Browsing Category
କ୍ରୀଡା
ଭାରତକୁ ଲାଗିଲା ବଡ ଝଟକା, ଆହତ ହେଲେ ‘ପୃଥିବୀ ସ’
ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜ ପୂର୍ବରୁ ଭାରତକୁ ଏକ ବଡ ଝଟକା ଲାଗିଛି । ଭାରତୀୟ ଦଳର ଓପନର ‘ପୃଥିବୀ ସ’ ଗତ କାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ ଖେଳିବା ସମୟରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି, ଯାହା ଦ୍ୱାରା…
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ପ୍ରଦର୍ଶନ
ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ବର୍ତ୍ତମାନ ସିଡନୀରେ ଅଭ୍ୟାସ ମ୍ୟାଚ ଖେଳୁଛନ୍ତି । ଏଇ ଥର ମଧ୍ୟ ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ବର୍ଷା ବାଧକ ସାଜିଥିବାବେଳେ ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଧୋଇ ଦେଇଛନ୍ତି । ଖେଳର…
ରାଇନାଙ୍କର ଏହି ରେକର୍ଡ ଯାହାକୁ ଧୋନି ଏବଂ ବିରାଟ ମଧ୍ୟ ଭାଙ୍ଗିପାରି ନାହାନ୍ତି
ଆଜି ହେଉଛି ଟିମ ଇଣ୍ଡିଆର ବାମ ହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କର ୩୨ତମ ଜନ୍ମଦିନ । ତେବେ ରାଇନାଙ୍କ ଏହି ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ ରେକର୍ଡ ସଂପର୍କରେ, ଯାହାକୁ କୋହଲି କିମ୍ବା ଧୋନି ମଧ୍ୟ ଭାଙ୍ଗି ପାରିନାହାନ୍ତି ।
ଏହି ଷ୍ଟାର ଖେଳାଳୀ ଜଣକ ନିଜ ଟେଷ୍ଟ…
ଆଇସିସି ବଦଳାଇଲା ବିଶ୍ୱ ଟି-୨୦ ଚାମ୍ପିଆନସିପର ନାମ
ଆଇସିସି ପକ୍ଷରୁ ଶୁକ୍ରବାର ଦିନ ବିଶ୍ୱ ଟି-୨୦ ଚାମ୍ପିଆନସିପର ନାମକୁ ପରିବର୍ତ୍ତନ କରାଯାଇ ଟି-୨୦ ବିଶ୍ୱ କପ ନାମରେ ନାମିତ କରାଯାଇଛି । ପୂର୍ବରୁ ଆଇସିସି ପକ୍ଷରୁ ଦେଶ ଗୁଡିକ ମଧ୍ୟରେ ଖେଳାଯାଉଥିବା ଟି-୨୦ ମ୍ୟାଚ ଗୁଡିକୁ ଆନ୍ତର୍ଜାତିକ ମ୍ୟାଚ ରୂପେ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି…
ବିସିସିଆଇ ଆଦେଶକୁ ଆବମାନନା କଲେ ସାମି
ଭାରତୀୟ କ୍ରିକେଟ ଦଳ ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ବେଳେ ବୁଧବାର ଦିନ ଖେଳାଯାଇଥିବା ରଣଜୀ ଟ୍ରଫି ମ୍ୟାଚରେ ବିସିସିଆଇ ପକ୍ଷରୁ କରାଯାଇଥିବା ଆଦେଶକୁ ଅବମାନନା କରିଛନ୍ତି । ପୂର୍ବରୁ ବିସିସିଆଇ ପକ୍ଷରୁ ତାଙ୍କୁ ଏହି…
ବାଜିରେ ଲାଗିଛି ଭାରତ ଏବଂ ଅଷ୍ଟ୍ରେଲିଆ ଟି-୨୦ ସିରିଜ, ହୋଇପାରେ ଅନେକ ବଡ ରେକର୍ଡ
ଏକ ସମୟ ଥିଲା ଯେତେବେଳେ ଭାରତ ଏବଂ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି କାରଣ ଦର୍ଶକମାନେ ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଲଢେଇକୁ…
ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଜିତିବା ଏତେ ସହଜ ହୋଇନପାରେ
ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର ହେବାକୁ ଆଉ ମତ୍ର ୪ ଦିନ ବାକି ରହିଛି । ଉଭୟଙ୍କ ମଧ୍ୟରେ ପ୍ରଥମେ ଟି-୨୦ ଫର୍ମାଟ ଖେଳାଯିବାକୁ ଥିବା ବେଳେ ଭାରତ ପାଇଁ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ହରାଇବା ପାଇଁ ଏତେ ସହଜ ହୋଇନପାରେ । କାରଣ ଏହି ଫର୍ମାଟରେ ଭାରତକୁ ଟକ୍କର ଦେବା ପାଇଁ…
ଆଜି ବି ମନରେ ଭାବପ୍ରବଣତା ଆଣିଦିଏ ସଚିନଙ୍କର ସେହି ବିଦାୟୀ ଭାଷଣ
କ୍ରିକେଟ ଜଗତର ଶିଖରରେ ପହଞ୍ଚିଥିବା ତଥା କ୍ରିକେଟର ଭଗବାନ ସଚିନ ୨୦୧୩ ମସିହା ଆଜିର ହିଁ ଦିନରେ ଆନ୍ତର୍ଜାତିକ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଥିଲେ । ସେ ନିଜ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ ମୁମ୍ବାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ତାଙ୍କର ଆନ୍ତର୍ଜାତିକ କ୍ରିକେଟରୁ ଏହି…
ବନ୍ଧୁତ୍ୱରେ ଫାଟକ ସାଜିଲା ବିବାହ ନିମନ୍ତ୍ରଣ
ଭାରତୀୟ କ୍ରିକେଟ ଦଳର ବସ୍ପୋରକ ବାମ ହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କୁ କିଏ ବା ନା ଜାଣେ । ବର୍ତ୍ତମାନ ଭାରତୀୟ ଦଳରେ ଯୁବରାଜ ସେତେଟା ଭଲ ପ୍ରଦର୍ଶନ କରିପାରୁ ନଥିବା ହେତୁ ସେ ଅନେକ ଦିନ ହେବ ଦଳରୁ ଦୂରେଇ ରହିଛନ୍ତି । କେବଳ ଏତିକି ନୁହେଁ ନିଜର କ୍ରିକେଟ କ୍ୟାରିୟର ସମେତ ତାଙ୍କର…
୨୯ ବର୍ଷ ତଳେ ଆଜିର ହିଁ ଦିନରେ ଭାରତକୁ ମିଳିଥିଲା ଜଣେ ମହାନ କ୍ରିକେଟର
କ୍ରିକେଟର ଭଗବାନ ତଥା ଟିମ ଇଣ୍ଡିଅ।ର ଶ୍ରେଷ୍ଠ ଖେଳାଳୀ ସଚିନ ତେନ୍ଦୁଲକର ଆଜିର ହିଁ ଦିନରେ ଆନ୍ତର୍ଜାତିକ କ୍ରିକେଟରେ ଡେଭିୟୁ କରିଥିଲେ । ଏହି ସମୟରେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଥିଲା । ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ପ୍ରଥମ କରି ନିଜ କ୍ରିକେଟ କ୍ୟାରିୟର…