Browsing Category

ବାଣିଜ୍ୟ

‘ପଟ୍ଟଚିତ୍ର’ ଅଳଙ୍କାର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲ୍‍ସର ଓଡ଼ିଶାର ଲୋକକଳାକୁ ସମ୍ମାନ ପ୍ରଦର୍ଶନ

ଭୁବନେଶ୍ୱର,: ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍‍ ରିଲାଏନ୍ସ ଜୁଏଲ୍‍ସ ଓଡ଼ିଶାର ସମୃଦ୍ଧ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏକ ଅତି ମନୋରମ ଜୁଏଲାରୀ କଲେକ୍ସନ ‘ଉତ୍କଳ’ ଉନ୍ମୋଚନ କରିଛି- ଯେଉଁ ଭୂଖଣ୍ଡରେ କେବଳ ସୂର୍ଯ୍ୟ ନୁହେଁ, ସୌନ୍ଦର୍ଯ୍ୟ ମଧ୍ୟ ଝଟକୁଛି । ଉତ୍କଳ କଲେକ୍ସନରେ ଓଡ଼ିଶାର…

ଦୀପାବଳି ଉପହାର: ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ହେବାକୁ ଯାଉଛି ୧୫% ଅଭିବୃଦ୍ଧି

ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପହାର ଘୋଷଣା ହୋଇଛି। ନଭେମ୍ବର ପହିଲାରୁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ କର୍ମଚାରୀ ସରକାରୀ ବ୍ୟାଙ୍କର ବୋଲି ଜଣାପଡ଼ିଛି। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ,…

ଚଳିତ ଦିପାବଳୀରେ ରିଲାଏନ୍‌ସ ଡିଜିଟାଲର ‘ଇଲେକ୍‌ଟ୍ରୋନିକ୍ସ ଉତ୍ସବ’

ଭୁବନେଶ୍ୱର: ରିଲାଏନ୍‌ସ ଡିଜିଟାଲ୍ ଚଳିତ ବର୍ଷ ଇଲେକ୍‌ଟ୍ରୋନିକ୍ସ ଉତ୍ସବରେ ଅନେକ ବୃହତ୍ ଓ ଆକର୍ଷଣୀୟ ଅଫର ନେଇ ଆସିଛି । ଗ୍ରାହକମାନେ ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍‌ସ ସମ୍ଭାର ପାଇବା ସହିତ ଏଚଡିଏଫସି ବ୍ୟାଙ୍କ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ରେ ୧୦% କ୍ୟାସ ବ୍ୟାକ୍‌ର ଲାଭ …

ସବୁଠାରୁ ଉଦାର ଭାରତୀୟ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀ, ଦୈନିକ ୨୨ କୋଟି କରୁଛନ୍ତି ଦାନ

ପ୍ରତି ଦିନ ୨୨ କୋଟି ଟଙ୍କା ଅର୍ଥାତ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରି ୨୦୨୦ର ସବୁଠୁ ଉଦାର ଭାରତୀୟ ଭାବେ ରେକର୍ଡ ହାସଲ କରିଛନ୍ତି ଅଜୀମ୍‌ ପ୍ରେମଜୀ। ଏହା ସହ ଏଚସିଏଲ୍‌ ମୁଖ୍ୟ ଶିବ ନାଡାରଙ୍କୁ ବହୁ ପଛରେ ଛାଡ଼ିଛନ୍ତି ଅଜୀମ୍‌ ପ୍ରେମଜୀ । ଶିବ ନାଡାର ଯିଏକି ହୁରୁନ ରିପୋର୍ଟ ଇଣ୍ଡିଆ…

ଭାରତରେ ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁ ‘ଏକ୍ସ୩ ଏମ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଏହାର ବିଏମଡବ୍ଲୁ ଏକ୍ସ୩ ଏମ ର ଶୁଭାରମ୍ଭ ସହିତ ମିଡ୍‌-ସାଇଜ୍ ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ୍‌(ଏସଏଭି) ସେଗ୍‌ମେଂଟ୍‌ରେ ଏହାର ଉଚ୍ଚ ଦକ୍ଷତା ସମ୍ପନ୍ନ ମଡେଲ୍ ଶୃଙ୍ଖଳାରେ ପ୍ରଥମ ଏମ୍ କାର୍‌ର ଶୁଭାରମ୍ଭ କରାଯାଇଛି । ଏହି ଫାର୍ଷ୍ଟ-ଏଭର୍…

ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ କାର ଇନ୍ସ୍ୟୁରାନ୍ସର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀ ଆକ୍ସା ଜେନେରାଲ ଇନୁ୍ସ୍ୟରାନ୍ସର ସହବନ୍ଧିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ବ୍ୟାପକ କାର ଇନ୍ସ୍ୟୁରାନ୍ସ ସେବା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଏହି ସ୍ମାର୍ଟ ଡ୍ରାଇଭ ବ୍ୟକ୍ତିଗତ କାର ଇନ୍ସ୍ୟୁରାନ୍ସ ଦୁର୍ଘଟଣା, ଚୋରି, ପ୍ରାକୃତିକ ତଥା ମନୁଷ୍ୟକୃତ…

ସୋନାଲିକାର ମାତ୍ର ଗୋଟିଏ ମାସରେ ୧୯,୦୦୦ ଟ୍ରାକ୍ଟର ଡ଼େଲିଭରି ରେକର୍ଡ଼

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବା ପରେ ଭାରତର ଅଗ୍ରଣୀ ଟ୍ରାକ୍ଟର ନିର୍ମାତା ସୋନାଲିକା ଟ୍ରାକ୍ଟର୍ସ ଗୋଟିଏ ମାସରେ ସର୍ବାଧିକ ଟ୍ରାକ୍ଟର ଡେଲିଭରି କରି ରେକର୍ଡ ସୃଷ୍ଟି କରିଛି । କମ୍ପାନୀ ଗତ ଅକ୍ଟୋବର ମାସରେ ସର୍ବାଧିକ ୧୯,୦୦୦…

ଫୋନ୍‌ପେରେ ୨୪ କ୍ୟାରେଟ ସୁନା କିଣି ପାଆନ୍ତୁ ୫%ର କ୍ୟାଶବ୍ୟାକ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଲାଟଫର୍ମ ଫୋନପେ ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ଆପରେ ଅକ୍ଟୋବାର ୨୫ (ଦଶହରା) ରୁ ନଭେମ୍ବର ୧୪ ତାରିଖ(ଧନତେରସର ପରବର୍ତି ଦିନ) ମଧ୍ୟରେ ୨୪ କ୍ୟାରେଟ ସୁନା କ୍ରୟ କରିବାଦ୍ୱାରା ୫…

ଧିରେ ଧିରେ ଟ୍ରାକକୁ ଫେରୁଛି ଦେଶର ଅର୍ଥ ବ୍ୟବସ୍ଥା

ସାଧାରଣ ଜନତା ଓ ସରକାରଙ୍କ ସମସ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଲକଡାଉନ୍ ପରେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଏହାସହ ରାଜସ୍ୱ ଆଦାୟ ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତବର୍ଷ ଅକ୍ଟୋବର ମାସ ତୁଳନାରେ ୧୦…

ପାଚଂଟି ବିଶ୍ୱ ରେକର୍ଡ ହାସଲକରି ଇତିହାସ ରଚିଛି ବଡ଼ା ବିଜନେସ

ଭୁବନେଶ୍ୱର: ଅନ୍‌ଲାଇନ ଶିକ୍ଷା କ୍ଷେତ୍ରରେ ପାଂଚୋଟି ବିଶ୍ୱ ରେକର୍ଡ ହାସଲ କରିବାରେ ପ୍ରଥମ କମ୍ପାନୀଭାବେ ଇତିହାସ ରଚିଛି ଭାରତୀୟ ଏଜୁଟେକ ଷ୍ଟାର୍ଟଅପ ବଡ଼ା ବିଜନେସ । କୋଭିଡ କାରଣରୁ ହୋଇଥିବା ଲକଡାଉନ ମଧ୍ୟରେ କରାଯାଇଥିବା ଏକ ବିସ୍ତୃତ ବ୍ୟବସାୟୀକ ପ୍ରଶିକ୍ଷଣ ପର୍ଯ୍ୟାୟଗୁଡ଼ିକ ଯୋଗୁଁ ଏହି…