Browsing Category

ଖବର

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ବାଲି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ବାଲିରେ ହେବାକୁ ଯାଉଛି ୧୭ ତମ ଜି-୨୦ ଶିଖର ସମ୍ମିଳନୀ । ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ୧୪ ରୁ ୧୬ ନଭେମ୍ୱର ପର୍ଯ୍ୟନ୍ତ ବାଲିରେ ରହିବେ । ୧୪ରୁ ୧୬ ଯାଏ ହେବ ଜି-୨୦ ଶିଖର ସମ୍ମିଳନୀ । ସମଗ୍ର ବିଶ୍ୱର…

ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର, ୧୨/୧୧/୨୦୨୨ : ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଚଳିତ ମାସ ୧୦ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଆଜି ସମାପ୍ତ

ବେଙ୍ଗଲୁରୁଠାରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ବେଙ୍ଗଲୁରୁ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପବିତ୍ର ଜଳ ପ୍ରଦାନ କରିଛନ୍ତି ।

୩୦ ବର୍ଷ ପରେ ଜେଲ୍‌ରୁ ବାହାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ

ଜେଲରୁ ବାହାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୬ ହତ୍ୟାକାରୀ। ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୬ଜଣ ହତ୍ୟାକାରୀଙ୍କୁ ତୁରନ୍ତ ମୁକ୍ତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୋଷୀଙ୍କ ଭିତରେ ନଳିନୀ, ରବିଚନ୍ଦ୍ରନ, ମୁରୁଗନ୍, ସନ୍ଥନ,…

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପିରୁ ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ନେଇ ବିଜେପି ନେତ୍ରୀ କୁସୁମ ଟେଟେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବରଗଡ…

ଏବେ ବିଲେଇ ରଖିଲେ କରିବାକୁ ପଡିବ ଲାଇସେନ୍ସ

ମହାରାଷ୍ଟ୍ରର ପୁନେରେ ଏବେ ବିଲେଇ ପାଳନ କରିବା ପାଇଁ ଲୋକଙ୍କୁ ପୁନେ ମ୍ୟୁନିସିପାଲିଟି କର୍ପୋରେସନ୍ର ଅନୁମତି ନେବାକୁ ହେବ। କୁକୁରର ଲାଇସେନ୍ସ ପରେ ମହାନଗର ପାଳିକା ଏବେ ସହରବାସୀଙ୍କ ପାଇଁ ବିଲେଇକୁ ରଖିବାକୁ ଲାଇସେନ୍ସ ନେବା ବାଧ୍ୟତାମୂକଳ କରି ଦିଆଯାଇଛି। ଏଥିପାଇଁ ଲୋକଙ୍କୁ ଆବେଦନ…

ସୋପିଆନରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ସଫା

ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନର କାପରେନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦାରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାକର୍ମୀ । ଏନେଇ ଜମ୍ମୁ…

ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ

ଋଷିଆରେ ପଢିପାରିବେ ୟୁକ୍ରେନ ଫେରାନ୍ତା ମେଡିକାଲ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡିଥିବା ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଅଫର ଦେଇଛି ଋଷିଆ । ଡାକ୍ତରୀ ଛାତ୍ରଛାତ୍ରୀ ଚାହିଁଲେ ଋଷିଆରେ ନିଜର ଶିକ୍ଷା ପୁରା କରିପାରିବେ । କାରଣ ଋଷିଆର ମେଡିକାଲ ସିଲାବସ୍…

ସୁନ୍ଦରଗଡ଼ ଜିଲ୍ଲାରେ ‘ମାଣ୍ଡିଆ ଦିବସ’ ଅବସରରେ ଛାତ୍ରଛାତ୍ରୀଙ୍କ ଭିତରେ ସ୍ଲୋଗାନ ପ୍ରତିଯୋଗିତା

ସୁନ୍ଦରଗଡ଼, ୧୦ ନଭେମ୍ବର ୨୦୨୨: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର

ଲାଲୁ ଯାଦବଙ୍କୁ କିଡନୀ ଦାନ କରିବେ ଝିଅ ରୋହିଣୀ

ଆରଜେଡି ସୁପ୍ରିମୋ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗତ କିଛି ବର୍ଷ ହେବ କିଡନୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହା ସହିତ ତାଙ୍କର ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ରହିଛି। ଏବେ କିଡନୀ ସମସ୍ୟା ତାଙ୍କ ଚିନ୍ତାର କାରଣ ପାଲଟିଛି। ଡାକ୍ତରମାନେ ତାଙ୍କୁ କିଡନୀ…