କରୋନା ଏବଂ ଅମ୍ଫାନ ମଧ୍ୟରେ ଦେଶକୁ ପାକିସ୍ତାନରୁ ମାଡ଼ିଆସିଛି ଆଉ ଏକ ସଂକଟ

ବର୍ଷର ଛଅ ମାସ ମଧ୍ୟ ଯାଇନି ଏବଂ ଏହା ଭିତରେ କରୋନା ଏବଂ ବାତ୍ୟା ଅମ୍ଫାନ ପରେ ଦେଶକୁ ଆଉ ଏକ ସଂକଟ ମାଡ଼ି ଆସିଛି । ରାଜସ୍ଥାନରେ ପଶିଥିବା ପଙ୍ଗପାଳ(ଲୋକଷ୍ଟ) ଏବେ ଦେଶର ଅନ୍ୟ ଅଂଶ ଗୁଡ଼ିକ ଆଡ଼କୁ ମଧ୍ୟ ବଢ଼ିବାରେ ଲାଗିଛନ୍ତି । ଏହି ପାକିସ୍ତାନୀ ଆକ୍ରମଣର ଲକ୍ଷ ଏବେ ୟୁପି, ପଂଜାବ, ହରିୟାଣା…

ଲକଡାଉନ ହୋଇନଥିଲେ ୨୯ ଲକ୍ଷରେ ପହଂଚିଥାନ୍ତା ସଂକ୍ରମିତଙ୍କ ସଂଖ୍ୟା, ଯାଇଥାନ୍ତା ୭୮ ହଜାର ଲୋକଙ୍କ ଜୀବନ

କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, କରୋନା ଭାଇରସ ଉପରେ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତର ସମସ୍ତ ପ୍ରୟାସ ଯୋଗୁଁ ଦେଶରେ କରୋନା ମାମଲାର ଦୁଇଗୁଣ ହାରରେ ବଢ଼ିବାର ମାତ୍ରାକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇପାରିଛି । ଶୁକ୍ରବାର ଆୟୋଜିତ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର…

ଆମେରିକାରେ କରୋନା ମୃତକଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରିୟ ଧ୍ୱଜାକୁ ଅର୍ଦ୍ଧନମିତ କରିବାର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି…

ସମଗ୍ର ଦୁନିଆ ଏହି ଭୟଙ୍କର କରୋନା ଭାଇରସ ମହାମାରୀ ସହ ନିଜ ଲଢ଼େଇରେ ଲାଗି ରହିଛନ୍ତି । ଏହି ଭାଇରସରେ ସମଗ୍ର ପୃଥିବୀରେ ବର୍ତମାନ ମୃତକଙ୍କ ସଂଖ୍ୟା ୩,୩୪,୦୦୦ରୁ ଉର୍ଦ୍ଧ୍ୱରେ ପହଂଚିଛି ଏବଂ ଏବେ ସୁଦ୍ଧା ପାଖାପାଖି ୫୨ଲକ୍ଷ ଲୋକ ଏଇ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି । କିନ୍ତୁ ଏଥିରେ…

ଆଂଟାର୍କଟିକାରେ ଧଳା ରୁ ସବୁଜ ରଙ୍ଗକୁ ପରିବର୍ତିତ ହେଉଛନ୍ତି ବରଫ ପାହାଡ଼, ପରିବର୍ତନ ଦେଖି ବୈଜ୍ଞାନିକ ମଧ୍ୟ ଚିନ୍ତିତ

ବର୍ତମାନ ଚାରିଆଡ଼େ ଜଳବାୟୁରେ ବିରାଟ ପରିବର୍ତନ ଦେଖାଯାଉଛି । ଆଂଟର୍କଟିକା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ, ଯେଉଁଠାରେ ବରଫର ଧଳା ପାହାଡ଼ ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଦେଇଛନ୍ତି । ଆଂଟର୍କଟିକାରେ ଏବେ ସବୁଜ ରଙ୍ଗର ବରଫ ପାହାଡ଼ ଦେଖିବାକୁ ମିଳୁଛି । ଆଂଟାର୍କଟିକାରେ ଶ୍ୱେତ ବରଫରେ…

ଟିକ୍‌ଟକ୍ ଷ୍ଟାର ଫୈଜଲ ସିଦ୍ଦକୀଙ୍କ ଭିଡିଓ ପରେ ଟିକ୍‌ଟକ୍ ବିରୁଦ୍ଧରେ ମଇଦାନକୁ ବାହାରିଛନ୍ତି ପରେଶ ରାୱଲ ଓ ସୋନା…

ଟିକ୍‌ଟକ୍ ଷ୍ଟାର ଫୈଜଲ୍ ସିଦ୍ଦକୀଙ୍କ କାରଣରୁ ଲୋକମାନେ ପୁଣିଥରେ ଟିକ୍‌ଟକ୍ ଉପରେ ନିଜର ଆକ୍ରୋଶ ବର୍ଷାଇଛନ୍ତି । ତାଙ୍କ ଉପରେ ଆରୋପ କରାଯାଇଛି ଯେ ସେ ନିଜର ଏକ ଭିଡିଓରେ ମହିଳାଙ୍କ ଉପରେ ଏସିଡ ଆଟାକ୍ କରିବାର ମହିମାମଣ୍ଡନ କରିଥିବା ନଜର ଆସିଛନ୍ତି । ଫୈଜଲ ସିଦ୍ଦକୀଙ୍କର ଭିଡିଓକୁ ନେଇ…

ମୋବାଇଲରେ କାଶିବା କିମ୍ବା ଛିଙ୍କିବାରୁ ଜାଣିହେବ କରୋନାର ସଂକ୍ରମଣ, ଆମେରିକା ଗବେଷକଙ୍କ ଦାବି

ଆମେରିକାର ଏକ ଗବେଷଣା ଟିମ ଦାବି କରିଛି ଯେ ଜଲଦି ଏଭଳି ଟେକ୍ନୋଲୋଜି ଆସିବାକୁ ଯାଉଛି ଯାହାଦ୍ୱାରା ସ୍ମାର୍ଟଫୋନରେ କାଶିବା କିମ୍ବା ଛିଙ୍କିବା ଦ୍ୱାରା କୌଣସି ବ୍ୟକ୍ତି କାରୋନା ଭାଇରସରେ ସଂକ୍ରମିତ ଅଛନ୍ତି ନା ନାହିଁ ତାହା ଜଣାପଡ଼ିଯିବ । ଏଥିପାଇଁ ଟିମ ଏକ ସେନ୍ସର ପ୍ରସ୍ତୁତ କରୁଛି ଯାହାକୁ…

ଡବ୍ଲୁଏଚଓରେ ବଢ଼ିଲା ଭାରତର ସମ୍ମାନ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହେବେ ଏହାର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ

କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢ଼େଇରେ ଆଗରେ ଠିଆହୋଇଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବହୁତ ଜଲଦି ବିଶ୍ୱ ସ୍ତରୀୟ ମଂଚରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ମେ ୨୨ ରେ ଡାକ୍ତର ଡର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର…

ଡବ୍ଲୁଏଚଓ ଉପରେ ବର୍ଷିଲେ ଟ୍ରମ୍ପ, ପତ୍ର ଲେଖି ସ୍ଥାୟୀ ଭାବେ ଫଣ୍ଡିଙ୍ଗ ବନ୍ଦ କରିବାର ଦେଲେ ଧମକ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଗ୍ରିବିୟେସସଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଯଦି ଆସନ୍ତା ତିନି ଦିନ ମଧ୍ୟରେ ସଂଗଠନ ପକ୍ଷରୁ କୌଣସି ସଠିକ ପଦକ୍ଷେପ ଗ୍ରହଣ ନ କରାଯିବ ତେବେ ଆମେରିକା ନିଜର ଫଣ୍ଡିଙ୍ଗକୁ ସ୍ଥାୟୀ ରୂପରେ…

ମୁମ୍ବାଇର କରୋନା ଯୋଦ୍ଧାଙ୍କ ପାଇଁ ସରପ୍ରାଇଜ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆଲିଆ ଭଟ୍ଟ

କରୋନା ଭାଇରସ ମହାମାରୀ ମଧ୍ୟରେ ଅନେକ ବଲିଉଡ ତାରକା ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ପିଏମ କେୟାର ଫଣ୍ଡରେ ସହାୟତା ରାଶି ଦେବା ପରେ ମଧ୍ୟ ଏହି ସେଲିବ୍ରିଟିମାନେ ନିଜ ସ୍ତରରେ ଅଲଗା ଅଲଗା ସହାୟତା ଦେବା ପାଇଁ ଆଗକୁ ଆସୁଛନ୍ତି । ନୀକଟରେ ଆଲିଆ ଭଟ୍ଟ କରୋନା ଭାଇରସର ଯୋଦ୍ଧାମାନଙ୍କ ପାଇଁ ଏକ…

କେବଳ ଗୋଟିଏ ଦିନରେ ଲେଖାଯାଇଥିଲା ସଇତାନଙ୍କର ଏହି ରହସ୍ୟମୟୀ ପୁସ୍ତକ, ବୈଜ୍ଞାନିକଙ୍କ ପାଇଁ ହୋଇ ରହିଛି ରହସ୍ୟ

ଦୁନିଆରେ ପ୍ରତ୍ୟେକ ଧର୍ମର ଧର୍ମଗ୍ରନ୍ଥ ରହିବା ଭଳି ସଇତାନମାନଙ୍କର ମଧ୍ୟ ଏକ ବାଇବେଲ ରହିଛି ଯାହା ‘ଡେବିଲ୍ସ ବାଇବେଲ’ ଅର୍ଥାତ ‘ସଇତାନଙ୍କ ବାଇବେଲ’ ଭାବେ ଜଣାଶୁଣା । ଏହାକୁୁ ଦୁନିଆର ସବୁଠାରୁ ରହସ୍ୟମୟୀ ପୁସ୍ତକଭାବେ ଗ୍ରହଣ କରାଯାଏ । କାରଣ ଏହି ପୁସ୍ତକର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ…