ଆସନ୍ତା କାଲି ଶ୍ରୀନଗରରେ ପତକା ଉତ୍ତୋଳନ କରିବେ ରାଜ୍ୟପାଳ ‘ସତ୍ୟପାଲ ମଲ୍ଲିକ’


ଆସ୍ତନା କାଲି ଶ୍ରୀନଗରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, କାଶ୍ମୀରର ‘ସେର-ଏ-କାଶ୍ମୀର’ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ଲାଗି ଆୟୋଜିତ ହେବାକୁଥିବା ସ୍ୱତନ୍ତ୍ର ସମାରୋହରେ ସେ ପତକା ଉତ୍ତଳନ କରିବାର ବ୍ୟବସ୍ଥା ରହିଛି । ରାଜ୍ୟର ମୁଖ୍ୟ ଶାସନ ସଚିବ ରୋହିତ କଂସଲ ଏହି ସଂପର୍କରେ କହିଛନ୍ତି ଯେ, ସ୍ୱାଧୀନତା ଦିବସ ପାଇଁ ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ।
ରାହୁଲ ଆହୁରୀ ମଧ୍ୟ କହିଛନ୍ତି ଯେ, “ଚଳିତ ବର୍ଷ ରାଜ୍ୟପାଳଙ୍କ ନେତୃତ୍ୱରେ କାଶ୍ମୀରର ଶ୍ରୀନଗରରେ ପତକା ଉତ୍ତଳୋନ ସମାରୋହ ଆୟୋଜିତ ହେବ । ମଣ୍ଡଳ, ଜିଲ୍ଲା ଏବଂ ଉପଜିଲ୍ଲା ସ୍ତରରେ ସ୍ୱାଧୀନତା ଦିବସ ସମାରୋହ ଆୟୋଜିତ ହେବ । ୫ ଅଗଷ୍ଟରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଏଠାରେ ବାତାବରଣ ଶାନ୍ତ ରହିଛି । ”


Share It

Comments are closed.