Browsing Category

ଜୀବନ ଚର୍ଯ୍ୟା

ଭଙ୍ଗା ହାଡ ଯୋଡିବାର ୫ଟି ଉପାୟ

ବହୁ ସମୟରେ ଆକସ୍ମିକ ଆଘାତ ଲାଗିବା କାରଣରୁ ହାଡ ଭାଙ୍ଗିଯାଏ । ହାତ ଭାଙ୍ଗିବା ଦ୍ୱାରା ଅସହ୍ୟ ଯନ୍ତ୍ରଣା ହୁଏ । ଏଥି ପାଇଁ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଖୁବ କମ ସମୟ ମଧ୍ୟରେ ହିଁ ଆପଣଙ୍କ ଭଙ୍ଗା ହାଡ ଯୋଡି ହୋଇଯିବ । ହାତ , ପାଦ, ହାଡ ଭାଙ୍ଗିବା ଫଳରେ ଏଠାରେ ବୋନ…

ଶିଶୁର କାନ୍ଦରୁ ଜାଣନ୍ତୁ ବିିଭିନ୍ନ ରୋଗ ସମ୍ପର୍କରେ

ଅନେକ କାରଣ ଯୋଗୁଁ ପିଲାମାନେ କାନ୍ଦିଥାଆନ୍ତି । ଆମେ ଅନେକ ସମୟରେ ଜାଣି ପାରି ନଥାଉ ସେମାନଙ୍କ କାନ୍ଦିବାର କାରଣ ସମ୍ପର୍କରେ । କିନ୍ତୁ ଶିଶୁମାନଙ୍କ ରୋଗ ଓ ପୀଡ଼ା ବିଷୟରେ ଆମ୍ଭେମାନେ ଜାଣିବା ଉଚିତ୍ । ପିଲା ବାରମ୍ବାର ଯେଉଁ ସ୍ଥାନ ଉପରେ ହାତ ରଖେ, ଆମକୁ ଜାଣିବାକୁ ପଡ଼ିବ ଯେ ସେହି ସ୍ଥାନ…

ଖରାଦିନେ କିପରି ନେବେ ଓଠର ଯତ୍ନ

ଶରୀରରେ ଓଠ ସବୁଠାରୁ ନମନୀୟ ଅଂଶ । ଖରାଦିନେ ସୂର୍ଯ୍ୟକିରଣର ପ୍ରଭାବରେ ଓଠରେ ସ୍ୱେଦ ଗ୍ରନ୍ଥି ଶୁଖି ଓଠ ଶୁଷ୍କ ହେବାର ବହୁ ସମ୍ଭାବନା ଥାଏ । ସୂର୍ଯ୍ୟକିରଣ ଏବଂ ୟୁଭି କିରଣ ଦ୍ୱାରା,ବହୁ ପରିମାଣର ଔଷଧ ଖାଉଥିବା, ସିଗାରେଟ ସେବନ କରୁଥିବା, ମଦ୍ୟପାନ କରୁଥିବା, ପ୍ରତିଦିନ ଚା କିମ୍ବା କଫି…

ଗର୍ଭାବସ୍ଥାରେ ତ୍ୱଚାର ଯତ୍ନ

ଗର୍ଭ ଧାରଣ ସମୟରେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ । ପ୍ରତ୍ୟେକ ନାରୀ ଗର୍ଭାବସ୍ଥା ସମୟରେ ନିଜର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଅକ୍ଷୁର୍ଣ୍ଣ ରଖିବାକୁ ଯତ୍ନବାନ ହେବା ଉଚିତ । ୧. ଏହି ସମୟରେ କିପରି ତ୍ୱଚାର ଯତ୍ନ ନେବେ – ଗର୍ଭଧାରଣ ସମୟରେ ନାରୀମାନଙ୍କ ଶରୀରରେ ହରମୋନ…

ପିଲାଙ୍କୁ ମିଛ କହିବାଠାରୁ ଦୂରେଇବେ କେମିତି

ଯୁବ ସମୟ - କୁହାଯାଏ ଯେ, ଅବୋଧ ଶିଶୁ ଯାହା ଶୁଣନ୍ତି ଓ ଦେଖନ୍ତି ତାହାକୁ ନକଲ କରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ବାପାମା’ଙ୍କ ଗାଳିଠାରୁ ବର୍ତ୍ତୀବାକୁ ଯାଇ ମଧ୍ୟ ଅନେକ ଭୁଲ୍ ଲୁଚାଇବାକୁ ଚେଷ୍ଟା କରିଥାଆନ୍ତି । ଏଥିପାଇଁ ସେମାନେ ମିଛର ଆଶ୍ରୟ ନେଇଥାଆନ୍ତି । ଯଦି ଏହି ଅଭ୍ୟାସ…

ନଖ କାମୁଡିବାର କାରଣ

ଆପଣମାନେ ଦେଖିଥିବେ ପୁରୁଷ କିମ୍ବା ମହିଳାମାନେ ଅଧିକାଂଶ ସମୟ ନଖ କାମୁଥିବାର । ପ୍ରତି ୧୫ଜଣରେ ୭ ଜଣ ନଖ କାମୁଡୁଥିବାର ଦେଖାଯାଏ । କେବଳ ଏହା ପିଲାଙ୍କ ବଦଭ୍ୟାସ ନୁହେଁ, ବରଂ ବୟସ୍କ ବର୍ଗର ଲୋକମାନେ ମଧ୍ୟ ନଖ କାମୁଡିଥାନ୍ତି । ନିକଟରେ କାଲିଫର୍ଣ୍ଣଆର ବିଶେଷଜ୍ଞ ଦଳ ଏହା ଉପରେ ଗବେଷଣା କରି…

ଖରାଦିନେ କିପରି କରିବେ ସନ ଟ୍ୟାନର ଉପଚାର

କର୍ମଜୀବୀ ମହିଳାଙ୍କ ପାଇଁ ଘଣ୍ଟା ଘଣ୍ଟା ପାର୍ଲରେ ବିତାଇବା ଖୁବ କଷ୍ଟକର । ତେଣୁ କିଛି ଘରୋଇ ଉପାୟରେ ମଧ୍ୟ ସନ ଟ୍ୟାନର ଉପଚାର କରାଯାଇପାରିବ । ସନ ଟ୍ୟାନ ଶରୀରରେ ମୁହଁ, ହାତ ଏବଂ ଗୋଡରେ ବିଶେଷ ଭାବେ ଦେଖାଯାଇଥାଏ । ଆସନ୍ତୁ ଜାଣିବା ସନ ଟ୍ୟାନରୁ ଉପଶମ ପାଇବାର କିଛି ଘରୋଇ ଉପଚାର । ୧.…

ମନ ସ୍ଥିର କରିବା ପାଇଁ କରନ୍ତୁ ପଦ୍ମାସନ

ଯୁବ ସମୟ – ଯୋଗ ସହିତ ଧ୍ୟାନ ସ୍ୱତପ୍ରବୃତ ଭାବେ ଜଡିତ । ଯୋଗ ପାଇଁ ମନ ସ୍ଥିର ଶାନ୍ତ ରଖିବା ପାଇଁ ପଦ୍ମାସନରେ ବସିବା ବିଧେୟ । ଏହା ମନକୁ ସ୍ଥିର, ଶାନ୍ତ ରଖିବା ସହିତ ଧ୍ୟାନ ହେବାରେ ସହାୟକ ହୋଇଥାଏ । କୁହାଯାଏ ପଦ୍ମାସନ କଲେ ଶରୀର ପଦ୍ମ ପରି ବିକଶିତ ହୋଇଯାଏ । ଏହା କରିବା ଦ୍ୱାରା ତ୍ୱଚା…