Browsing Category
ଖବର
ରାହୁଲ ଦ୍ରାବିଡଙ୍କୁ ଟାର୍ଗେଟ୍ କଲେ ଶାସ୍ତ୍ରୀ, କହିଲେ ‘ଆପଣଙ୍କୁ କାହିଁକି ଏତେ ବ୍ରେକ୍ ଦରକାର ହେଉଛି’
ତାଙ୍କର କାହିଁକି ଏତେ ଛୁଟି ଦରକାର ହେଉଛି । ଖେଳାଳିଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ବଦଳରେ ଛୁଟି ନେଉଛନ୍ତି କାହିଁକି? ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ଏମିତି କହିଛନ୍ତି ରବି ଶାସ୍ତ୍ରୀ । ପୂର୍ବତନ ହେଡ୍ କୋଚ୍ କହିଛନ୍ତି, ଜଣେ ପ୍ରଶିକ୍ଷକ ନିଜ ଖେଳାଳିଙ୍କୁ…
ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା
ଭୁବନେଶ୍ୱର, ୧୭/୧୧/୨୦୨୨: ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ!-->…
ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ତମନ୍ନା !
ସାଉଥ ସିନେମାର ସୁନ୍ଦର ଅଭିନେତ୍ରୀ ତମନ୍ନା ଭାଟିଆ। ତାଙ୍କ ଅଭିନୟ ଓ ସୁନ୍ଦରତା ପାଇଁ କୋଟି କୋଟି ଲୋକ ପାଗଳ। ଏଥି ସହିତ ଅଭିନେତ୍ରୀଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି। ଯାହା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ସୋସିଆଲ୍ ମିଡିଆରେ ଏକ ଖବର ଭାଇରାଲ୍…
ସହକାରୀ ଜିଲ୍ଲାପାଳ ଚାକିରି ଛାଡି ବିଜେଡିରେ ମିଶିଲେ ମହେନ୍ଦ୍ର ବଢେଇ
ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ଖବର ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ସହକାରୀ…
ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ବୟଫ୍ରେଣ୍ଡ, ରାଜି ନହେବାରୁ ପ୍ରେମିକାକୁ ୪ ମହଲାରୁ ଠେଲି କଲା ହତ୍ୟା
ମନରୁ ଲିଭିନି ଶ୍ରଦ୍ଧା ଓ୍ବାଲକରଙ୍କ ଭୟାନକ ହତ୍ୟାକାଣ୍ଡ । ପ୍ରେମିକାକୁ ହତ୍ୟାକରି ମୃତଦେହକୁ ୩୫ ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ୍ । ଯାହାକି ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଘଟଣାକୁ ମାତ୍ର କେଇ ଦିନ ହୋଇଛି କି ନାହିଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ପୁଣି ଆସିଛି ଏକ…
ଆଜି ସରିବ ଐତିହାସିକ ବାଲିଯାତ୍ରା
ଆଜି ସରିବ ଐତିହାସିକ ବାଲିଯାତ୍ରା। ୧୦ ଦିନ ଧରି ଚାଲିଥିଲା ଯାହା ଗୁରୁବାର ବିଧିବଦ୍ଧ ଭାବେ ଏହି ଐତିହାସିକ ମେଳାର ଉଦ୍ଯାପନ ହେବ । କିଣାବିକା ଓ ମନୋରଞ୍ଜନର ଏହି ମହୋତ୍ସବ ସରିବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ନବମ ଦିନରେ ବାଲିଯାତ୍ରାରେ ପ୍ରବଳ ଗହଳି ଜମିଛି । ପ୍ରାୟ ୭ଲକ୍ଷରୁ…
ପୁରୀ ରେଳ ଷ୍ଟେସନ ବିକାଶ କାର୍ଯ୍ୟର କାର୍ଯ୍ୟର ସମୀକ୍ଷା
ପୂରୀ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତରେ ଯାଇ ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି |
ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା!-->!-->!-->…
କୃଷିବୀମାରେ ଥିବା ବିଭିନ୍ନ ତ୍ରୁଟି ବିଷୟରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଂଗଠନର ଅପେକ୍ଷା କ୍ରମେ ପୁଣି ଥରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା!-->…
ଜୀବନ ପ୍ରମାଣପତ୍ର ଦାଖଲ ଅସୁବିଧା ଦୂରପାଇଁ ଷ୍ଟେଟ ବ୍ୟାଙ୍କର ପଦକ୍ଷେପ
ଭୁବନେଶ୍ବର ପରେ, ନଭେମ୍ବର ୧୭ ରେ ବାଲେଶ୍ୱର ଓ ୧୯ ରେ କଟକରେ ହେବ ଶିବିର
ଭୁବନେଶ୍ବର : ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି । ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍!-->!-->!-->…
ନିର୍ମାଣଧୀନ କାମର ସମୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ
କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶ ଏବଂ ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମି ସମୀକ୍ଷା କରିଛନ୍ତି 5T ସଚିବ। ତେବେ ଏହି ଗସ୍ତ ଅବସରରେ ସ୍ଵାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର…