WhatsAppର ନୂଆ ପଲିସି ଗ୍ରହଣ କରନ୍ତୁ, ନଚେତ କରିବାକୁ ପଡ଼ିବ ନିଜ ଆକାଉଂଟ ଡିଲିଟ
ଫେସବୁକ୍ ମାଲିକାନାଭୁକ୍ତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏହାର ସର୍ତ୍ତାବଳୀ ଏବଂ ପ୍ରାଇଭେସି ପଲିସି ଅପଡେଟ କରିଛି ଏବଂ ମଙ୍ଗଳବାର ସନ୍ଧ୍ୟା ଠାରୁ ଭାରତର ଉପଭୋକ୍ତାମାନଙ୍କୁ ଏହାର ବିଜ୍ଞପ୍ତି ଧୀରେ ଧୀରେ ଦିଆଯାଉଛି। ନୂତନ ପଲିସି ଗ୍ରହଣ କରିବାକୁ ହ୍ବାଟସ୍ ଆପ୍ ଉପଭୋକ୍ତାମାନଙ୍କୁ…