Browsing Category
କ୍ରୀଡା
କ୍ରୁନାଲଙ୍କ ପରେ ଏବେ ଚହଲ ଏବଂ କେ. ଗୌତମ ହେଲେ କରୋନାରେ ଆକ୍ରାନ୍ତ
ଟିମ୍ ଇଣ୍ଡିଆର ସ୍ପିନର ଯୁଜବେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ କରୋନା ପଜିଟିଭ। ଏହି ଦୁଇ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଯାଇ ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ। ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ…
ଆଜି ନିର୍ଣ୍ଣାୟକ ଟି-୨୦ ମ୍ୟାଚ, ଭାରତୀୟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି କରୋନା
ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି୨୦ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଆଜିର ମ୍ୟାଚ୍ ଯିଏ ଜିତିବ ସେ ଚାମ୍ପିଅନ ହେବ । ଭାରତୀୟ ଦଳ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହେଉଛି କରୋନା । ଦଳର ୮ ଅଭିଜ୍ଞ ଖେଳାଳି ଆଇସୋଲେସନରେ ରହିଛନ୍ତି…
ଆଜି ଦ୍ୱିତୀୟ ଟି-୨୦, ସିରିଜ ମୂଳପୋଛ ଲକ୍ଷ୍ୟରେ ଭାରତ
ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍ରେ ଭାରତ ୩୮ ରନ୍ରେ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା । ଏହି ପ୍ରଦର୍ଶନକୁ…
ଟେଷ୍ଟ ସିରିଜ ପାଇଁ ପୃଥ୍ୱୀ ସ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ଡକରା
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । ଏହା ପୂର୍ବରୁ ଭାରତୀୟ ଟିମର ସ୍କ୍ବାଡ୍ରେ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ କରାଯାଇଛି । ୩ ଜଣ ଖେଳାଳି ଆହତ ହେବା ପରେ ନୂଆ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି । ଶ୍ରୀଲଙ୍କାରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ…
ଟୋକିଓ ଅଲମ୍ପିକ୍ସ ୨୦୨୦ : ଅଷ୍ଟ୍ରେଲିଆ ଠାରୁ ୭-୧ରେ ପରାସ୍ତ ହେଲା ଭାରତ
ଟୋକିଓ ଅଲିମ୍ପିକ୍ସ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଦମ୍ଦାର ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଦଳ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାଜୟ ବରଣ କରିଛି। ରବିବାର ପୁଲ-ଏ ର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ପରାସ୍ତ କରିଛି।…
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ଭାରତ୍ତୋଳନରେ ଚାନୁଙ୍କୁ ରୌପ୍ୟ
ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ।…
ଆଜି ତୃତୀୟ ଦିନିକିଆ, ସମ୍ମାନ ରକ୍ଷା ପାଇଁ ଖେଳିବ ଶ୍ରୀଲଙ୍କା
ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଶୁକ୍ରବାର ତୃତୀୟ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍ ଜିତି ସାରିଥିବା ଭାରତ ଶୁକ୍ରବାର ବିଜୟ ସହ ସିରିଜ ମୂଳପୋଛ କରିବାକୁ ପ୍ରୟାସ କରିବ । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ।
ଭାରତୀୟ ଦଳରେ ଷ୍ଟାର୍ ଖେଳାଳି…
ଆଇସିସି ଦିନିକିଆ ମାନ୍ୟତା ତାଲିକା, ଉପରକୁ ଉଠିଲେ ଧାୱନ, ଚହଲ
ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲଙ୍କ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାରେ ଧାୱନ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂ…
ଅଲମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅରିନ୍ଦମ ରୟଙ୍କ ଶୁଭେଚ୍ଛା ବାର୍ତ୍ତା
କଟକ : ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି କୀଡ୍ରା ଜଗତର ମହାକୁମ୍ଭ ଅଲମ୍ପିକ୍ସ ୨୦୨୦ । ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ଖେଳାଳୀ ଏବଂ ବିଶେଷ କରି ସାରା ବିଶ୍ୱରେ ଓଡିଶାକୁ ଗର୍ବିତ କରାଇଥିବା ଦୌଡା ରାଣୀ ଦୂତି ଚାନ୍ଦ ଏବଂ ଭାରତୀୟ ପୁରୁଷ ଏବଂ ମହିଳା ଦଳରେ ଖେଳୁଥିବା…
ଭାରତର ବିଜୟ ପରେ ମୁହଁ ଖୋଲିଲେ ଦ୍ରାବିଡ, କହିଲେ ଆମ ପାଇଁ ଥିଲା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ
ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିବା ପରେ ଭାରତ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି । ଦୀପକ ଚହରଙ୍କ ଜବରଦସ୍ତ ବ୍ୟାଟିଂ ଭାରତକୁ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିବାରେ ସାହାଯ୍ୟ କରିଥିଲା । ଭାରତର ସ୍ମରଣୀୟ ବିଜୟ ପରେ ରାହୁଲ ଦ୍ରାବିଡ ମ୍ୟାଚ ଶେଷ…