ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ


ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ଅନ୍ୟ ନେତାଗଣ ଆଜି ଦିବଙ୍ଗତ ନେତା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପ୍ରଥମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏମାନଙ୍କ ସମେତ ଗୃହ ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନାଡ୍ଡା ମଧ୍ୟ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ପ୍ରକାଶ ଥାଉକି, ଗତ ବର୍ଷ ୧୬ ଅଗଷ୍ଟ ୨୦୧୮ରେ ଶ୍ରୀ ବାଜପେୟୀଙ୍କ ପରୋଲୋକ ଘଟିଥିଲା । ସେ ଦୀର୍ଘ ସମୟ ହେବ ଅସୁସ୍ଥ ଥିବା କାରଣରୁ ଏମ୍ସରେ ଚିକିତ୍ସାଧିନ


Share It

Comments are closed.