ସଂକଟାପନ୍ନ ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି ଲେଖକ ସଲମାନ ରୁସଦି

ଗତକାଲି ନିୟୁର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିାବ ସମୟରେ ସଲମାନ ରୁସଦି ଉପରେ ଜଣେ ଯୁବକ ଛୁରା ମାଡ କରିଥିଲା । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରାମାଡ ହୋଇଥିବା ବେଳେ ତାଙ୍କୁ ହେଲିକାପ୍ଟର ସାହାଯ୍ୟରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ…

ହୀରାକୁଦ ଡ୍ୟାମରେ ୨୮ଟି ଗେଟ ଖୋଲିଲା, ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା

ହୀରାକୁଦ ଡ୍ୟାମରେ ପୁନର୍ବାର ୪ଟି ଗେଟ ଖୋଲାଯାଇଛି ଯାହାର ସଂଖ୍ୟା ୨୮ରେ ପହଞ୍ଚିଛି । ଏହା ଦ୍ୱାରା ମହାନଦୀରେ ଗୋଟିଏ ଛୋଟ ବନ୍ୟା ସମସ୍ୟା ଦେଖାଯାଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ମିଶ୍ରଙ୍କ କହିବା ଅନୁଯାୟୀ ଅଗଷ୍ଟ ୫ ସୁଦ୍ଧା ୭ରୁ ୮ଲକ୍ଷ…

ପ୍ରିୟଙ୍କା ଗାନ୍ଧୀଙ୍କ ପରେ ପୁଣି କୋରନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ

ଅଗଷ୍ଟ ୧୦ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଆଇସୋଲେସନରେ ରହିଥିଲେ । ଏହା ପରେ ଆଜି ସୋନିଆଙ୍କ ଶରୀର ଖରାପ ଥିବାରୁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ସେ ମଧ୍ୟ ଆଇସୋଲେସନରେ ଅଛନ୍ତି । ଏହା ପୂର୍ବରୁ ସେ ଦୁନ ମାସରେ…

ଖୋଲିଲା ହୀରାକୁଦର ଆଉ ୪ଟି ଡ୍ୟାମ, ଉପୁଜିଲା ବନ୍ୟା ସମ୍ଭାବନା

ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ହୀରାକୁଦର ଆଉ ୪ଟି ଡ୍ୟାମ ଖୋଲାଯାଇଛି । ଏହାକୁ ମିଶାଇ ସମୁଦାୟ ୨୪ଟି ଡ୍ୟାମ ଖୋଲିଥିବାରୁ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିବାକୁ ସର୍ତକତା ଦର୍ଶାଯାଇଛି । ପୂର୍ବରୁ ହୀରାଦୁଦର ବାମ ପାଶ୍ୱର୍ରେ ୧୬ଟି ଗେଟ ଖୋଲାଯାଇଥିଲା । ପରେ ଡାହାଣ ପାଶ୍ୱର୍ରେ…

ଜ୍ୟାକଲିନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କର ଫିଟନେସର ରାଜ

ଜ୍ୟାକଲିନଙ୍କର ଜନ୍ମଦିନ କାଲି ଥିବା ବେଳେ ସେ ନିଜର ଜନ୍ମଦିନ ଏକ ପ୍ରାଣୀ ଆଶ୍ରୟସ୍ଥଳୀରେ ପାଳନ କରିଛନ୍ତି । ଏହାର ଫଟୋ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରି ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କର ଫିଟନେସର ରାଜ କଣ କେମିତି ରଖନ୍ତି ସେ ନିଜକୁ…

ଓଡିଶା ହାଇକୋର୍ଟରେ ଆଉ ୨ ନୂତନ ବିଚାରପତି ନିଯୁକ୍ତ

ଆଜି ଓଡିଶା ହାଇକୋର୍ଟରେ ୨ ନୂତନ ବିଚାରପତି ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତ ରଞ୍ଜନ ଜାଶ ନୂତନ ବିଚାରପତିଭାବେ ନିଯୁକ୍ତ ହୋଇଛନ୍ତି ।

ଜାଣନ୍ତୁ କେଶ ଝଡା ଏବଂ କେଶର ଶୁଷ୍କତା ପାଇଁ କେତେ ଉପକାରୀ ଚାହା ପତି ପାଣି

ଭାରତରେ ଚାହା ପିଇବାକୁ ସମସ୍ତେ ଭଲ ପାଇଥାନ୍ତି । ଚାହା ପିଇବାକୁ ସୁସ୍ୱାଦୁ ହୋଇଥିବା ବେଳେ ଏହାର ପାଣି କେଶର ବୃଦ୍ଧି ଏବଂ କେଶର ଶୁଷ୍କତା ପାଇଁ ଖୁବ ଳାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କିପରି କରିବେ ଏହି ଚାହାପତି ପାଣିର ବ୍ୟବହାର ଏବଂ ଏହା କେଶ ପାଇଁ କେତେ ଉପକାରୀ । ୧. ଚାହାପତିରେ…

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାରମ୍ଭ ହୋଇଥିଲା । ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅର୍ନ୍ତଗତ ଢେଙ୍କାନାଳର ତିନୋଟି ଗ୍ରାମ୍ୟ ପାନୀୟ ଜଳ…

ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏନଆରଏଚଏମ ପକ୍ଷରୁ ମିଳିବ ନବଦମ୍ପତି ଗିଫ୍ଟ

ଦେଶରେ ପ୍ରଥମେ ରାଜ୍ୟଭାବେ ଓଡିଶାରେ ଓଡିଶା ସରକାରଙ୍କ ଦ୍ୱାରା ନୂତନ ଯୋଜନା ପ୍ରାରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଅର୍ନ୍ତଭୁକ୍ତ ରାଜ୍ୟରେ ନବଦମ୍ପତି ପୁରସ୍କାର ବିତରଣ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ ତରଫରୁ ଦିଆଯିବ ନବଦମ୍ପତି ଗିଫ୍ଟ । ଏହାକୁ ସ୍ୱାସ୍ଥ୍ୟ ଓ ପରିବାର…

ମୟୂରଭଞ୍ଜରେ ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଏବଂ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଭିତ୍ତ୍ିପ୍ରସ୍ତର ସ୍ଥାପନ କଲେ ମଧ୍ୟ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଉଭୟ ମୟୂରଭଞ୍ଜ ଏବଂ କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଫଳପ୍ରଦ ହୋଇପାରିବ…