Browsing Category
କ୍ରୀଡା
ବିରାଟଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ବିସିସିଆଇ ଅଧିକାରୀ, କହିଲେ କିଛି ଏପରି
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାକୟ ବିରାଟ କୋହିଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଦାର । ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ପ୍ରେସ୍ କନ୍ଫରେନ୍ସରେ ବିରାଟ କୋହଲି ନିଜ ଅବସର ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ବିରାଟ କହିଥିଲେ କି,…
ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ନେଲେ ରାଇନା, ଆଉ ଖେଳିବେନି ଆଇପିଏଲ
ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାର କିଛି ମିନିଟ୍ ପୂର୍ବରୁ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ । ଯଦିଓ ଆଇପିଏଲ୍ ଏବଂ ଘରୋଇ କ୍ରିକେଟ୍ ପାଇଁ ଉଭୟ କିମ୍ବଦନ୍ତୀ ଉପଲବ୍ଧ ଥିଲା । ତଥାପି…
କିଶୋର କୁମାରଙ୍କ ବଙ୍ଗଳାରେ ରେଷ୍ଟୁରାଣ୍ଟ ଖୋଲିବେ ବିରାଟ
କ୍ରିକେଟର ସବୁ ଫର୍ମାଟରେ ନିଜ ଦବଦବା ଜାହିର କରିବା ପରେ ଏବେ ବ୍ୟବସାୟ ଆଡ଼କୁ ମୁହାଁଉଛନ୍ତି ବିରାଟ । ଆଜ୍ଞା ହଁ ଭାରତୀୟ କ୍ରିକେଟ ଟିମ୍ର ମହାନ ଖେଳାଳୀ ବିରାଟ କୋହଲୀ ନିଜ ଦ୍ୱିତୀୟ ପାଳିର ଆରମ୍ଭ କରିବାକୁ ଯାଉଛନ୍ତି । ଖେଳ ପଡ଼ିଆରେ ନିଜକୁ ସାବ୍ୟସ୍ତ କରିବା ପରେ ସେ ଏବେ ବ୍ୟବସାୟ…
ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କୁ ବିମାନବନ୍ଦରରେ ଖରାପ ବ୍ୟବହାର
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ଓ ତାଙ୍କ ପରିବାର ଲୋକଙ୍କୁ ବିମାନବନ୍ଦରରେ ହେବାକୁ ପଡିଛି ହଟହଟା । ଏସିଆ କପ୍ ପାଇଁ ଇରଫାନ୍ ପରିବାର ସହ ବିଦେଶ ଯାତ୍ରା କରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ତାଙ୍କ ସହ ହୋଇଛି ଖରାପ ବ୍ୟବହାର। ଇରଫାନ୍ ଓ ତାଙ୍କ ପରିବରକୁ…
କରୋନାରେ ଆକ୍ରାନ୍ତ ହେଲେ ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ
ଆଗକୁ ଏସିଆ କପ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଇତି ମଧ୍ୟରେ ଭାରତୀୟ ଫ୍ୟାନ ଏବଂ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ ଆସିଛନ୍ତି । ଏସିଆ କପ ପାଇଁ ଭାରତୀୟ ଦଳ ଅଗଷ୍ଟ ୨୩ରେ ୟୁଏଇ ଯିବାର ଯୋଜନା ଥିଲା । ଅଗଷ୍ଟ ୨୭ରେ ୟୁଏଇ…
ଘର ଚଳାଇବାକୁ ସଂଘର୍ଷ କରୁଛନ୍ତି ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ
ବିନୋଦ କାମ୍ବଲୀ ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ପିଲା ବେଳୁ ହିଁ ନିବିଡ ବନ୍ଧୁତା । ଏହା କାହାରିକୁ ମଧ୍ୟ ଅଛପା ନାହିଁ । ଉଭୟ ଏକାଠି ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଖେଳିଛନ୍ତି । କିନ୍ତୁ ଫରକ୍ ହେଉଛି ସଚିନ କ୍ରିକେଟର ଭଗବାନ ହୋଇଗଲେ କିନ୍ତୁ କାମ୍ବଲୀ ଅଧିକ ଦିନ କ୍ରିକେଟରେ ତିଷ୍ଠି…
ୱାଶିଂଟନ ସୁନ୍ଦର ଆଉଟ, ଶାହାବାଜ ଅହମଦ ଇନ
ଇଂଲଣ୍ଡରେ କାଉଂଟି ମ୍ୟାଚ ଖେଲିବା ସମୟରେ ଆହତ ହୋଇଥିବାରୁ ଭାରତୀୟ ସ୍କ୍ୱାଡରୁ ୱାଶିଂଟନ ସୁନ୍ଦର ବାଦ ପଡିଛନ୍ତି । ତାଙ୍କ ପରିବର୍ତ୍ତେ ଜିମ୍ବାୱେ ବିପକ୍ଷ ଦିନିକିଆ ମ୍ୟାଚରେ ପ୍ରଥମ ଥର ପାଇଁ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି । ତାଙ୍କର ଟିମରେ ଖେଳିବାକୁ ନେଇ ବିସିସିଆଇ…
ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା…
ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ବଡ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ୨୮ ତାରିଖରେ ଖେଳାଯିବ । ଏଥିପାଇଁ ପ୍ରଶଂସକ ଉତ୍ସାହିତ ଅଛନ୍ତି । ଉଭୟ ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ବଡ ଟୁର୍ଣ୍ଣାମେଣ୍ଟ…
୨୦୨୩ରୁ ପ୍ରାରମ୍ଭ ହେବ ମହିଳା ଆଇପିଏଲ
ସମଗ୍ର ବିଶ୍ୱରେ ଆଇପିଏଲ ମ୍ୟାଚର କ୍ରେଜ ବଢୁଥିବା ବେଳେ ବିସିସିଆଇ ପକ୍ଷରୁ ମହିଳା ଆଇପିଏଲ ମ୍ୟାଚର ଆୟୋଜନ ପାଇଁ ଆଲୋଚନା ଚାଲିଥିଲା । ବିଗତ ୨ ଆଇପିଏଲ ସଂସ୍କରଣରେ ପରୀକ୍ଷାମୂଳକଭାବେ ୩ରୁ ୪ଟି ମହିଳା କିକ୍ରେଚ ମ୍ୟାଚ ଖେଳାଯାଇଥିଲା ।
ଶୁକ୍ରବାର ଦିନ ଭାରତୀୟ କ୍ରିକେଚ କଣ୍ଟ୍ରୋଲ ବୋର୍ଡ ପ…
ପୁଣି ଥରେ ଭାରତୀୟ ଦଳର ଅଧିନାୟକ ହେବେ ଦାଦା! ପଢନ୍ତୁ ପୁରା ଖବର
ଚଳିତ ବର୍ଷ ଭାରତ ନିଜର ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହାକୁ ଖାସ୍ କରିବା ପାଇଁ ଦେଶରେ ଅମୃତ ମହୋତ୍ସବର ଆୟୋଜନ କରାଯାଉଛି। ଏହି ଅବସରରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଏକ ସ୍ବତନ୍ତ୍ର କ୍ରିକେଟ ମ୍ୟାଚ୍ର ଆୟୋଜନ କରାଯିବ। ଏହି ମ୍ୟାଚ୍ ଲିଜେଣ୍ଡସ୍ କ୍ରିକେଟ ଲିଗ୍ ଅନୁସାରେ…