ନବଦମ୍ପତି ପୁରସ୍କାର ବିତରଣ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ ତରଫରୁ ଦିଆଯିବ ନବଦମ୍ପତି ଗିଫ୍ଟ । ଏହାକୁ ସ୍ୱାସ୍ଥ୍ୟ ଓ ପରିବାର…

ମୟୂରଭଞ୍ଜରେ ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଏବଂ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଭିତ୍ତ୍ିପ୍ରସ୍ତର ସ୍ଥାପନ କଲେ ମଧ୍ୟ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଉଭୟ ମୟୂରଭଞ୍ଜ ଏବଂ କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଫଳପ୍ରଦ ହୋଇପାରିବ…

ରତ୍ନ ଭଣ୍ଡାର ଖୋଲିବା ପାଇଁ ଚିଠି ଲେଖି ଅନୁମତି ମାଗିଲା ଏଏସଆଇ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପାଇଁ ଏଏସଆଇ ପକ୍ଷରୁ ଚିଠି ଲେଖି ଶ୍ରାମନ୍ଦଜିର ମୁକ୍ୟ ପ୍ରଶାସକଙ୍କୁ ଅନୁମତି ମଗାଯାଇଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା । ରତ୍ନଭଣ୍ଡାର କୋଲିବାକୁ ସମସ୍ତ…

ହୀରାକୁଦ ଡ୍ୟାମରେ ଖୋଲିଲା ସମୁଦାୟ ୨୦ଟି ଗେଟ

ଓଡିଶାରେ ଲଗାଣ ବର୍ଷା ହେତୁ ଦ୍ରୁତ ଗତିରେ ହୀରାକୁଦ ଜଳ ସ୍ତର ବଢିବାରେ ଲାଗିଛି । ପୂର୍ବରୁ ୧୪ଟି ଗେଟ ଖୋଲାହୋଇଥିବା ବେଳେ ପୁନର୍ବାର ୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ୬୧୫.୬୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ୬୩୦ଫୁଟ ସର୍ବାଧିକ ଜଳ…

ବିହାରରେ ବିଷାକ୍ତ ମଦ ପିଇ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ

ମଦମୁକ୍ତ ଘୋଷଣା ହୋଇଥିବା ବିହାରରେ ପୁଣିଥରେ ବିଷାକ୍ତ ମଦ ଆତଙ୍କ ସୃଷ୍ଟି କରିଛି । ମଦ୍ୟପାନ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସ୍ଥାନୀୟ ପୋଲିସ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ…

ବଢ଼ିବ ଟାଟା ଲୁଣର ଦାମ୍

ଟାଟା ଲୁଣ ମହଙ୍ଗା ହେବାକୁ ଯାଉଛି । ବର୍ତ୍ତମାନ କିଲୋ ପିଛା ଟାଟା ଲୁଣ ଦାମ ୨୮ ଟଙ୍କା ରହିଛି । ବର୍ଦ୍ଧିତ ଦରବୃଦ୍ଧି ମଧ୍ୟରେ କମ୍ପାନିର ଲାଭ ପ୍ରଭାବିତ ହୋଇଛି, ଯେଉଁ କାରଣରୁ ଟାଟା କଞ୍ଜ୍ୟୁମର ପ୍ରଡ଼କ୍ଟ୍‌ସ ଦର ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି । ଏକ ନ୍ୟୁଜ୍‌ ଚ୍ୟାନେଲ ସହ ଆଲୋଚନା ବେଳେ…

ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟର ସ୍ୱିପର, ମାଳି, ଡ୍ରାଇଭରଙ୍କ ପିଲାମାନଙ୍କ ହାତରୁ ବାନ୍ଧିଲେ ରାକ୍ଷୀ

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ନରେନ୍ଦ୍ର ମୋଦି । ଛୋଟ ଛୋଟ ଶିଶୁଙ୍କ ଗହଣରେ ରହି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ପିଏମ୍‌ ମୋଦି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରେ କାର୍ଯ୍ୟରତ କର୍ମଚାରୀ ଯେପରିକି ସ୍ୱିପର , ବଗିଚାର ମାଳି,…